ମୁହଁରେ ଥିବା ଚୁଟିକୁ କୁ ସବୁଦିନ ପାଇଁ କରନ୍ତୁ ବାୟ ବାୟ , କେବଳ ଏହି ଗୋଟିଏ ଘରୋଇ ଉପାୟ ମାଧ୍ୟମରେ

0

ଆଜିକାଲି ର ଏହି ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବହୁତ ବ୍ୟସ୍ତ ରହିଥାନ୍ତି। ଯଦିଓ ଭଗବାନ ସମସ୍ତ ଙ୍କୁ ଏକ ନିର୍ଦ୍ଦିଷ୍ଟ ଚେହେରା ଦେଇଛନ୍ତି କିନ୍ତୁ ବର୍ତ୍ତମାନ ର ଲୋକମାନେ ତାହାକୁ ନେଇ ଖୁସି ନାହାନ୍ତି। ନିଜର ପ୍ରାକୃତିକ ରୂପ କୁ ଆଉ ଟିକେ ସୁନ୍ଦର କରିବା ପାଇଁ ତଥା ସୁନ୍ଦର ଦେଖାଯିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି। ତେବେ ବର୍ତ୍ତମାନ ସମସ୍ତେ ପ୍ରାୟ ନିଜ ମୁହଁ ଏବଂ ଶରୀରରେ କେତେକ ସ୍ଥାନରେ ଥିବା କେଶ କୁ ପସନ୍ଦ କରନ୍ତି ନାହିଁ।

ସେମାନେ ସବୁବେଳେ ଏହି କେଶ କୁ ନେଇ ଚିନ୍ତାରେ ରହିଥାନ୍ତି ।ଯେପରି କି ମୁହଁରେ ଥିବା କେଶ , ହାତ ଗୋଡ଼ ରେ ଥିବା କେଶ ଆଦି କୁ ନେଇ ବହୁତ ଚିନ୍ତା ରେ ରହିଥାନ୍ତି ।ଏବଂ ଏହାକୁ ସବୁଦିନ ପାଇଁ ଶେଷ କରିବାକୁ ସେମାନେ ବିଭିନ୍ନ ପ୍ରକାରର କସମେଟିକ ପ୍ରଡକ୍ଟ ର ବ୍ୟବହାର କରିବା ସହ ବିୟୁଟି ପାଲର ର ସାହାଯ୍ୟ ନେଇଥାଉ ।

ମାତ୍ର ଏହା ପରେ ମଧ୍ୟ ଏହି ସବୁ କେଶ ମାତ୍ର କିଛି ଦିନ ପାଇଁ ଉଭେଇ ଯାଏ ଆଉ ପୁଣି ବଢିବାକୁ ଲାଗିଥାଏ। କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଆପଣ ଚାହୁଁନଥିବା କେଶ କୁ ସବୁଦିନ ପାଇଁ ଦୂର କରିଦେବ।

ଆବଶ୍ୟକ ସାମଗ୍ରୀ:-

ଏହି ଘରୋଇ ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ଏହି ସବୁ ସାମଗ୍ରୀ ର ଆବଶ୍ୟକତା ରହିଛି। ତଥା:-
୧.ବେସନ ଗୁଣ୍ଡ
୨.ଗୋଟିଏ ଇନ ପ୍ୟାକେଟ
୩.ଗୋଲାବ ଜଳ

ରିମେଡି ପ୍ରସ୍ତୁତ କରିବେ କିପରି:-

ଏହି ଘରୋଇ ରିମେଡି ଟୀକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ ।ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଏବଂ ସେହି ପାତ୍ରରେ ଦୁଇ ଚାମଚ ବେସନ ନିଅନ୍ତୁ ଏବଂ ସେଥିରେ ହାପ ପ୍ୟାକେଟ ଇନ (eno) ମିଶାନ୍ତୁ ।ପରେ ୧-୨ ଚାମଚ ଗୋଲାବ ଜଳ ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ।ବର୍ତ୍ତମାନ ଆମର ଏହି ରିମେଡି ଟି ପ୍ରସ୍ତୁତ ହୋଇଯାଇଛି ।ଯାହାର ବ୍ୟବହାର କରି ଆମେ ଆମ ଶରୀରରେ ଚାହୁଁନଥିବା ବାଳ ଗୁଡିକୁ ଅତି ସହଜରେ ସବୁଦିନ ପାଇଁ ଦୂର କରିପାରିବେ ।

ବ୍ୟବହାର ପ୍ରଣାଳୀ:-

ତେବେ ଆମର ରିମେଡି ଟି ଏବେ ପ୍ରସ୍ତୁତ ହୋଇଯାଇଛି ତେଣୁ ବର୍ତ୍ତମାନ ଆମେ ଏହାର ବ୍ୟବହାର କିପରି କରିବା ତାହା ବିଷୟରେ ଆପଣଂକୁ ଜଣେଇବୁ ।ଆପଣ ଏହି ପ୍ରସ୍ତୁତ ପେଷ୍ଟ ଟୀକୁ ଚାହୁଁନଥିବା କେଶ ଉପରେ ଲଗାନ୍ତୁ ଏବଂ ତାହାକୁ ୧୨-୧୫ ମିନିଟ ପର୍ଯ୍ୟନ୍ତ ଏମିତି ଛାଡିଦିଅନ୍ତୁ। ଏବଂ ଦେଖିବେ କି ୧୫ ମିନିଟ ଭିତରେ ଏହା ଶୁଖିଯିବ ।ଏବେ ଆପଣ ଏହାକୁ ଧୀରେ ଧୀରେ ବାହାର କରିନିଅନ୍ତୁ ।ଏହାକୁ ବାହାର କରିବା ସମୟରେ ଏହା ସହ କେଶ ବାହାରି ଆସିଥାଏ।

ତେବେ ଏହି ପ୍ରାଣାଳୀ କୁ ଆପଣ ଗୋଟିଏ ସପ୍ତାହ ରେ ୨-୩ ଥର ବ୍ୟବହାର କରିପାରିବେ ।ଏହିପରି ମାତ୍ର ଗୋଟିଏ ମାସ କରନ୍ତୁ ଆପଣ ଙ୍କର ସମସ୍ତ କେଶ ଦୂର ହୋଇଯିବ ଏବଂ ଏହାର କୌଣସି ସାଇଟ ଇଫେକ୍ଟ ବି ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।