Odia Vastu tips – ମହିଳାମାନେ ଏହି ଦିନ ଧୁଅନ୍ତୁନାହିଁ ନିଜର ( ବାଳ ) ଘରକୁ ଆସିବ ଦରିଦ୍ରତା

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ ।

ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।ଖାଲି ଏତିକି ନୁହେଁ ବରଂ ଜଣେ ବିବାହିତ ନାରୀ ବା ମହିଳା ଙ୍କର ନୀତି ଦିନିଆ ଛୋଟ କାର୍ଯ୍ୟ ରେ ମଧ୍ୟ ତାର ପରିବାର ର ସୁଖ ଶାନ୍ତି ଓ ଧନ ସମ୍ପତ୍ତି ର ଭାବ ଅଭାବ ନିର୍ଭର କରିଥାଏ।

ଏପରି କି ଜଣେ ବିବାହିତ ପୁରୁଷ ଙ୍କର ବଞ୍ଚିବା ର ଆୟୁଷ ମଧ୍ୟ ତାର ସ୍ତ୍ରୀ ଉପରେ ନିର୍ଭର କରିଥାଏ। ତେବେ ଆମେ ଆଜି ଆପଣଂକୁ ମହିଳା ମାନଙ୍କ ବିଷୟରେ ଏକ ଏପରି କଥା କହିବାକୁ ଯାଉଛୁ ଯାହାକି ଆପଣ ଙ୍କ ଘର ର ସୁଖ ଶାନ୍ତି କୁ ବଜାଇ ରଖିବା ରେ ସାହାଯ୍ୟ କରିବ।

ତେବେ ଆମେ ଆଜି ଆପଣଂକୁ ଜଣେଇବୁ ଯେ ଆମ ପୁରାଣ ଶାସ୍ତ୍ର ଅନୁସାରେ ମହିଳା ମାନେ ତଥା ବିବାହିତ ମହିଳା ମାନେ ମୁଣ୍ଡ ଧୋଇବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଗୋଟିଏ ସପ୍ତାହ ରେ କେବଳ ତିନୋଟି ବାର ରେ ମହିଳା ମାନେ ମୁଣ୍ଡ ଧୋଇବା ଉଚିତ ହୋଇଥାଏ ଓ ଏହା ମାନିବା ଦ୍ଵାରା ଘରେ ଧନ ସମ୍ପତ୍ତି ର ଆଗମନ ହୋଇଥାଏ ।ତେବେ ଆସନ୍ତୁ ଜାଣିବା କେବେ ମହିଳାମାନେ ମୁଣ୍ଡ ଧୋଇବା ଉଚିତ ଓ କେବେ ଅନୁଚିତ:-

୧.ଆମର ଶାସ୍ତ୍ର ଅନୁସାରେ ମଙ୍ଗଳବାର ,ଗୁରୁବାର, ଶନିବାର ଓ ସମବାର ଦିନ ବିବାହିତ ମହିଳାମାନେ ମୁଣ୍ଡ ଧୋଇବା ଉଚିତ ହୋଇନଥାଏ। ଏହି ଦିନ ମାନଙ୍କରେ ମୁଣ୍ଡ ଧୋଇବା ଦ୍ବାରା ଘରେ ଅଶାନ୍ତି ଦେଖାଦେଇଥାଏ ଏବଂ ସ୍ଵାମୀ ଙ୍କର ଆୟୁଷ ହାନି ମଧ୍ୟ ହୋଇଥାଏ।

୨.ପୁରାଣ ଶାସ୍ତ୍ର ଅନୁସାରେ ମହିଳା ମାନେ ଆମବାସ୍ୟା ଏବଂ ପୂର୍ଣ୍ଣିମା ଦିନ କେବେବି ମୁଣ୍ଡ ସଫା କରନ୍ତୁ ନାହିଁ ।ଏପରି କରିବା ଦ୍ୱାରା ଘର ଉପରକୁ ଘୋର ବିପଦ ଆସିଥାଏ ଏବଂ ଘରେ ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇନଥାଏ ।

୩.ସେହିପରି ମହିଳା ମାନେ କେବେବି ନିଜର ପିଲା ମାନଙ୍କ ର ଜନ୍ମ ବାର ରେ ମୁଣ୍ଡ ସଫା କରନ୍ତୁ ନାହିଁ ।ଏପରି କରିବା ଦ୍ଵାରା ଏହାର କୁପ୍ରଭାବ ଉଭୟ ପରିବାର ଓ ପିଲା ଉପରେ ପଡିଥାଏ। ପିଲାମାନଙ୍କର ଦେହ ଖରାପ ମଧ୍ୟ ହୋଇଥାଏ

୪.ଯଦି ଘରର ମହିଳା ମାନେ ଗୁରୁବାର ଦିନ ମୁଣ୍ଡ ସଫା କରିଥାନ୍ତି ତ ମାତା ଲକ୍ଷ୍ମୀ ସେହି ଘର ଛାଡି ଦିଅନ୍ତି । ଏବଂ ଘରକୁ ଦାରିଦ୍ର୍ୟତା ର ଆଗମନ ହୋଇଥାଏ।କିନ୍ତୁ ମାର୍ଗଶିର ମାସ ର ଗୁରୁବାର ଭୋର ମୁଣ୍ଡ ଧୋଇବା ଶୁଭ ଅଟେ ।

୫.ସେହିପରି ମଙ୍ଗଳବାର ଓ ଶନିବାର ଦିନ ମହିଳା ମାନେ ମୁଣ୍ଡ ସଫା କରିବା ଦ୍ବାରା ଘର କୁ ଦୁର୍ଭାଗ୍ୟ ଆସିଥାଏ। ଏବଂ ପୁରୁଷ ଙ୍କର ଆୟୁଷ ହାନି ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।