ଅଦା ଓ ରସୁଣ ସାହାଯ୍ୟ ରେ ପ୍ରସ୍ତୁତ କରନ୍ତୁ ଏହି ରିମେଡି ମାତ୍ର ଗୋଟିଏ ସପ୍ତାହ ରେ ଆପଣ ଙ୍କର କେଶ ଲମ୍ବା, ଘନ ଓ ସୁନ୍ଦର ହୋଇଯିବ…

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ।

ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି । ତେବେ ବର୍ତ୍ତମାନ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି ଲୋକଙ୍କ ପାଇଁ ।ଏବଂ ଏହି କେଶ ଝଡ଼ିବା କୁ ରୋକିବା ପାଇଁ ବହୁତ ପ୍ରକାରର କସମେଟିକ ଜିନିଷ ବ୍ୟବହାର କରିଥାଉ ଏବଂ ଫେସନ ପଲର ର ସାହାଯ୍ୟ ମଧ୍ୟ ନେଇଥାଉ ।

ଏହିପରି ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ ।କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା କରିବା ଦ୍ବାରା ଆପଣ ନିଜର ଝଦୁଯାଇଥିବା କେଶ କୁ ଫେରିପାଇବେ ସହ କେଶ ସୁନ୍ଦର ଘନ ଓ ମଜବୁତ ହୋଇଥାଏ ।ତେବେ ଆସନ୍ତୁ ଜଣିବା ଉପୟା ଟି ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ଏହି ଘରୋଇ ରିମେଡି ଟୀକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ ।ଏବଂ ଏଥିରେ ଆବଶ୍ୟକ ସାମଗ୍ରୀ ଆପଣ ନିଜ ଘରେ ପାଇଁ ପାରିବେ ।ସେଗୁଡିକ ହେଉଛି
୧.ଅଦା
୨.ରସୁଣ

କିପରି ପ୍ରସ୍ତୁତ କରିବେ:-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ରସୁଣ ର ୫-୬ ଟି ଗୋଲା ନିଅନ୍ତୁ ଏବଂ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।ସେହି ପରି ୫୦ ଗ୍ରାମ ଅଦା ନିଅନ୍ତୁ ଏବଂ ଅଦା କୁ ପେଷ୍ଟ କରି ଏକ ଛଣା ସାହାଯ୍ୟ ରେ ଅଦା ରସ ବାହାର କରନ୍ତୁ। ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ଅଦା ରସ ସହ ରସୁଣ ପେଷ୍ଟ କୁ ମିଶାଇ ନିଅନ୍ତୁ ଏବଂ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇଯାଇଛି।

ବ୍ୟବହାର କରିବେ କିପରି:-

ଏହି ରିମେଡି ଟୀକୁ ଆପଣ ମୁଣ୍ଡ ଧୋଇବା ତଥା କେଶ ଧୋଇବା ପୂର୍ବରୁ ବ୍ୟବହାର କରିବେ।ଏହି ରିମେଡି ଟୀକୁ କେଶ ର ମୂଳ ରେ ମାସାଜ କରିବା ପରି ଭଲ ଭାବରେ ଲଗାନ୍ତୁ ।ଏବଂ ୨୫-୩୦ ମିନିଟ ପର୍ଯ୍ୟନ୍ତ ଛାଡି ନିଅନ୍ତୁ ।ଏବଂ ପରେ ଆପଣ ବ୍ୟବହାର କରୁଥିବା ସାମ୍ପୁ ଦ୍ଵାରା କେଶ ଧୋଇନିଅନ୍ତୁ।ଏହି ପରି ଗୋଟିଏ ସପ୍ତାହ ରେ ଥରେ ମାତ୍ର ପ୍ରୟୋଗ କରନ୍ତୁ।ମାତ୍ର ଗୋଟିଏ ମାସ ମଧ୍ୟରେ କେଶ ଘନ , ଲମ୍ବା ଓ କଳା ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।