ଦେଖନ୍ତୁ Live ଭିଡିଓ ଭାଇରାଲ ହେଲା ଆଦିତ୍ୟଙ୍କ ବାପା ଓ ମା ଏତେଦିନ ପରେ ଖୋଲିଲେ ସମସ୍ତ ଗୁମର କହିଲେ ପୁଅ ମୃତ୍ୟୁ ପାଇଁ ବୋହୁ ହିଁ 1 ନମ୍ବର ଦୋଷୀ

0

ଅନେକ ଘଟଣା ଘଟୁଛି ଦୁନିଆ ରେ । କିଛି ଭଲ ଓ କିଛି ମନ୍ଦ। କେତେବଳେ କାହାର ମୃତ୍ୟୁ ଖବର ମିଳୁଛି ତ କେତେେଳେ ଖୁସି ର ଖବର। ପ୍ରତିଦିନ ଖବର ସହିତ ଜଡ଼ିତ ରହିଛି ସାରା ଦୁନିଆ। ତେବେ ନିକଟ ରେ ଆଦିତ୍ୟ ଙ୍କ ମୃତ୍ୟୁ ଘଟି ଥିଲା । ମନପ୍ରେମି ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ସାରା ଦେଶ ରେ ଶୋକ ଖେଲାଇ ଥିଲା। ତେବେ ଆଜି ତାହାର ଏକ ବଡ଼ ଖୁଲାସା ହୋଇଛି।ମାନବ ପ୍ରେମୀ ଆଦିତ୍ୟ ବିଦ୍ୟଶ୍ରୀ ଙ୍କୁ ବିବାହ କରିଥିଲେ।

ସମାଜ ରେ ହିତ ପାଇଁ ବିଭିନ୍ନ ଭିଡିଓ କରୁଥିଲେ। ସୋସିଆଲ ମିଡ଼ିଆରେ ସେ ବେଶ୍ ନାମ କରିଥିଲେ, ହେଲେ ଏଭଳି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ସମସ୍ତଙ୍କୁ ସନ୍ଦେହ ଭିତରକୁ ଠେଲି ଦେଇଥିଲା। ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ମୃତ୍ୟୁ ବେଳକୁ ବିଦ୍ୟାଷ୍ରୀ ମାଷ୍ଟର କେଣ୍ଟିନ କଣ ପାଇଁ ଯାଇଥିଲେ ମୃତ୍ୟୁ ପଛରେ ବିଦ୍ୟାସ୍ରୀ ଙ୍କ ହାତ ରହିନି ତ ତାର ତଦନ୍ତ କରୁଛି ପୋଲିସ୍। ମାନବ ପ୍ରେମୀ ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ ପରିବାର ର ସଙ୍ଗୀନ ଅଭିଯୋଗ,

ଆଦିତ୍ୟ ଙ୍କ ବାପା କହିଲେ ବୋହୂ ହେଉଛି ଏକ ନଂ ଦୋଷୀ, ଆଦିତ୍ୟ ଙ୍କ ମୃତ୍ୟୁ ପଛରେ ବିଦ୍ୟାଶ୍ରୀ ଙ୍କ ହାତ ରହିଛି। ମୃତ୍ୟୁ ପୂର୍ବରୁ ସେ ମାଷ୍ଟର କେଣ୍ଟି ନ ଯାଇଥିଲେ,କାରଣ ଆଦିତ୍ୟ ଙ୍କ ମୃତ୍ୟୁ ଖବର ସେ ହିଁ ପ୍ରଥମେ ଜାଣିଥିଲେ ତେଣୁ ଏହାର ପର୍ଦା ଫାସ୍ ହୋଇନି। ବାରମ୍ବାର କ୍ରାଇମ୍ ବ୍ରାଞ୍ଚ କୁ କୁହାଯାଇ ଥିଲେ ମଧ୍ୟ ଏହା ତଦନ୍ତ କରି ନାହିଁ। ତେବେ ଆଦିତ୍ୟ ଙ୍କ ମୃତ୍ୟୁ ପଛରେ ବଡ଼ ବଡ଼ ଲୋକ ଙ୍କ ହାତ ଅଛି ବୋଲ ଆଦିତ୍ୟ ଙ୍କ ବାପା ମତ ରଖିଛନ୍ତି।

ପରେ ତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ପୌର ନିର୍ବାଚନ ପାଇଁ ଆଦିତ୍ୟ ଲଡୁଥିଲେ,ତେଣୁ ରାଜନୈତିକ ଶତ୍ରୁ କାରଣ ରୁ ହତ୍ୟା କରା ଯାଇଥିବ ବୋଲି ତାଙ୍କ ମାଆ ପଦ୍ମାଳୟା ଅଭିଯୋଗ କରିଛନ୍ତି। ଆଦିତ୍ୟ ଙ୍କ ବାପା କହିବା ଅନୁଯାୟୀ ମୃତ୍ୟୁ ପୂର୍ବରୁ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଝଗଡ଼ା ହୋଇଥିଲା । ରାଗରେ ବୋହୂ ମାଷ୍ଟର କେଣ୍ଟିନ ପଳାଇଥିଲେ,ହେଲେ ଫୋନ୍ କରିବା ପରେ ମଧ୍ୟ ଆସି ନଥିଲେ।

ମାଆ ପଦ୍ମାଳୟା ନିଜ ପୁଅ କୁ ହରାଇବା ପରେ ଭାଙ୍ଗି ପଡିଛନ୍ତି। କୋରୋନା ଭଳି ମହାମାରୀ ସମୟରେ ଘରେ ଘରେ ରସେନ୍ ପତ୍ର ଯୋଗାଉଥିଲେ ଆଦିତ୍ୟ।ରାଜନୀତି ଲାଗି ଅନେକ ଶତ୍ରୁ ଥାଇ ପାରନ୍ତି। ଆଦିତ୍ୟ ଙ୍କ ମୃତ୍ୟୁ ର ତଦନ୍ତ ସଠିକ୍ ଭାବରେ କରି ନାହିଁ ବୋଲି ଆଦିତ୍ୟ ଙ୍କ ଓକିଲ କହିଛନ୍ତି।

ତେବେ ମୃତ ଦେହ ଉଦ୍ଧାର ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ପୋଷ୍ଟ ମଟଅମ୍ ହୋଇ ନଥିଲା। ସକାଳ ୭ ଟା ରେ ମୃତ ଦେହ ଉଦ୍ଧାର କରା ଯାଇଥିଲା ମାତ୍ର ତଦନ୍ତ ରିପୋର୍ଟ ରେ କୁହା ଯାଇଛି ଦିନ ୨ ଟା ରେ ।୩ ଜଣ ସାକ୍ଷୀ ଙ୍କ ଉପସ୍ଥିତି ରେ ମୃତ ଦେହ ଉଦ୍ଧାର ହୋଇ ଥିବା ବେଳେ ଦୁଇ ଜଣଙ୍କ ଦସ୍ତଖତ ରହିଛି। ଆସନ୍ତା ୨୬ ତାରିଖ ସୁଦ୍ଧା ସତ୍ୟ ପାଠ ଆକାରରେ ଏ ସବୁ ତଥ୍ୟ ଦାଖଲ କରିବାକୁ ହାଇ କୋର୍ଟ ର ନିର୍ଦ୍ଦେଶ। ଏହା ପରେ ସିବିଆଇ ର ତଦନ୍ତ ନେଇ ନିଷ୍ପତ୍ତି ଶୁଣାଇବା କୋର୍ଟ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।