ପୁଣି ସାମ୍ନାକୁ ଆସିଲା ମାଳିକା ର ଭବିଷ୍ୟବାଣୀ କଳିଯୁଗ ର ଭଗବାନ ଗୋଟିଏ ନୂଆ ରୂପ ଧରି ଆସିଛନ୍ତି ଜାଣିନ୍ତୁ କଳିଯୁଗ ର କିଛି ନିରାଟ ସତ୍ୟ ଘଟଣା….

0

ଆମେ ଜାଣିବା ଅନୁସାରେ ଯୁଗ ହଉଚି ଚାରୋଟି ।ସମସ୍ତ ଯୁଗ ଯୁଗରେ ଭଗବାନ ଙ୍କ ର ବିଭିନ୍ନ ରୂପ ଦେଖିବା ପାଇଁ ମିଳିଛି ,କିନ୍ତୁ ଏହା ହଉଚି କଳି ଯୁଗ ।ଏ ଯୁଗ ରେ ସମସ୍ତେ ପାପ ,ଅନ୍ୟାୟ ,ଅଧର୍ମ ,ବିଶାଳ ରେ ଜୀବନ ଅତିବାହିତ କରୁଛନ୍ତି । ଆମେ ସମସ୍ତେ ଗୀତା ରେ ଗୋଟିଏ କୋଠା ପଢ଼ିଚୁ ଯେତେବେଳେ ଆମେ ଏଇ ପୃଥିବୀ ରେ ପାପ ର ଭାର ବଢିଯିବ ଆଉ ଧର୍ମ କମି କମି ଚାଲିବା ସେତେବେଳେ ସ୍ଵୟଂ ଭଗବାନ ମଣିଷ ଜନ୍ମ ନେଇ ଆସିବେ ପାପି ମାନଙ୍କର ଧ୍ଵଂସ କରିବା ପାଇଁ।

ସେହି ସମୟରେ ପ୍ରଭୁ ମଣିଷ ରୂପ ଧରି ଆସିବେ ଆଉ ଧର୍ମ ର ସଂସ୍ଥାପନ କରିବେ ଆଉ ଅଧର୍ମକୁ ବିନାଶ କରିବେ । ଏସବୁ କୋଠା ଗୀତ ସହ ମଧ୍ୟ ରାମଚରିତ ମାନସ ରେ ଗୋଚୋରି ସ୍ବାମୀ ବର୍ଣ୍ଣନା କରିଛନ୍ତି ।ହଁ ଏହା ମଧ୍ୟ ସତ୍ୟ ଯେତେବେଳେ ସାଧୁ ସନ୍ଥ ମାନଙ୍କୁ ବିପତି ପୋଡେ ଓ କଷ୍ଟ ପଡ଼େ ।ସେତେବେଳେ ଧର୍ମ ର ଶେଷ ହୋଇ ଯାଇଥାଏ ତାକୁ ସଂସ୍ଥାପନ କରିବା ପାଇଁ ଭଗବାନ ମଧ୍ୟ ଆସିଥାନ୍ତି ।

ନିଜେ ସାଧୁ ସନ୍ଥ ମାନେ କେତେବେଳେ କଣ ବୈଷ୍ଣବ ରୂପ ନେଇ ଆସନ୍ତି ତ କେତେବେଳେ ଦେବତା ରୂପ ନେଇ ଆସନ୍ତି ତାହା କବି ଜଗନ୍ନାଥ ଦାସ କହିଛନ୍ତି । କଳି ଯୁଗ ରେ ଭଗବାନ ବୈଷ୍ଣବ ରୂପ ନେଇ ଆସନ୍ତି ଆଉ ଲୋକ ମାନଙ୍କୁ ଚିତା ଚୈତନ୍ୟ ଦେଇ ତାଙ୍କ ଲୀଳା ଖେଳ କରି ଫେରନ୍ତି ନିଜର ସେଇ ପୁଣ୍ୟ ଧାମ କୁ ।

ଶ୍ରୀ ଚୈତନ୍ୟ ଭଗବାନ ଆଉ ଠାକୁର ଅଭିରାମ ପରମ ହଂସ ମଧ୍ୟ ଆସିଥିଲେ ସେହିପରି ଆଉ ଜଣେ ଭଗବାନ ନର ରୂପ ଧରି ଆସିଥିଲେ ଆଉ ସେ ନିଜର ଲୀଳା ଖେଳା କରିଚଳି ଗଲେନି। ଆଜି ଆମେ ତାଙ୍କ ବିଷୟରେ କିଛି କହିବୁ ଆଉ ବର୍ଣ୍ଣନା ମଧ୍ୟ କରିବୁ ।ସେ କଉ ଦେବତା !ସେ କେବେ ଆସିଥିଲେ ! ତାଙ୍କ ନାମ କଣ ! ସେ କଉ ସ୍ଥାନ ରେ ଉପସ୍ଥାପନ କରିଥିଲେ !

ସେ ହେଉଛନ୍ତି ଗୁରୁ ସ୍ବାମୀ ଠାକୁର କେଶବ ।ଆମେ ଠାକୁର ଙ୍କ ବିଷୟରେ କଣ ବର୍ଣ୍ଣନା କରିବା ।ଆପଣ ମାନେ ଜାଣିଥିବେ ଠାକୁର ହେଉଛନ୍ତି ନିରାକାର ତାଙ୍କୁ ମାପି ହେବ ନାହିଁ ।ତାଙ୍କ ଅବସ୍ଥିତିକୁ ମଧ୍ୟ ଜାଣିହେବ ନାହିଁ,କିନ୍ତୁ ଠାକୁର କେଶବ ଚନ୍ଦ୍ର ଙ୍କ ବିଷୟରେ ମୋହ ଗୁପ୍ତ ପଦ୍ମ କଳ୍ପ ରେ କହୁଛନ୍ତି ସରସ୍ଵତୀ ନଦୀ ନିକଟରେ ସ୍ଵୟଂ ନାରାୟଣ ଲୀଳା କରିବେ ତାଙ୍କ ଲୀଳା ଅଗୋରେ ସମସ୍ତ କାର୍ଯ୍ୟ ଫିକା ଲାଗିବ ।ଭାଗବତ ଅନୁସାରେ ଭଗବାନ ଯାଏ ଏ ଦୁନିଆରେ ପଦାର୍ପଣ କରୁଛନ୍ତି ସେତେବେଳେ ଯାଏ କେହି କିଛି ଭି କରିପାରିବେ ନାହିଁ ଏ ଜଗତର ।

ଭଗବାନ ଙ୍କ ର ଆଗମନ ରେ ସମସ୍ତ ବିଶ୍ଵ ଲୋପ ପାଇଯିବ ,ଅଧର୍ମ ବଢ଼ି ଚାଲିଥିବ କେହି କିଛି କରିପାରୁ ନ ଥିବେ । କେତେ ବେଳେ ଭଗବାନ ନାରାୟଣ ରୂପରେ ଆସୁଛନ୍ତି ତ କେତେବେଳେ ଠାକୁର ଅନୁକୂଳ ଚନ୍ଦ୍ର ଭାବରେ ଆସୁଛନ୍ତି ତ କେତେବେଳେ ପରମହଂସ ରୂପରେ ଆସୁଛନ୍ତି ।ତାଙ୍କ ରୂପ ନିରାକାର ସେ କୌଣସି ରୂପରେ ମଧ୍ୟ ଆସିପାରନ୍ତି,କିନ୍ତୁ ଭକ୍ତ ମନେ ତାଙ୍କୁ ଜାଣି ପାରୁନାହାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।