ହାରିଲାନି ସଚ୍ଚୋଟପଣିଆ: ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ୍ ଫେରାଇ ଦେଲେ ଅଟୋ ଡ୍ରାଇଭର୍, ପୋଲିସ କଲା ସମ୍ମାନିତ ! ଏହି ଯୁବକ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ….

0

ଆମେ ଜାଣିଛୁ ଆଜି କାଲି କା ଦୁନିଆରେ ସମସ୍ତ ଲୋକ ଙ୍କ ର କଙ୍କଡା ପ୍ରକୃତି।ଜଣେ ଉନ୍ନତି କଲେ ଆଉ ଜଣେ ତାକୁ ପଛରେ ଟାଣୁ ଥାଏ।ଆଜିର ସମାଜରେ କେତେକ ସମୟରେ ଦେଖାଯାଏ କି ଲୋକମାନେ ଅନ୍ୟ କାହାର ଉନ୍ନତି ଦେଖିଲେ ସହ୍ୟ କରିପାରନ୍ତି ନାହିଁ କହିବାକୁ ଗଲେ ପରଧନ ପ୍ରତି ସେମାନଙ୍କର ବହୁତ ଆଶା ରହିଥାଏ । କେତେବେଳେ କୌଣସି ମୂହୂର୍ତ୍ତରେ ଯଦି ସେମାନଙ୍କୁ କିଛି ଜିନିଷ ବିନା କଷ୍ଟରେ ମିଳିଯାଏ ତେବେ ତାହାକୁ ସେମାନେ ନିଜର ଭାବି ରଖିଦିଅନ୍ତି,

କିନ୍ତୁ ଗୋଟେ କଥା କେହି ଜଣଟି ନାହିଁକି ଭଗବାନ ଉପରେ ରହି ସବୁ ଦେଖନ୍ତି ,ମାତ୍ର ଭଗବାନଙ୍କର ଆଖି ଆଗରେ ଆଜି ପର୍ଯ୍ୟନ୍ତ କେହି ଜଣେ ମନୁଷ୍ୟ ବର୍ତ୍ତି ପାରି ନାହାନ୍ତି । ଅର୍ଥାତ ପର ସମ୍ପତ୍ତିକୁ ନେଇଥିବା ବ୍ୟକ୍ତିକୁ ଭଗବାନ ସୁଧ ସହିତ ତାହାକୁ ଫେରି ଦେଇଥାନ୍ତି । ଏଥିପାଇଁ ମନୁଷ୍ୟକୁ ପ୍ରତ୍ୟେକ ସମୟରେ ସତର୍କ ରହିବ ଉଚିତ୍ ।

ଆପଣଙ୍କ ଇଯତ୍ ନିଜର ସଚଟ ପଣିଆ ଦ୍ଵାରା ହିଁ , ପାଇ ପାରିବେ ,ନା କି ତାହା ପଇସା ଦେଇ କିଣି ପାରିବେ ।ତେବେ ଏହିପରି ଏକ ଭାବନା ମୁମ୍ବାଇର ଏକ ଅଟୋ ଡ୍ରାଇଭର ପାଖରେ ଦେଖିବାକୁ ମିଳିଥିଲା , କାରଣ ତାର ଅଟୋରେ 20 ଲକ୍ଷ ଟଙ୍କାର ଗହଣା ଜଣେ ବ୍ୟକ୍ତି ଛାଡିକରି ପଳେଇ ଯାଇଥିଲେ ସୁଦ୍ଧା ସେ ତାହାକୁ ଲୋଭ ନକରି ସେହି ବ୍ୟକ୍ତିକୁ ଫେରାଇ ଦେଇଥିଲେ ।ସୂଚନା ଅନୁସାରେ ଶ୍ରବଣ କୁମାର ନାମକ ଜଣେ ବ୍ୟକ୍ତି ଚେନ୍ନାଇରେ ଅଟୋ ଚଲାନ୍ତି ,

ଗୋଟିଏ ଦିନ ଜଣେ ଯାତ୍ରୀ ତାଙ୍କର ଅଟୋରେ ଯାଉଥିବା ସମୟରେ ସେ ଯେତେବେଳେ ଅଟୋରୁ ୱହ୍ଲେଇଥିଲେ ସେହି ସମୟରେ ତାଙ୍କର ଗହଣା ବ୍ୟାଗଟିକୁ ସେହି ଅଟୋରେ ଛାଡି ଦେଇ ପଳେଇ ଥିଲେ।ଏତେ ସାରା ଗହଣା ଦେଖିକରି ମଧ୍ୟ ଅଟୋବାଲାର ମନରେ ବେଇମାନି ଦେଖା ଦେଇନଥିଲା । ସେ ବହୁତ ସଚ୍ଚୋଟତାର ସହିତ ସେହି ବ୍ୟାଗକୁ ପୋଲିସ ଷ୍ଟେସନରେ ଦେଇ କରି ଆସିଥିଲେ । କୁହାଯାଇଥିଲା କି ସେହି ବ୍ୟାଗରେ ପାଖାପାଖି କୋଡ଼ିଏ ଲକ୍ଷ ଟଙ୍କାର ଗହଣା ଥିଲା ବୋଲି ।

ସେହି ବ୍ୟାଗଟି ପାଲ ଗ୍ରାଇଟ ନାମକ ଜଣେ ବ୍ୟକ୍ତିଙ୍କର ଥିଲା ସେ ତାର ବନ୍ଧୁଙ୍କର ଘରକୁ ଯାଉଥିଲେ ଏକ ବାହାଘରରେ ସାମିଲ ହେବା ପାଇଁ । ତେବେ ଯାଉଥିବା ସମୟରେ ସେ ଅଟୋରେ ନିଜ ବ୍ୟାଗ ଭୁଲିଯାଇଥିଲେ , ଯେତେବେଳେ ତାଙ୍କୁ ତାଙ୍କର ବ୍ୟାଗ କଥା ମନେ ପଡିଲା ସେ ବହୁତ ଡରିଗଲେ ଏବଂ ତୁରନ୍ତ ହିଁ କ୍ୱମପେଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ଏହି ସମସ୍ତ କଥା କହିଥିଲେ । ସେହି ବ୍ୟକ୍ତିଙ୍କର ଏହି କଥା ଶୁଣି ପୋଲିସ ତୁରନ୍ତ ଯାଞ୍ଚ ଆରମ୍ଭ କରିଥିଲେ ମାତ୍ର ପ୍ରଥମେ ହିଁ ସେହି ଅଟୋବାଲାଟି ସେହି ବ୍ୟାଗ ପୋଲିସ ଷ୍ଟେସନରେ ଜମା ଦେଇଥିଲେ ।ଯେତେବେଳେ ସୋସିଆଲ ମିଡିଆରେ ଏହି କଥା ଭାଇରାଲ ହେଲା ପରେ ସମସ୍ତେ ଅଟୋବାଲାକୁ ତାରିଫ କରିବାରେ ଲାଗିଲେ ।

ସମସ୍ତେ କହିବାକୁ ଲାଗିଲେ କି ଯଦି ସମସ୍ତ ଅଟୋବାଲା ଶ୍ରବଣ କୁମାରଙ୍କ ଭଳି ହେବେ ତେବେ ଆଉ କୌଣସି ଅସୁବିଧା ରହନ୍ତା ନାହିଁ । ଏପରି ମଣିଷ ର ଏମିତି ସଚଟ ପଣିଆ ଦେଖିକି ଆମ ମାନଙ୍କ ମୁଣ୍ଡ ତାଙ୍କ ଆଗୋର ନାହିଁ ଯାଉଚି ।ସମସ୍ତ ବ୍ୟକ୍ତି ସେଇ ଶ୍ରାବଣ କୁମାରଙ୍କୁ ଅନୁସରଣ କରିବା ଉଚିତ୍ ।ସେ ଯୁଗ ର ସେଇ ଶ୍ରବଣ କୁମାର ଙ୍କ ପିତା ମାତା ନକର ଭକ୍ତି ସମସ୍ତଙ୍କ ଠାରେ ଆଜି ଭି ଗୋଟେ ଶିକ୍ଷା ସୃଷ୍ଟି କରିଛି ।ସେମିତି ଆଜି କର ଶ୍ରବଣ କୁମାର ସମସ୍ତଙ୍କ ଠାରେ ଉଦାହରଣ ହଇ ଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।