ପୁଣି ସାମ୍ନାକୁ ଆସିଲା ଲଜ୍ୟା ଜନକ ଭିଡ଼ିଓ ! ସନ୍ତରଣ ଶିଖାଇବା ନାଁରେ ନାବାଳିକାଙ୍କ ସହ ଏମିତି କରୁଥିଲେ କୋଚ ! ପୁରା ଭିଡିଓ ଦେଖିଲେ ଆପଣ ସବୁଦିନ ପାଇଁ ଶିକ୍ଷଙ୍କ ଉପରେ ଭରଷା ହଜେଇଦେବେ…

0

ପ୍ରତ୍ୟେକ ବ୍ୟକ୍ତି ର ବ୍ୟକ୍ତିତ୍ଵ ନିର୍ମାଣ ପଛରେ ୩ ଜଣ ମହାପୁରୁଷ ଙ୍କ ଅବଦାନ ରହିଥାଏ। ସେମାନେ ହେଉଛନ୍ତି ଜଣେ ଉତ୍ତମ ବାପା ଉ ଉତ୍ତମ ମାତା ଓ ଅନ୍ୟ ଜଣେ ହେଉଛନ୍ତି ଆଦର୍ଶ ଗୁରୁ। ବିଦ୍ୟାର୍ଥୀ ମାନେ ଗୁରୁ ଙ୍କ ଠୁ ସଂସ୍କାର ପ୍ରାପ୍ତ ହୋଇ ଥାନ୍ତି। ସେ ସଂସ୍କାର ରୁ କେନ୍ଦ୍ର କରି ଏକ ନୂତନ ସମାଜ ଦେଇଥାନ୍ତି। ମାତ୍ର ବର୍ତ୍ତମାନ ସମୟରେ ଆମ ସମାଜ ତଳକୁ ଖସିବାରେ ଲାଗିଛି। ବିଭିନ୍ନ ନିନ୍ଦନୀୟ କାର୍ଯ୍ୟ ଦ୍ଵାର ପୃଥିବୀ ଅପଧ୍ୱଂସ ହେବାରେ ଲାଗିଲାନି। ସମ୍ପର୍କ ର ମୂଲ୍ୟ କେହି ବୁଝି ନାହାନ୍ତି। କେବଳ ନିଜ ସ୍ବାର୍ଥ ହାସଲ କରିବାରେ ତତ୍ପରତା ଦେଖାଇ ଥାନ୍ତି।

ତେବେ ସବୁଠୁ ପବିତ୍ର ସମ୍ପର୍କ ହେଉଛି ଗୁରୁ ଶିଷ୍ୟ ଙ୍କ ସମ୍ପର୍କ। ଏହି ସମ୍ପର୍କ ରେ ବହୁତ୍ ମାନ୍ୟତା ରହିଛି। ଇଶ୍ଵର ମଧ୍ୟ ଏଇ ସମ୍ପର୍କ ଆଗରେ ମୁଣ୍ଡ ନୁଆଇଁ ଥାନ୍ତି। ଜଣେ ଗୁରୁ ଙ୍କ ଦ୍ଵାରା ହି ଶିଷ୍ୟ ର ଉନ୍ନତି ଘଟି ଥାଏ, କାରଣ ଗୁରୁ ଜଣେ ଅଜ୍ଞାନ ରୂପକ ଅନ୍ଧକାର ରୁ ଜ୍ଞାନ ରୂପକ ଆଲୋକ କୁ ଆଣିଥାଏ। ତେବେ ଆଜି ଆମେ ଆପଣ ଙ୍କୁ ଜଣେ ଗୁରୁ ଙ୍କ ବିଷୟରେ କହିବୁ ଯିଏ କି ନିଜ ଶିଷ୍ୟ ଙ୍କ ସହିତ ଖରାପ୍ ବ୍ୟବହାର କରୁ ଥିଲେ।

ଗୁରୁ ଶିଷ୍ୟ ଙ୍କୁ ନେଇ ଏକ ନୈତିକତା ଦେଖା ଦେଇଥାଏ। ମାତ୍ର କିଛି କୁସଂସ୍କୃତି ର ଲୋକ ମାନେ ଅନୈତିକ କାମ କରି ସମାଜ ରେ ନିନ୍ଦନୀୟ ହେଉଛନ୍ତି। ଗୁରୁ ଶିଶୁ ଏ ସଂପର୍କ ପବିତ୍ର ସମ୍ପର୍କ ବୋଲି ବହୁତ୍ ଆଗରୁ ପ୍ରଚଳିତ ହେଉଛି। ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପାଇଁ ପିଲା ମାନେ ହେଉଛନ୍ତି ପୁଅ ଝିଅ ପରି। ମାତ୍ର ସେଇ ସମ୍ପର୍କ ରେ ଏବେ ଏକ ହୀନ ମାନ୍ୟତା ଦେଖିବାକୁ ମିଳିଛି।

ତେବେ ସମସ୍ତେ ସେପରି ହୋଇ ନଥାନ୍ତି। କିଛି ଲୋକ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ କୁ ସୋକୁଟିତ କରିବାରେ ମଧ୍ୟ ପଛାଇ ନାହାନ୍ତି। ଘଟଣା ଟି ଗୋଆ ର ଅଟେ,ଗୋଆ ର ସନ୍ତରଣ କୋଚ୍ ରେ ଏପରି ନିନ୍ଦନୀୟ ଘଟଣା ଘଟିଛି। ସେଠାରେ କୋଚ୍ ଭାବରେ ଗାଙ୍ଗୁଲି କାମ କରୁଥିଲେ,ସେ ନିଜ ଛାତ୍ରୀ ଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରୁଥିଲେ।

କୋଚ୍ ଦେଉଥିବା ସମୟରେ ଗାଙ୍ଗୁଲି ଏକ ୧୫ ବର୍ଷୀୟ ନାବାଳିକା ଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ। ଏଥି ସହ ଯୌନ ନିର୍ଯାତନା ଦେଉଥିବାର ଘଟଣା ସାମ୍ନା କୁ ଆସିଛି। ଏହା ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି। ଆମେ ଏହା କିଛି ଅଜବ୍ କଥା କହୁନୁ କି ଗୁରୁ ଶିଶୁ ଙ୍କ ସମ୍ପର୍କ ରେ କଳଙ୍କ ଲଗାଉ ନାହୁଁ। ଏପରି ଭିଡିଓ ଭାଇରାଲ୍ ହେବା ପରେ ଗୋଆ ପୋଲିସ୍ ତାର ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏଭଳି ଲୋକ ଙ୍କୁ କଠୋର ରୁ କଠୋର ଶାସ୍ତି ମିଳିବା ନିହାତି ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।