ନବୀନ ପଟ୍ଟନାୟକଙ୍କ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ, ୯୯% ଲୋକ ଉତ୍ତର ଦେବାରେ ଫେଲ୍

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି,

ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ। ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି।

ଆଉ ସମାଜ ରେ ଦେଶ ରେ ପ୍ରତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ, ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ।ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କରେ ଏମିତି ଅନେକ ତଥ୍ୟ ରହିଛି।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର।

୧-ନବୀନ ପଟ୍ଟନାୟକଙ୍କ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ?

ଉତ୍ତର:- ହେମାନନ୍ଦ ବିଶ୍ବାଳ

୨–ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ?
ଉତ୍ତର:-5 ବର୍ଷ

୩-ପ୍ରଥିବୀର ସବୁଠାରୁ ଛୋଟ ଦେଶ ଟିର ନାମ କଣ ?
ଉତ୍ତର. ଭାଟିକାନ ସିଟି

୪–କୌଣସି ରାଜ୍ୟରେ ସର୍ବାଧିକ ରାଷ୍ଟ୍ରପତି ଶାସନ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବା ର ବ୍ୟବସ୍ଥା ରହିଛି ?
ଉତ୍ତର. 3 ବର୍ଷ

୫–ପ୍ରଥମ ବିଶ୍ୱ ଯୁଦ୍ଧ କେବେ ହୋଇ ଥିଲା ?
ଉତ୍ତର. 1914

୬–ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?
ଉତ୍ତର – ବର୍ଷା

୭–ଏମିତି କେଉଁ ଜିନିଷ ଯାହା ବଡେ କେବେ କମେ ନାହି୍ଁ ?
ଉତ୍ତର – ଉଚ୍ଚତା,ବୟସ

୮-ଆଣବିକ ଗବେଷଣା ପ୍ରତିଷ୍ଠାନ ସାହା ଇନଷ୍ଟିଚୁଡ଼ ଅଫ ନିଉ କ୍ଲିୟର ଫିଜି କେଉଁ ଥରେ ଅବସ୍ଥିତ ?
ଉତ୍ତର. କୋଲକାତା

୯-ଡ଼ିଲୱାଡ଼l ରେ ଜୈନ ମନ୍ଦିର କେଉଁ ଥରେ ଅବସ୍ଥିତ ?
ଉତ୍ତର. ମାଉଣ୍ଟ ଆବୁ, ରାଜସ୍ଥାନ

୧୦-ଦେବୀ ଅହଲ୍ୟା ବାଇ ବିମାନ ବନ୍ଦର ଟି କେଉଁ ଠାରେ ଅବସ୍ଥିତ ?
ଉତ୍ତର. ଇନ୍ଦୋର, ମଧ୍ୟପ୍ରଦେଶ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।