ବଡ ଖବର – ବିବାହ ସମୟ ରେ ଆଧାର ବିନା ବାହାଘର ମାନା , ଏହି ଖବରଟି ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ସରକାର ବହୁତ ପ୍ରକାର ନିୟମ ବନେଇଛନ୍ତି ।ଯାହା କି ସବୁ ଜନ ଜାତି ପାଇଁ ନିହାତି ଆବଶ୍ୟକୀୟ ।ସମସ୍ତଙ୍କ ପରିଚୟ ସରକାର ପାଖରେ ସଠିକ ଭାବରେ ପଞ୍ଜିକରଣ ହୋଇ ରହିବ ପାଇଁ ସରକାର ଏମିତି ସବୁ ନିୟମ ମାନ କରୁଛନ୍ତି। ଯାହା ଫଳ ରେ ସମସ୍ତଙ୍କର ପରିଚୟ ସହ ନିଜର ମୋବାଇଲ ନମ୍ୱର୍ ,ଘର ଠିକଣା ,ବାପା , ମାଆ ଆଉ ନିଜର ସମସ୍ତ ବାୟଡାଟା ମଧ୍ୟ ଏହି ସବୁ ପରିଚୟ ପତ୍ର ରୁ ପାଇ ପାରିବୁ ।

ସରକାର ଙ୍କ ନିୟମ ଅନୁଯାଇ ସମସ୍ତ ଜନ୍ମ ଛଅ ବର୍ଷ ଠାରୁ ଶିଶୁ ଙ୍କ ଥୁ ଆରମ୍ଭ କରି ବଡ଼ ଲୋକ ପଯ୍ୟନ୍ତ ସମସ୍ତେ ନିଜର ନାମରେ ଆଧାର କାର୍ଡ କରିବେ । ଏବଂ ଏହା ମଧ୍ୟ କାର୍ଯ୍ୟ କରି ହଉଚି,ଏଇ ଆଧାର କାର୍ଡ ହଉଚି ନିଜ ପରିଚୟର ଗୋଟିଏ ସୂଚକ ।ସେମିତି ଭାବରେ ସରକାର ଆହୁରି ବହୁତ୍ କିଛି ନୂଆ ନିୟମ କରୁଛନ୍ତି ଯେମିତି ନିଜର ପାନ୍ କାର୍ଡ ସହ ଭୋଟର କାର୍ଡ,ଆହୁରି ବହୁତ୍ କିଛି ବନେଇବା ପାଇଁ ପଡିବ ।

ସେହିପରି ଆଧାର କାର୍ଡ ରେ ନିଜ ନାମ,ବୟସ ,ଘର ଠିକଣା,ପିତା ନାମ ,ମାତା ଙ୍କ ନାମ ,ସ୍ବାମୀ ନାମ ଆଦି ରହୁଚି।ସେହି ପରି ଭାବରେ ସରକାର ଏକ ଅନନ୍ୟ ନିୟମ କରିଛନ୍ତି କି ଆମର ଯଉ ବିବାହ ସମୟରେ ବର ଆଉ ବଢ଼ୁ ଥାଆନ୍ତି ସେମାନଙ୍କ ପାଇଁ ଗୋଟେ ଅନନ୍ୟ ନିୟମ ।ସେ ନିୟମ ଟି ହଉଚି ବର ଆଉ ବଧୂ ଉଭୟ ବିବାହ ପୂର୍ବରୁ ନିଜର ଆଧାର କାର୍ଡ ଲିଙ୍କ କରିବେ ।

ସରକାର ଙ୍କ ର ସମସ୍ତ ନିୟମ ପଛରେ କିଛି ନ କିଛି ମହତ୍ତ୍ଵ ପୂର୍ଣ୍ଣ ଆକାଂକ୍ଷା ରହିଛି ।ଏ ନିୟମ କରିବା ପଛରେ ମଧ୍ୟ କିଛି ନା କିଛି ମହତ୍ତ୍ଵ ପୂର୍ଣ୍ଣ କଥା ଟି ଥିବ।କଣ ରହିଛି ୟା ପଛରେ ରହସ୍ୟ ?କଣ ସରକାର ଙ୍କ ର ଏମିତି କରିବା ପଛରେ କିଛି ନୂଆ କାରଣ ରହିଛି କି ?ଚାଲନ୍ତୁ ୟା ବିଷୟରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ।

ଆମେ ତଥ୍ୟ ଅନୁଯାଇ ଯାହା ଶୁଣିବା ପାଇଁ ପାଉଛୁ କି ଗଞ୍ଜାମ ର ସବ୍ କଲେକ୍ଟର ଙ୍କ କହିବା ଅନୁସାରେ ସେଠାକାର ନିୟମ ଅନୁଯାଇ ସେଠାରେ ଯଉ ନୂତନ ବିବାହ କରୁଥିବା ଦମ୍ପତି ମାନେ ନିଜର ଆଧାର କାର୍ଡ ଲିଙ୍କ କରିବେ,ଯାହା ଫଳରେ ସେଇ ଝିଅ ଆଉ ପୁଅ ର ବୟସ ସଠିକ ଭାବରେ ଜାଣିହେବ ।ୟା ପଚାରେ ଥିବା ମହତ୍ ଉଦ୍ଦେଶ୍ୟ ହଉଚି କି ଯଉ ପିତା ଆଉ ମାତା ମାନେ ନିଜ ଝିଅ ର ବିବାହ ର ବୟସ ହବା ପୂର୍ବରୁ ବିବାହ କରି ଦେଉଛନ୍ତି ଆଧାର କାର୍ଡ ଲିଙ୍କ ଫଳରେ ଝିଅ ର ବୟସ ଠିକ୍ ଭବେ ଜଣା ପଡ଼ିଯିବ,ଆଉ ନାବାଳିକା ବିବାହ ହେବନାହିଁ ।

ଛୋଟ ଝିଅ ମାନଙ୍କର ବିବାହ କରିବା ପରେ ସେଇ ଝିଅ ମାନଙ୍କର ବହୁତ୍ କିଛି କ୍ଷତି ଘଟୁଛି , ତା ସହ ସେଇ ଝିଅ ମାନଙ୍କର ପାଠ ପଢା ,ନିଜର ଶରୀର ରେ ରୋଗ ତିଆରି ହଉଚି । କମ୍ ବୟସରୁ ସେମାନେ ଦୁର୍ବଳ ହାଇଯାଉଛନ୍ତି,ଆଉ ଆମେ ସମସ୍ତେ ଜାଣିଚୁ ବାଲ୍ୟ ବିବାହ କରିବା ଫଳରେ ବହୁତ୍ କିଛି ଅସୁବିଧା ଘଟିଥାଏ ତା ଫଳରେ ତାର କୁ ପ୍ରଭାବ ସେ ବର ,ବଧୂ ଆଉ ତାଙ୍କ ପରିବାର ବର୍ଗ ଙ୍କ ଉପରେ ପଡୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।