ଢଗ ଢମାଳି ପ୍ରଶ୍ନ – ଗୋଟିଏ ଗଛରେ ଗୋଟିଏ ଫୁଲ ପରିବାରରେ ତାକୁ ଖାଅ ଦାଆ,କୁଟରୀରେ ତା ବେକ କାଟ ? ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣନ୍ତି ନାହିଁ ।

0

ଆଜିର ଅଧ୍ୟାୟରେ ରହିଛି କିଛି ଜିକେ ପ୍ରଶ୍ନ ଗୁଡିକ । ଯାହା ଆପଣଙ୍କୁ ଅନେକ କମ୍ପିଟେଟିଭ ପରିକ୍ଷାରେ ସାହାର୍ଯ୍ୟ କରିପାରେ । ଚାଲନ୍ତୁ ଜାଣିବା କଣ ରହିଛି ପ୍ରଶ୍ନ ଗଡିକ ।
ପ୍ରଶ୍ନ ନମ୍ୱର -1 କିଏ ଚାଲିଥାଏ ହେଲେ ଥକି ପଡିଲେ, ବେକ କାଟ ହୁଏ ପୁଣି ଯାଇ ଚାଲେ ?
ଉତ୍ତର – ପେନସିଲ ।


ପ୍ରଶ୍ନ ନମ୍ୱର – 2 କାହାକୁ ନ ଧରି ଭାଙ୍ଗି ହୁଏ ?
ଉତ୍ତର – ପ୍ରତିଜ୍ଞା ।

ପ୍ରଶ୍ନ ନମ୍ୱର – 3 ଓଡିଶାର କେଉଁ ମନ୍ଦିରର ଛାଇ ଭୂମିରେ ପଡେ ନାହିଁ ?
ଉତ୍ତର – ଶ୍ରୀମନ୍ଦିର ପୁରି ।

ପ୍ରଶ୍ନ ନମ୍ୱର – 4 ଗୋଟିଏ ଗଛର ଗୋଟିଏ ଫୁଲ ପରିବରରେ ତାକୁ ଖାଅ ଦାଆ, କୁଟରୀରେ ତା ବେକ କାଟ ?
ଉତ୍ତର – ଫୁଲ କୋବି ।

ପ୍ରଶ୍ନ ନମ୍ୱର – 5 କେଉଁ ପକ୍ଷୀ ମଲା ପ୍ରାଣୀର ମାଂସ ଖାଇଥାଏ ?
ଉତ୍ତର – ଶାଗୁଣା ।

ପ୍ରଶ୍ନ ନମ୍ୱର – 6 କେଉଁ ଦେଶ ସର୍ବ ପ୍ରଥମେ କମ୍ପ୍ୟୁଟର ଭାଇରସ ବନାଇ ଥିଲା ?
ଉତ୍ତର – ପାକିସ୍ତାନ ।

ପ୍ରଶ୍ନ ନମ୍ୱର – 7 ମଶାର କେତୋଟି ଦାନ୍ତ ଅଛି ?
ଉତ୍ତର – 47 ଟି ।


ପ୍ରଶ୍ନ ନମ୍ୱର – 8 କେଉଁ ଜୀବର ହାଡ ଅଧିକ ମଜବୁତ୍ ହୋଇଥାଏ ?
ଉତ୍ତର – ବାଘ ।

ପ୍ରଶ୍ନ ନମ୍ୱର – 9 ମଶାର କେତୋଟି ଗୋଡ ଅଛି ?
ଉତ୍ତର – 6ଟି ।

ପ୍ରଶ୍ନ ନମ୍ୱର – 10 କେଉଁ ଜୀବ ଅଛି ଯିଏ ନଖାଇ ମଧ୍ୟ ତିନି ଦିନ ପର୍ଯ୍ୟନ୍ତ ରହିଥାଏ ?
ଉତ୍ତର- ବିଲେଇ ।


ପ୍ରଶ୍ନ ନମ୍ୱର – 11 କେଉଁ ଦେଶ ଅଛି ଯାହାକି ଭ୍ୟାଲେଣ୍ଟାଇନ ଡେ କେବଳ ପୁରୁଷମାନେ ହିଁ ପାଳନ କରିଥାନ୍ତି ?
ଉତ୍ତର – ଜାପାନ ।

ପ୍ରଶ୍ନ ନମ୍ୱର – 12 କେଉଁ ଦେଶରେ ଅଧିକ ଭ୍ୟାଲେଣ୍ଟାଇନ ଡେ ପାଳନ କରାଯାଏ ?
ଉତ୍ତର – ଆମେରିକା ।

ପ୍ରଶ୍ନ ନମ୍ୱର – 13 ଘୁଷୁରୀ କେଉଁ ଦେଶରେ ସବୁଠୁ ଅଧିକ ଅଛନ୍ତି ?
ଉତ୍ତର – ଚୀନ ।

ପ୍ରଶ୍ନ ନମ୍ୱର – 14 ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ତ୍ରୀ କେବେବି ନିଜ ସ୍ୱାମୀଙ୍କୁ ଦେଇନଥାଏ ?
ଉତ୍ତର – କାନ୍ଧ ।

ପ୍ରଶ୍ନ ନମ୍ୱର – 15 ସିଂହର ଗର୍ଭକାଳ କେତେ ଦିନର ହୋଇଥାଏ ?
ଉତ୍ତର- 105 ରୁ 115 ପର୍ଯ୍ୟନ୍ତ ।

ପ୍ରଶ୍ନ ନମ୍ୱର – 16 ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ହାତରେ ଅଠା ?
ଉତ୍ତର – ପଣସ ।

ପ୍ରଶ୍ନ ନମ୍ୱର – 17 ଆସିଲା ବଡ ଚଢେଇ, ବସିଲା ଡେଣା ମେଲାଇ, ଧଇଲା ମାଛ ଖାଇଲା ନାହିଁ ?
ଉତ୍ତର – ଜାଲ ।


ପ୍ରଶ୍ନ ନମ୍ୱର – 18 କହିଲ ଦେଖି କେଉଁ ଫଳର ଆଖି ତିନୋଟି ?
ଉତ୍ତର – ନଡିଆ ।

ପ୍ରଶ୍ନ ନମ୍ୱର -19 ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ?
ଉତ୍ତର – ସୂର୍ଯ୍ୟ ଏବଂ ଚନ୍ଦ୍ର ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।