ଲେଡି ପୋଲିସ୍ ଅଧିକାରୀଙ୍କ ମହତ କାମ ! ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ଶବ କୁ କାନ୍ଧଦେଲେ ଏବଂ ମୁଖାଗ୍ନି ମଧ୍ୟ ଦେଲେ ! ଦୟାକରି ଏହି ମହିଳା ପୋଲିସ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

0

ଗୋଟିଏ ଭିଡିଓ ଦେଖିବା ପାଇଁ ମିଳିଛି ଯାହାକି ଆମ ଏ ଜନ ଜାତି ଆଉ ପୋଲିସ ବ୍ୟବସ୍ଥା ପାଇଁ ଏକ ଉତ୍ସାହ ଜଣକ ଘଟଣା ।ଆଜି କାଲି ଦୁନିଆ ରେ ଲୋକ ମାନେ କାହାର ଦୁର୍ଘଟଣା ଘଟୁ କିମ୍ବା କାହାର ଆକସ୍ମିକ ଭାବରେ ମୃତ୍ୟୁ ହଉ ।କିନ୍ତୁ ଆଜି କାଲି ର ଯୁବ ପୀଢ଼ି ମାନେ ଏଇ ସବୁ ଘଟଣା ର ଫାଇଦା ଉଠାଇ ନିଜର ଫେସବୁକ୍, ଇନଷ୍ଟାଗ୍ରମ୍ ଆଦିରେ ଭିଡିଓ ବନାଉଛନ୍ତି ନିଜର ଲାଇକ ଆଉ କମେଣ୍ଟ ପାଇଁ କିନ୍ତୁ ଲୋକ ଟିର ସାହାଯ୍ୟ କରୁନାହାନ୍ତି ।

ଏହା ହଉଚି ଆଜିର ଯୁବ ପିଢ଼ି ସେମାନଙ୍କ ଠାରୁ କିଛି ସାହାଯ୍ୟ ଆଶା କରିବା ଭୁଲ । କଥାରେ ଅଛି କି ସବୁ ଦାନବ ରୂପି ମାନବ ରହିଲା ଭଳି ଭଗବାନ ରୂପି ମାନବ ମଧ୍ୟ ରହିଛନ୍ତି । ଯଉମାନେ ଆଗେଇ ଆସିଥାନ୍ତି ସାହାଯ୍ୟ ପାଇଁ ।ତାଙ୍କ ଆଗୋରେ ନିଜର ମସ୍ତକ ନତ ହଇ ଯାଇଥାଏ।

ସେହି ପରି ଜଣେ ଉତ୍ସାହ ଜଣକ ଘଟଣା ଗୋଟେ ଦୃଶ୍ୟଚିତ ହେଇଚି ।ଜଣେ ବୃଦ୍ଧ ଙ୍କ ସବ କୁ ଟେକି ଟେକି ଜଣେ ଅଳ୍ପ ବୟସ୍କ ମହିଳା ପୋଲିସ ଅଧିକାରୀ ସବ ଦାହ କରିବା ପାଇଁ ନଉଛନ୍ତି ।ଆଜି କାଲି ର ଯୁବ ପୀଢ଼ି ପରି ନିଜ ଫେସବୁକ୍ ଆଉ ଇନଷ୍ଟାଗ୍ରାମ ଏବଂ ୱାଟସ୍ ଆପ୍ ରେ ସଉକ ରେ ଭିଡିଓ ପୋଷ୍ଟ କରିବା ପାଇଁ ମହିଳା ପୋଲିସ ଜଣଙ୍କ ଭିଡିଓ ସୁଟିଂ କରୁନଥିଲେ ।ଯଦି ଆପଣ ୟାର ପୁରା ଘଟଣା ଜାଣିବେ ତ ଆପଣଙ୍କର ଏ ୟଙ୍ଗ ପୋଲିସ ଅଧିକାରୀ ଙ୍କ ପଖରେ ମୁଣ୍ଡ ନହିଁ ଯିବ। ଜଣେ ବୃଦ୍ଧଙ୍କ ମୃତ ଦେହ ବହୁଛନ୍ତି ଏ ଲେଡି ପୋଲିସ ।

ସେ କେମିତି ଜଣେ ମଣିଷ ଆମେ ତାଙ୍କ ଆଖିରେ କେବଳ କର୍ତ୍ତବ୍ୟ ର ଛବି ଦେଖିବା ପାଇଁ ପାଉଛୁ ,ଏ ମୃତ ବ୍ୟକ୍ତି ଙ୍କ ସବ ବୋହିଥିବା ମହିଳା ପୋଲିସ ଜଣକ ହେଉଛନ୍ତି ଶିରିସା।କଥା ରେ ଅଛି କୋଉଠି ମହିଳା ମନେ ସବ ଦାହ କରି ପାରିବେ ନାହିଁ କେବଳ ପୁରୁଷ ମାନଙ୍କର ଏ ଅଧିକାର ଅଛି କିନ୍ତୁ ଏହା କେମିତି କଥା ଜଣେ ବୃଦ୍ଧ ଙ୍କ ର ସବ ଦାହ କରିବା ପାଇଁ ଜଣେ ଭି ପୁରୁଷ ବ୍ୟକ୍ତି ବାହାରୁ ନାହାନ୍ତି କିନ୍ତୁ ଜଣେ ମହିଳା ଙ୍କୁ ଦେଖନ୍ତୁ ସେ ସାହସ ର ସହକାରେ ଆଗେଇ ଆସିଛନ୍ତି ଏ କାମ ପାଇଁ।

ଏ ଘଟଣା ଟି ଆନ୍ଦ୍ରପ୍ରଦେଶ ର ସିକାକୁଲମ୍ ଜିଲ୍ଲା ର ଜଣେ ଯୁବ ପୋଲିସ ଏସ ଆଇ । ଏ ଘଟଣା ଟି ସମ୍ପୂର୍ଣ ଏମିତି ଆନ୍ଦ୍ରପ୍ରଦେଶ ର ସିକକୁଲମ ଜିଲ୍ଲା ର ପୋଲାସା ପୌରପାଳିକା ର କସିବୁକା ଅଧୀନରେ ଥିବା ଅଦାମିକଟୁର ଗାଁ ପଖରେ ଗୋଟେ କ୍ଷେତରେ ଜଣେ ଅଜ୍ଞାତ ବୃଦ୍ଧ ବ୍ୟକ୍ତି ର ମୃତ ଦେହ ପଡିଥିବାର ଲୋକ ମାନେ ଦେଖିଥିଲେ ।ଏହା ପରେ ଲୋକ ମନେ ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ ,ପୋଲିସ ଏହା ଶୁଣି ତୁରନ୍ତ ଆସିଥିଲେ ।ସେଥିରେ ଏ ୟଙ୍ଗ ପୋଲିସ ସେରିଶା ମଧ୍ୟ ଥିଲେ ।

ତଦନ୍ତ ପରେ ଯାହା ଜଣା ପଡିଲା କି ସେ ମୃତ ବ୍ୟକ୍ତି ବୃଦ୍ଧ ଜଣଙ୍କୁ କେହି ଜାଣି ନାହାନ୍ତି ସେଥି ପାଇଁ କେହି ତାଙ୍କ ସବ ଦାହ କରୁନାହାନ୍ତି ।ପୋଲି ଜଣଙ୍କ ସମସ୍ତଙ୍କୁ ସବ ଦାହ କରିବା ପାଇଁ ମିନତି କରିବାରୁ କେହି ତାହା କରିବା ପାଇଁ ରାଜି ହେଲେ ନାହି ।ଶେଷ ରେ ୧-୨ଜଣଙ୍କୁ ନେଇ ସେହି କାମ ଟି ସେ ପୋଲିସ ଅଧିକାରୀ କରିଥିଲେ,ଯାହା ପାଇଁ ସେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।