ବିବାହ ପରେ ପ୍ରଥମ ଥର ପାଇଁ ସ୍ବାମୀଙ୍କ ସହ ବୁଲିବାକୁ ଗଲେ କଣ୍ଠଶିଳ୍ପୀ ଦିପ୍ତିରେଖା ଦେଖନ୍ତୁ କେପରି କରୁଛନ୍ତି ମସ୍ତି

0

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ,କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି 2 ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ।

ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି। ତେବେ ଆମ ରାଜ୍ୟ ରେ ମେଲ୍ ସିଙ୍ଗର୍ ମାନଙ୍କ ଭିତରୁ ଦେଖିବାକୁ ଗଲେ ସବୁଠୁ ଆଗରେ ହ୍ୟୁମନ୍ ସାଗର ଥିଲେ ଏବଂ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଆଉ ଜଣେ ମେଲ୍ ସିଙ୍ଗର୍ ହ୍ୟୁମନ୍ ସାଗର ଙ୍କ ର ସେହି ଜାଗା କୁ ନେବାକୁ ବସିଲେଣି, ସ୍ୱୟଂ ପାଢୀ ,ତେବେ ସେ ମଧ୍ୟ ଓଲିଉଡ଼ ର ଜଣେ ଫମେସ୍ ସିଙ୍ଗର୍।ତେବେ ଖାଲି ଏମାନେ ଫେମସ୍ ନୁହନ୍ତି।ତେବେ ଅନେକ ଫିମେଲ୍ ସିଙ୍ଗର୍ ମାନେ ମଧ୍ୟ ଅନେକ ଭଲ ଭଲ ଗୀତ ଦର୍ଶକ ମାନଂକୁ ଯୋଗାଇ ଦେଇଛନ୍ତି। ଆଜି ଆମେ ଏମିତି ଜଣେ ଫିମେଲ୍ ସିଙ୍ଗର ଙ୍କ ବିଷୟରେ ଜାଣିବା ଯିଏ ନିକଟରେ ବିବାହ କରିଛନ୍ତି ।


ନିକଟ ରେ ଆପଣ ଙ୍କ ଅତି ପ୍ରିୟ ଗୀତିକାର ଦିପ୍ତିରେଖା ହାତ କୁ ଦୁଇ ହାତ ହୋଇଛନ୍ତି।ସେ ସୌମ୍ୟ ରଂଜନଙ୍କୁ ବିବାହ କରିଥିଲେ,ବିବାହ ପରେ ପ୍ରଥମ ଥର ସ୍ବାମୀ ଙ୍କ ସହ ବୁଲିବାକୁ ଯାଇଛନ୍ତି ଦୀପ୍ତି ରେଖା। ପ୍ରଫୁଲ୍ଲ ପ୍ୟାଲେସ୍ ରେ ବଡ଼ ଆରମ୍ବର ରେ ବିବାହ ହୋଇଥଲା, ବିବାହ ପରେ କିଛି ସମୟ ପାଇଁ ଗୀତ ଓ ସୁଟିଂ ରୁ ଦୂରେଇ ବାହାର କୁ ସ୍ବାମୀ ଙ୍କ ସହ ବୁଲି ବାକୁ ଯାଇଛନ୍ତି ଦୀପ୍ତି ରେଖା।

ଏହି ସବୁ ର ଫୋଟୋ ନିଜେ ସୌମ୍ୟ ରଂଜନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସ୍ବାମୀ ଙ୍କ ସହ ବେଶ୍ ଖୁସି ଥିବାର ଜଣା ପଡିଛନ୍ତି ଦୀପ୍ତି। ସମୁଦ୍ର କୂଳ, ଝରଣା, ବନ ଜଙ୍ଗଲ ଆଦି ରେ ବୁଲି ଫୋଟୋ ଉଠାଇ ଥିବାର ଦେଖିବାକୁ ମିଳିଛି। ଫୋଟୋ ଗୁଡିକ ରେ ବହୁତ୍ ସୁନ୍ଦର୍ ଦିଶୁଥିଲେ ଦୀପ୍ତି, ସେ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ରେ ହିଟ୍ ଗୀତ ଦେଇ ଖୁବ୍ ନାମ କମେଇଚନ୍ତି, ଦେଖିବାକୁ ଯେତିକି ସୁନ୍ଦର୍ କଣ୍ଠ ଟି ମଧ୍ୟ ଆହୁରି ସୁନ୍ଦର୍।

ଲୋକ ମାନଙ୍କୁ ନିଜ କଣ୍ଠ ଦ୍ଵାରା ଲଗାତାର ଭାବେ ବାନ୍ଧି ରଖିଛନ୍ତି। ଦର୍ଶକ ମାନଙ୍କ ଠୁ ମଧ୍ୟ ସେମିତି ଭଲ ପାଇବା ହାସଲ କରିଛନ୍ତି, ଚଳଚ୍ଚିତ୍ର ଠୁ ଆରମ୍ଭ କରି ଆଲବମ୍ ପର୍ଯ୍ୟନ୍ତ ସବୁଥିରେ ଆଗ ଧାଡି ରେ ଅଛନ୍ତି ଦୀପ୍ତି। ଶାଶୁ ଘରେ ବୋହୂ ର କାର୍ଯ୍ୟ ତୁଲାଇବା ସହିତ ସୁଟିଂ ରେ ମଧ୍ୟ କିପରି ସମୟ ଦେବେ ସେ ନେଇ ଦୀପ୍ତି ରେଖା ବହୁତ୍ ବ୍ୟସ୍ତ ରହୁଛନ୍ତି। ତେବେ ସେମାନଙ୍କ ବିବାହ ଜୀବନ ସୁଖମୟ ହେଉ ଏହା ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।