ଦେଖନ୍ତୁ ଭିଡ଼ିଓ ! ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତା ରାଜା ଏବଂ ଅଭିନେତ୍ରୀ ସ୍ମୃତି ଜାଣନ୍ତୁ କେବେ ହେବ ସେମାନଙ୍କର ବିବାହ

0

ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଓ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ଦୁଇ କଳାକାରଙ୍କ ବିଷୟରେ ।

ତେବେ ଏହି କିଛି ଦିନ ହେବ ଏହି ସୂଚନା ଆସିଥିଲା ଯେ ଓଡ଼ିଆ ସିରିଏଲ ଅଭିନେତା ମହାପ୍ରସାଦ ଏବଂ ହୀତିଶା ଲୋଭ ରିଲେସନଶିପ ରେ ଅଛନ୍ତି ବୋଲି ।ଆପଣ ମାନେ ମଧ୍ୟ ରାଜା ଓ ସ୍ତୁତି କୁ ବେଶ୍ ଭଲ ଭାବେ ଜାଣିଥିବେ।ତେବେ ମହାପ୍ରସାଦ ରାଜା ଭୂମିକାରେ ରାନୀ ସିରିଏଲ୍ ରେ ଅଭିନୟ କରୁଥିଲେ,ପରେ ସାର୍ଥକ ରେ ସାବିତ୍ରୀ ସିରିଏଲ୍ ରେ ଅଭିନୟ କରୁଥିଲେ।ତାଙ୍କର ଜବରଦସ୍ତ ଆକ୍ତିଂ ପାଇଁ ସେ ଲୋକ ମାନଂକର ପ୍ରଶଂସା ର ପାତ୍ର ହୋଇପାରିଛନ୍ତି। ଦୁର୍ଗା ସିରିଏଲ ରେ ସ୍ତୁତି ଙ୍କର ଜବରଦସ୍ତ ଅଭିନୟ ତ ଆପଣ ଜାଣିଥିବେ। ଦୁର୍ଗା ସିରିଏଲ୍ ରେ ସ୍ତୁତି ଙ୍କ ଅଭିନୟ ପାଇଁ ଏହି ଶିରିଏଲ୍ ଟି ନମ୍ବର ୱାନ ହେଇ ପାରିଥିଲା।

ଦୁର୍ଗା ଶିରିଏଲ୍ ପରେ ସ୍ତୁତି ଆଉ କୌଣସି ଶିରିଏଲ୍ ରେ ଅଭିନୟ କରି ନାହାନ୍ତି,କିନ୍ତୁ କେତେ ଗୁଡିଏ ଆଲବମ୍ କରି ସେ ଲୋକ ମାନଂକର ପ୍ରଶଂସା ର ପାତ୍ର ହୋଇପାରିଛନ୍ତି।ତେବେ ଏବେ ତାଙ୍କ ର ବିବାହ କଥା ସାମ୍ନାକୁ ଆସୁଛି,ଯେ ତାଙ୍କର ରାଜା ସହ ବିବାହ ହେବାକୁ ଯାଉଛି,ମାତ୍ର ତାହା ରିଏଲ୍ ଲାଇଫ ରେ ନୁହେଁ ରିଲ ଲାଇଫ ରେ। ଆଗାମୀ ଦିନରେ ରାଜା ଓ ସ୍ତୁତିଙ୍କ ର ଏକ ନୂଆ ଧାରାବାହିକ ଆସିବାକୁ ଯାଉଛି ତାହାର ସୁଟିଂ ଚାଲିଛି।ତେବେ କିଛି ଦିନ ମଧ୍ୟରେ ଆପଣ ଆପଣଙ୍କର ପ୍ରିୟ ଅଭିନେତା ରାଜା ଓ ସ୍ତୁତି ଙ୍କୁ ପୁଣି ଏକାଠି ଦେଖିବାକୁ ପାଇବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।