ସୋସିଆଲ ମିଡିଆରେ ଭାଇରାଲ ହେଲା ଏଲିନା ଆଉ ଭୂମିକା ଙ୍କର ଜବରଦସ୍ତ ଡାନ୍ସ ଭିଡିଓ , ଏବେ ସେୟାର ହେବାରେ ଲାଗିଛି

ଆମେ ସମସ୍ତେ ଏଇ କୋଭିଡ ସମୟରେ ଯିଏ ଯେମିତି ଘରେ ବସିଛୁ ,ସବୁ କିଛି ବନ୍ଦ ଅଛି କିନ୍ତୁ ଆମ ମାନଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ରୁ ଦୂର କରୁଥିବା ବ୍ୟକ୍ତି ମାନେ ହେଉଛନ୍ତି ସେଇ ଯଉ ମାନେ ପରଦା ପଛରେ କାମ କରୁଛନ୍ତି,ଆଉ ଆମକୁ ସବୁ ସମୟରେ ଖୁସି ଦେଉଛନ୍ତି ।ସେ ମାନେ ହେଉଛନ୍ତି ସେଇ ଅଭିନେତା ଆଉ ଅଭିନେତ୍ରୀ ମାନେ ।ସେମାନଙ୍କ ସେଇ ଅଭିନୟ ଜରିଆରେ ଆମେ ନିଜକୁ ଖୁସି କରିପାରୁଛୁ ।ଆମେ ଶୁଣିଥିଲେ କି ପରଦା ପଛରେ ବଡ଼ ବଡ ଅଭିନେତା ଆଉ ଅଭିନେତ୍ରୀ ମାନେ ନିଜେ ନିଜ ଭିତରେ କଳହ କରନ୍ତି ,କିନ୍ତୁ ଏହା ସମ୍ପୂର୍ଣ ମିଥ୍ୟା ।

ସେଇ ଅଭିନେତ୍ରୀ ଆଉ ଅଭିନେତା ମାନଙ୍କର ନିଜ ନିଜ ମଧ୍ୟ ରେ ବହୁତ୍ ସୁନ୍ଦର ନିବିଡ ସମ୍ପର୍କ ଥାଏ ଯାହା ଦ୍ଵାରା ଆମ ମାନଙ୍କୁ ସନ୍ତୁଷ୍ଟ କରିପାରନ୍ତି ।ଏ କଥା ଟି କହିବାର ପ୍ରମୁଖ କାରଣ ହଉଚି କି ଏବେ ବହୁତ୍ ଜୋର୍ ସୋର୍ ଭାବରେ ଦୁଇଟି ଅଭିନେତ୍ରୀ ଙ୍କର୍ ନୃତ୍ୟ ଭିଡିଓ ଭାଇରଲ୍ ହୋବରେ ଲାଗିଚି ।ତେବେ ଚାଲନ୍ତୁ ତା ବିଷୟରେ ଜାଣିବା ।

ତେବେ ନିକଟରେ ଓଡ଼ିଆ ସିନେମା ଜଗତର ଦୁଇଜଣ ସୁପରିଚିତ ଅଭିନେତ୍ରୀ ଙ୍କ ଭିଡିଓ ଭାଇରାଲ ହବାରେ ଲାଗିଚି ।ଜଉଥିରେ ଦୁଇଜଣ ଏକାଠି ହୋଇ ନୂଆ ବର୍ଷ ର ସୁରମା ଗୀତ ରେ ନାଚୁଛନ୍ତି ।ଏହି ଗୀତ ର ଦୁଇଜଣ ସମ୍ପୂର୍ଣ ମଜା ଉଠାଇ ନୃତ୍ୟ କରୁଛନ୍ତି ତାହା ଦେଖିବା ପାଇଁ ମିଳିଛି ।ଦୁଇ ଜଣ ଡାନ୍ସ କରିବା ସମୟରେ ବହୁତ୍ ଖୁସି ରେ ଥିବାର ଜଣା ପଡିଛି ।ତେବେ ସେଇ ଦୁଇଜଣ ହିରୋଇନ୍ ହେଉଛନ୍ତି କିଏ !

ତେବେ ସେ ଅଭିନେତ୍ରୀ ଦୁଇଜଣ ଙ୍କ ନାମ ହଉଚି ଏଲିନା ସାମନ୍ତରାୟ ଆଉ ଭୂମିକା ଦାସ ।ଦୁଇ ଜଣ ସାଙ୍ଗ ହଇ ନୂଆ ବର୍ଷ ପାଇଁ ସୁରମା ଗୀତ ରେ ଡାନ୍ସ ଅଭ୍ୟାସ କରୁଛନ୍ତି ତାହା ଦେଖିବା ପାଇଁ ମିଳିଛି ।ଦୁହେଁ ନୃତ୍ୟ ପରିବେଷଣ କରିବା ସମୟ ରେ ସେମାନଙ୍କର ଅଙ୍ଗ ଭଙ୍ଗି ଏକ ସାଙ୍ଗରେ ହବାରେ ଅଭ୍ୟାସ କରୁଛନ୍ତି ।

ଏଇ ନୃତ୍ୟ ରେ ସେଇ ଜଣ ଅଭିନେତ୍ରୀ ଙ୍କ ର ନୃତ୍ୟ ର ଅଙ୍ଗ ଭାଙ୍ଗି କେମିତି ସମ୍ମାନ ରହିବ ତାହା ପ୍ରତି ସେମାନେ ଅଧିକ ଧ୍ୟାନ ଦେଉଛନ୍ତି, ଯାହା ଫଳରେ ସେମାନଙ୍କର ପ୍ରଦର୍ଶନୀ ସମ୍ମାନ ରହିବ ଆଉ ସମସ୍ତଙ୍କୁ ବହୁତ୍ ଭଲ ଲାଗିବ ।ନିଜର ନୃତ୍ୟ ପ୍ରଦର୍ଶନୀ କୁ ସେମାନେ କିପରି ଭଲ କରି ସମସ୍ତ ଙ୍କ ଅଗରେ ପ୍ରଶଂସିତ ହେବେ ତାହା କରିବା ପଛରେ ଲାଗି ପଡିଛନ୍ତି ।

ନିଜ ନିଜ ମଧ୍ୟରେ ଏମିତି ସୁନ୍ଦର ସମ୍ପର୍କ ସଜାଡି ରଖିଲେ ନିଜର ସମସ୍ତ କାମ ସଠିକ ରହିବ ବୋଲି ଆମେ ଆମର ଏଇ ହିରୋଇନ୍ ଏଲିନା ସାମନ୍ତରାୟ ଆଉ ନୂଆ ଯେନେରେସନ ର ହିରୋଇନ୍ ଭୂମିକା ଦାସ ପ୍ରମାଣ କରି ଦେଖିଛନ୍ତି,ଆଉ ସେମାନଙ୍କର ଏମିତି ପରିଶ୍ରମ କେବେ ଭି ବୃଥା ଯିବ ନାହି ବୋଲି ଆମେ ଜାଣିଚୁ ।ଆମ ମାନଙ୍କର ପ୍ରଚୁର ଭଲ ପାଇବା ଆଉ ବିଶ୍ଵାସ ତାଙ୍କ ମାନଙ୍କ ସହ ରହିଛି ଆଉ ବିଶ୍ୱାସ ଅଛି ତାଙ୍କର ପ୍ରଦର୍ଶନୀ ଭି ବହୁତ୍ ସୁନ୍ଦର୍ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।