ପରିସ୍ଥିତି ରେ ପଡ଼ି ନୂଆ ବେଶରେ ଆସିଲେ ଓଲିଉଡ ଅଭିନେତା , ଏପରି ବେଶରେ ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ , ଜାଣନ୍ତୁ ଏହା ପଛରେ କାରଣ କଣ ଥିଲା

0

ଆମ ଜୀବନ ମଧ୍ୟରେ ଆମେ ଅନେକ କଳାକାର ଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ପଇଥାଉ ।କାରଣ ଜଣେ କଳାକାର ମୁଖ୍ୟ ଉଦ୍ଧେଶ୍ୟ ରହିଥାଏ ନିଜର ଅଭିନୟ ଓ କଳା ଦ୍ଵାରା ଦର୍ଶକ ଙ୍କର ମନ ଜିତିବାକୁ ।ତେବେ ଆପଣ ମାନେ ଏହା ମଧ୍ୟ ଦେଖିଥିବେ କି ଅନେକ କଳାକାର କେତେକ ଫିଲ୍ମ ରେ ନିଜର ଜାତି ମଧ୍ୟ ବଦଳାଇ ଥାନ୍ତି।

ଅର୍ଥାତ କେବେ କେବେ ପୁରୁଷ ଅଭିନେତା ମାନେ ନାରୀ ବା ଅଭିନେତ୍ରୀ ଭାବରେ ଅଭିନୟ କରିଥାନ୍ତି ଯେପରି କି ଓଡ଼ିଶା ସୁପରହିଟ ଫିଲ୍ମ ସିଷ୍ଟର ଶ୍ରୀଦେବୀ ରେ ବାବୁସାନ ଏକ ନର୍ସ ର ଅଭିନୟ କରିଥିଲେ ଏବଂ କେବେ କେବେ ଅନେକ ଅଭିନେତ୍ରୀ ମଧ୍ୟ ଅଭିନେତା ଙ୍କର କେରେକ୍ଟର ରେ ଦର୍ଶକଙ୍କ ଆଗକୁ ଆସିଥାନ୍ତି ।କାରଣ ଜଣେ କଳାକାର ର ଏହା ହିଁ ଧର୍ମ ଅଟେ କି ସେ କିପରି ବି ତାର ଦର୍ଶକ ଙ୍କୁ ଖୁସି କରିବ ।

କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଅଭିନେତା ଙ୍କ ବିଷୟରେ ଆଜି ଏକ ରମାଞ୍ଚକ ତଥ୍ୟ ଦେବାକୁ ଯାଉଛୁ ତାହା ଶୁଣିଲେ ଆପଣ ଆଗ୍ରହ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆଗ୍ରହ ପ୍ରକାଶ କରିବେ ତାଙ୍କ ବିଷୟରେ ଆହୁରି ଜାଣିବା ପାଇଁ ।ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ଜଣେ ଓଲିଉଡ ଫିଲ୍ମ ଅଭିନେତା ଏକ ନାରୀ ର ରୂପରେ ଲୋକ ମାନଙ୍କ ଆଗକୁ ଆସିବାକୁ ଯାଉଛନ୍ତି ।ଆଉ ସେହି ଅଭିନେତା ଜଣଙ୍କ ହେଉଛନ୍ତି ଓଡ଼ିଆ ଫିଲ୍ମ ଜଗତର ସର ଷ୍ଟାର ଶ୍ରିତମ ନନ୍ଦ ।

ଆଜ୍ଞା ହଁ ସୂଚନା ଅନୁସାରେ ଶ୍ରିତମ ନନ୍ଦ ଙ୍କର ଏକ ଜବରଦସ୍ତ ଫିଲ୍ମ ଆଗକୁ ଆସିବାକୁ ଯାଉଛି ଯେଉଁ ଥିରେ ସେ ଜଣେ ନାରୀ କେରେକ୍ଟର ରେ ଅଭିନୟ କରିବାକୁ ଯାଉଛନ୍ତି ।ତେବେ ତାଙ୍କର ଏହି ଆଗାମୀ ଫିଲ୍ମ ରେ ସେ ହିରୋଇନ ର ମା ଭାବରେ ଦର୍ଶକ ଙ୍କର ସମୁଖକୁ ଆସିବାକୁ ଯାଉଛନ୍ତି ।ତେବେ ତାଙ୍କର ଏହି ସ୍ୱତନ୍ତ୍ର ଅଭିନୟ ବିଷୟରେ ଜଣେ ଫିଲ୍ମ ଅଭିନେତ୍ରୀ ନିଜର ଲାଇଫ ଭିଡ଼ିଓ କରୁଥିବା ସମୟରେ ସୋସିଆଲ ମିଡ଼ିଆ ରେ ଶ୍ରିତମ ଙ୍କର ଏହି ଭଳି ଅଭିନୟ ଆଗକୁ ଆସିବାକୁ ଯାଉଛି ବୋଲି ଓଡ଼ିଶା ବାସୀ ଙ୍କୁ ଜଣେଇ ଥିଲେ।

ଏହା ଜାଣିବା ପରେ ଶ୍ରିତମ ଙ୍କର ଏହି ଅଭିନୟ ଦେଖିବା କୁ ସାରା ଓଡ଼ିଶା ବାସୀ ତଥା ତାଙ୍କର ପ୍ରସଂଶକ ଙ୍କ ମନରେ ଏକ ନୂଆ ଆଗ୍ରହ ଭରି ଦେଇଛି। ତେବେ ସମସ୍ତ ଦର୍ଶକ ତାଙ୍କର ଏକ ନାରୀ କେରେକ୍ଟର ର ଅଭିନୟ କୁ ଦେଖିବା କୁ ବହୁତ ଆଗ୍ରହୀ ଅଛନ୍ତି ।ଏବଂ ସେମାନେ ତାଙ୍କର ଅନୁଭୂତି ମଧ୍ୟ ସେୟାର କରୁଛନ୍ତି ଯାହା ଦେଖିଲେ ମନେ ହେଉଛି ଯେ ଶ୍ରିତମ ଙ୍କର ଏହି ଫିଲ୍ମ ଟି ଓଡ଼ିଶା ର ଲୋକମାନ ଙ୍କୁ ବହୁତ ପସନ୍ଦ ଆସିବ। ତେବେ ଶ୍ରିତମ ହେଉଛନ୍ତି ଏମିତି ଜଣେ କଳାକାର ଯିଏକି ତାଙ୍କର ସୁପରହିଟ ଅଭିନୟ ଓ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।