Odia Tv All Actres – ଓଡ଼ିଆ ସିରିଏଲ ହୀରୋଇନ ମାନେ ବିନା ମେକପ୍ ରେ କେମିତି ଦେଖାଯାଆନ୍ତି ଦେଖନ୍ତୁ

0

ଆମେ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜର ଟିକେ ଖୁସି ପାଇଁ ଟିଭି , ମୋବାଇଲ ଆଦି ଇଣ୍ଟରନେଟ ସହ ଜଡ଼ି ହଇ ରହିଥାଏ ,କିନ୍ତୁ ଗୋଟିଏ କଥା କହିଲେ ଦେଖି ଆମେ ଯଉ ମାନଙ୍କୁ ପରଦା ପଛରେ ଦେଖୁଚୁ ସେମାନେ ଆମ ମାନଙ୍କ ମନ ରଞ୍ଜନ ପାଇଁ କେତେ ପରିଶ୍ରମ କରୁନାହାନ୍ତି କହିଲେ । ଦିନ ରାତି ନ ଦେଖି ଆମର ମନ ରଞ୍ଜନ ପାଇଁ ନିଜକୁ ସମ୍ପୂର୍ଣ ରୂପେ ସମର୍ପଣ କରିଦେଉଛନ୍ତି ସେଇ ଅଭିନୟ ପାଇଁ ।

ଆମେ ଆଜି ସେମିତି ଆମର ସେଇ ସୁନ୍ଦର ରୂପ ଧାରିଣୀ ହିରୋଇନ୍ ମାନଙ୍କ ବିଷୟରେ କହିବୁ । ଯଉମାନେ ରୂପ ରେ ଯେମିତି ଅଭିନୟରେ ମଧ୍ୟ ତ ଠାରୁ ନିପୂଣ ।ଭାବି ଦେଖିଲେ ଆଜ୍ଞା ଯଦି ଆମ ହିରୋ ଆଉ ହିରୋଇନ୍ ମାନେ ବିନା ମେକ୍ଅପ୍ ରେ ଏତେ ସୁନ୍ଦର ଦେଖା ଯାଆନ୍ତି ତ ହେଲେ ମେକ୍ଅପ୍ ହେଲେ କେତେ ସୁନ୍ଦର ନ ଦେଖା ଯିବେ ।ଆଜି ଆମେ ଆମର ଓଡ଼ିଆ ସେରିଆଲ୍ ର ହିରୋଇନ୍ ମାନଙ୍କ ବିଷୟରେ କହିବୁ

*ଅନନ୍ୟା ଦାସ:-

ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅନନ୍ୟା ଦାସ ।ଅନନ୍ୟା ଓଡିଆର ବହୁତ ଫେମସ ସିରିଏଲରେ ଅଭିନୟ କରିଛନ୍ତି । ଦର୍ଶକ ମାନେ ଅନନ୍ୟାଙ୍କ ଅଭିନୟ ଓ ସୁନ୍ଦରତାକୁ ବହୁତ ଅଧିକ ପସନ୍ଦ କରନ୍ତି , ଅନନ୍ୟା ମେକଅପ୍ ରେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ସେହିପରି ସେ ବିନା ମେକଅପ୍ ରେ ମଧ୍ୟ ବହୁତ ଅଧିକ ସୁନ୍ଦର ନଜର ଆସନ୍ତି ।

*ଅର୍ପିତା କର:-

ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅର୍ପିତା କର ।ଅର୍ପିତା ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ବହୁତ ପ୍ରସିଦ୍ଧ ସିରିଏଲରେ କାମ କରିଛନ୍ତି । ଦର୍ଶକ ମାନେ ଅର୍ପିତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି । ଅର୍ପିତା ମେକଅପ୍ ରେ ବହୁତ ସୁନ୍ଦର ଓ ଗ୍ଲେମରସ ନଜର ଆସନ୍ତି ହେଲେ ସେ ବିନା ମେକଅପ୍ ରେ ବହୁତ ଅଲଗା ଦେଖା ଯାନ୍ତି, କାରଣ ତାଙ୍କ ଚେହେରାର କଳା ଦାଗ କ୍ଲିଅର ନଜର ଆସେ ।

*ଶ୍ରଦ୍ଧା:-

ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଶ୍ରଦ୍ଧା । ଆପଣ ମାନେ ସମସ୍ତେ ଶ୍ରଦ୍ଧାଙ୍କୁ ବହୁତ ସିରିଏଲରେ ଦେଖିଥିବେ । ଶ୍ରଦ୍ଧାଙ୍କ ସୁନ୍ଦରତାକୁ ଦର୍ଶକ ମାନେ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରିଥାନ୍ତି ।ମେକଅପ୍ ରେ ଶ୍ରଦ୍ଧା ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସେହିପରି ବିନା ମେକଅପ୍ ରେ ମଧ୍ୟ ସେ ସୁନ୍ଦର ନଜର ଆସନ୍ତି ।

*ଛନ୍ଦିତା :–

ଛନ୍ଦିତା ନିଜ ସୁନ୍ଦରତା ଓ ଅଭିନୟକୁ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକ ମାନେ ଛନ୍ଦିତା ଙ୍କ ସୁନ୍ଦରତାର ବହୁତ ପ୍ରଶଂସା କରନ୍ତି । ଛନ୍ଦିତା ମେକଅପ୍ ରେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ହେଲେ ସେ ବିନା ମେକଅପ୍ ରେ ବହୁତ ଅଲଗା ନଜର ଆସନ୍ତି । ତାଙ୍କ ଆଖି ତଳେ ଥିବା ଡାର୍କ ସର୍କଲ କ୍ଲିଅର ନଜର ଆସେ ।

*ଲିପି:-

ଶେଷରେ ଅଛନ୍ତି ଲିପି ମହାପାତ୍ର । ଲିପି ତାରା ତାରିଣୀ ସିରିଏଲ ରେ ଲୀଡ ରୋଲରେ ନଜର ଆସୁଛନ୍ତି । ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଲୋକଙ୍କ ମନକୁ କିଣି ପାରିଛନ୍ତି । ଲିପି ମେକପ ରେ ଯେମିତି ସୁନ୍ଦର ଦେଖାଯାନ୍ତି ଠିକ ସେହିପରି ବିନା ମେକପ ରେ ମଧ୍ୟ ସେ ବହୁତ ସୁନ୍ଦର ଲାଗନ୍ତି।


ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।