ପୁଣି ଫେବୃଆରୀ ୬ରେ କୃଷକ ମାନଙ୍କ ପାଇଁ ଭାରତ ବନ୍ଦ ଡାକରା , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ …

0

ଆମେ ଗୋଟିଏ କଥା ନିହାତି ଜାଣିଥିବୁ କି ଜନଜାତି କଣ ପାଇଁ ଆନ୍ଦୋଳନ କରନ୍ତି ।କଥାରେ ଅଛି ଜନଜାତି ତାତୀଲେ ସମସ୍ତ ଅସମ୍ଭବ କାମ କୁ ସମ୍ଭବ କରନ୍ତି ,ହଁ ଏହା ମଧ୍ୟ ସତ ଯେତେବେଳେ କୌଣସି କାମ ପାଇଁ ଯେତେବେଳେ ଜଣା ଜାତି ସରକାର ଙ୍କ ପାଖରେ ଭଲରେ କହିବା ପରେ ତାର ସଠିକ ପଦକ୍ଷେପ ନିଆ ନ ଯାଇଥାଏ ସେଇ ସ୍ଥାନ ରେ ସମସ୍ତେ ଜଣା ଜାତି ମିଶି ନିଜର କାମ କୁ ସଠିକ୍ କରିବା ପାଇଁ ଜଣା ଜାଗରଣ କରିଥାନ୍ତି ,

ତାହା ଯେପରି ହଉନା କାହିଁକି ।ଲୋକ ମାନେ ନିଜର ଏଇ ସବୁ କାମ ପାଇଁ କେତେବେଳେ ସରକାର ଙ୍କ ଅଫିସ ଅଗରେ ରାଲି କରିଥାନ୍ତି ,ତ କେତେବେଳେ ରାସ୍ତା ରୋକ୍ କରିଥାନ୍ତି ,ତ ଆଉ କେତେବେଳେ ଓଡ଼ିଶା ହଉ କି ଭାରତ ସମ୍ପୂର୍ଣ ବନ୍ଦ କରିଦେଇଛନ୍ତି ।ଯାହା ଫଳରେ ସରକାର କିଛି ଗୋଟେ କରିବା ପାଇଁ ବାଧ୍ୟ ହଇ ଯାଆନ୍ତି ।ଯଦି ସରକାର ଙ୍କ ନିକଟରୁ କିଛି ଭି ପଦକ୍ଷେପ ନ ମିଳେ ତ ଲୋକ ମାନେ ଟାୟାର ମଧ୍ୟ ଜାଳନ୍ତି ।ଆମର ଏପରି କହିବାର କାରଣ କଣ ?ଏ ସବୁ କହିବା ପଚାରେ କଣ କିଛି ଉଦ୍ଦେଶ୍ୟ ରହିଛି ?କଣ ଭାରତ ବନ୍ଦ ହଉଚି କି ?

ହଁ ଏ ସବୁ କହିବା ପଛରେ କାରଣ ରହିଛି।ଦୀର୍ଘ କାଳ ଧରି ଦିଲ୍ଲୀ ସେନା ରେ ବିଖେଭ ପ୍ରଦର୍ଶନ କରୁଥିବା ଚାଷୀ ମାନେ ପୁଣି ୬ ଫେବୃଆରୀ ରେ ଭାରତ ବନ୍ଦ କରିବେ ।ସୋମବାର ଚାଷୀ ଙ୍କ ସଂଯୁକ୍ତା ମୂର୍ଚ୍ଛା ବୈଠକ ରେ ସହମତି ପରେ ଭାରତୀୟ କିସାନ ୟୁନିଅନ ଦଳର ନେତା ବଳବିରାଇଂ ରାଜୀବ ୱାଲ୍ ଏବେ ଘୋଷଣା କରିଛନ୍ତି ୬ ଫେବୃଆରୀ ରେ ଭାରତ ବନ୍ଦ ରହିବ ଏବଂ ଚାଷୀ ମନେ ଘୋଷଣା କରିଛନ୍ତି କି ଦିନ ୧୨ ଟା ରୁ ଦିନ ୩ ଟା ଯାଏ ଟ୍ରାଫିକ ରୋକିବେ ,

ୟା ପୂର୍ବରୁ ମଧ୍ୟ ଚାଷୀ ମାନେ ୮ ଡିସେମ୍ବର ରେ ଭାରତ ବନ୍ଦ ଘୋଷଣା କରିଥିଲେ ।ଏହାର ପ୍ରଭାବ ଦେଶ ରେ ଅନେକ ରାଜ୍ୟ ରେ ଦେଖିବା ପାଇଁ ମିଳିଥିଲା । ୩୦ ଜାନୁଆରୀ ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ରେ ଚାଷୀ ମାନେ ଉପବାସ ରଖିଥିଲେ । ୨୭ ଜାନୁଆରୀ ସାଧାରଣ ତନ୍ତ୍ର ଦିବସରେ ଚାଷୀ ମାନେ ଦିଲ୍ଲୀ ରେ ଟ୍ରାକ୍ଟର ରାଲି କରିଥିଲେ ।

ଏଇ ତିନିଟି ଯାକ କୃଷି ଆଇନ ପ୍ରତ୍ୟାର ପାଇଁ ଚାଷୀ ମନେ ଓଡ଼ି ବସିଛନ୍ତି ।ସରକାର ଙ୍କ ସହିତ କୃଷକ ନେତା ନକର ୧୧ ଥର କଥା ବାର୍ତ୍ତା ହେଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।ଏହା କରିବାର କାରଣ ଗାଜିପୂର୍ ବଦର୍ ରେ ଲାଗିଲା ୧୨ ସ୍ତରୀୟ ବ୍ୟରିକେଡ । ନୋଏଡ ସେକ୍ଟର ୬୨ ରୁ ଅକ୍ଷର ଧାମ ମନ୍ଦିରକୁ ସମ୍ପୂର୍ଣ ରାସ୍ତା ବନ୍ଦ ରହିବ।ସେଥି ପାଇଁ। ଜାତୀୟ ରାଜପଥ ଉପରେ ପାଚେରୀ ଠିଆ କଲା ଦିଲ୍ଲୀ ପୋଲିସ୍ ।ଏ ଆନ୍ଦୋଳନ କୁ ଦେଖି ଦିଲ୍ଲୀ ପୋଲିସ ସମସ୍ତ ନିୟମ ମାନ କଡ଼ା କଡି ଭାବରେ ତଦାରଖ କରିବେ ।ଯାହା ଫଳରେ ଯେମିତି କାହାରି କିଛି କ୍ଷତି ନ ଘଟିବ ,ୟା ପ୍ରତି ସମ୍ପୂର୍ଣ ନଜର ଦେବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।