ତାରା ତାରିଣୀ ସିରିଏଲର ଲିପି କାହିଁକି ୩୫ ବର୍ଷ ହେଲାନି ବିବାହ କରୁନାହାନ୍ତି ଜାଣନ୍ତୁ ଏହା ପଛର ଥିବା କାରଣ , କ’ଣ ସେ ଏବେବି

0

ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଓ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ, ସିଏ ଆଜିର ସିରିଏଲ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।ସେହିପରି ଆଜି ଆମେ ଆମର ପ୍ରସିଦ୍ଧ ତାରା ତାରିଣୀ ସିରିଆଲ୍ ର ହିରୋଇନ୍ ଲିପି ଙ୍କ ବିଷୟରେ କହିବୁ ।

ଲିପି ଙ୍କ ଭଲ ନାମ ହଉଚି ସୁଶ୍ରୀ ସଙ୍ଗୀତା ମହାପାତ୍ର ।ସେ ଜାନୁଆରୀ ୨୦ ରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ଜନ୍ମ ସ୍ଥାନ ହଉଚି ବରମପୂର୍।ତାଙ୍କର ପ୍ରକୃତ ଘର ବା ବାପା ଙ୍କ ଘର ହଉଚି ସମ୍ବଲପୁର ଠାରେ ।ଲିପି ନିଜେ ବରହମପୂର୍ ଠାରେ ରହି ନିଜର ପାଠ ପଢା ଆରମ୍ଭ କରିଥିଲେ।ଲିପିଙ୍କ ମା ଙ୍କ ନାମ ହଉଚି ବନ୍ଦନା ମହାପାତ୍ର ।ଆମେ ସମସ୍ତେ ଜାଣିଚୁ ଲିପି ଙ୍କ ର ମାଆ ହେଉଛନ୍ତି ଜଣେ ପ୍ରସିଦ୍ଧ ଓଡ଼ିଆ ଅଭିନେତ୍ରୀ ଅଟନ୍ତି ।ତାଙ୍କ ମାଆ ଅନେକ ଭଜନ , ସେରିଆଲ,ଫିଲ୍ମ ଏବଂ ବହୁତ୍ କିଛି ଟିଭି ଶୋ ରେ କାମ କରିଛନ୍ତି ।ତାଙ୍କ ବାପା ଜଣେ ପ୍ରସିଦ୍ଧ ପୋଲିସ କର୍ମଚାରୀ ଅଟନ୍ତି ।

ତାଙ୍କ ପରିବାର କହିଲେ ବାପା ,ମା ,ଭାଇ ,ଭାଉଜ ଏବଂ ଜଣେ ପୁତୁରା ମଧ୍ୟ ଅଛି ।ଲିପି ଙ୍କ କହିବା ଅନୁସାରେ ତାଙ୍କ ବାପା ଙ୍କ ଇଚ୍ଛା ଥିଲା କି ସେ ଜଣେ ଆଇପିଏସ ଅଫିସର୍ ହୁଅନ୍ତୁ କିନ୍ତୁ ତାଙ୍କ ମାଆ ଙ୍କ ର ଇଚ୍ଛା ଥିଲା ଜଣେ ବିଶିଷ୍ଟ ଅଭିନେତ୍ରୀ ବନନ୍ତୁ ।ସେଥି ପାଇଁ ସେ ନିଜ ମା ଙ୍କର ଇଚ୍ଛା କୁ ପୁରାଣ କରିବା ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଥାପିଥିଲେ ।

ଆସ୍ତେ ଆସ୍ତେ ସେ ଆଲବମ ଭି କରିବାରେ ଲାଗିଲେ ତାଙ୍କର ପ୍ରଥମ ଗୀତ ହଉଚି “ମୁ ବିନା ଘୁଙ୍ଗୁର ରେ ନାଚିବି ନାହିଁ “। ତାପରେ ତାଙ୍କୁ ଜଣେ ଆଲବମ କ୍ୱିନ ର ଉପାଧି ପାଇଗଲେ।ସେ ପ୍ରାୟ ୩୦୦୦ରୁ ଅଧିକ ଆଲବମ କରିଛନ୍ତି,ସେ ହିନ୍ଦୀ ଫିଲ୍ମ ରେ ଭି ଅଭିନୟ କରିଛନ୍ତି ।ତାଙ୍କ ହିନ୍ଦୀ ଫିଲ୍ମ ର ନାମ “ଆଦିଭୂମି “।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।