Ajira Anuchinta -ତମ୍ବା ଢ଼ାଳ ଆପଣଙ୍କ ଘରେ କରିବ ଧନର ବର୍ଷା ବାସ କରନ୍ତୁ ଏହି ଗୋଟିଏ ଉପାୟ

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।

ତେବେ ଆମେ ଆଜି ଆପଣଂକୁ ଏମିତି ଏକ ଉପାୟ ବିଷୟରେ ଜିଣେଇବୁ ଯାହା କରିବା ଦ୍ଵାରା ଆପଣଙ୍କ ଘରେ କେବେବି ଧନ ସମ୍ପତ୍ତି ର ଅଭାବ ରହିବ ନାହିଁ ଏବଂ ଆପଣଙ୍କ ର ସମସ୍ତ କାର୍ଯ୍ୟ ରେ ଶୁଭ ଫଳ ମିଳିବ ।ତେବେ ଆସାନ୍ତୁ ଜାଣିବା କିପରି କରିବେ ଏହି ଉପାୟ ଟୀକୁ ।

ଆବଶ୍ୟକ ସାମଗ୍ରୀ:-

ଏହି ଉପାୟ ଟୀକୁ କରିବାକୁ ହେଲେ ଆପଣଂକୁ କେତେକ ନିତିଦିନିଆ ବ୍ୟବହୃତ ସାମଗ୍ରୀ ଆବଶ୍ୟକ ଅଟେ ।ସେଗୁଡିକ ହେଉଛି
୧.ଗୋଟିଏ ତମ୍ବା ଢାଳ
୨.ଆଠ ଟି ଏକ ଟଙ୍କିଆ ମୁଦ୍ରା
୩.ଲାଲ କପଡା

କିପରି କରିବେ ଏହି କାର୍ଯ୍ୟ ଟୀକୁ:-

ସାଧାରଣ ଭାବରେ କୁହାଯାଏ କି ତମ୍ବା ଢାଳ ରେ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ। କିନ୍ତୁ ଆମେ ଆଜି ଆପଣଂକୁ ଏହି ତମ୍ବା ଢାଳ ରେ ଏମିତି ଏକ କାର୍ଯ୍ୟ କରିବ ବିଷୟରେ ଜଣେଇବୁ ଯାହା କରିବା ଦ୍ଵାରା ଆପଣ ଙ୍କର ଘରେ ମାତା ଲକ୍ଷ୍ମୀ ଙ୍କର କୃପା ରହିବ ଏବଂ ନାକରତ୍ମକ ଦୁଷ୍ଟି ଦୂର ହୋଇଯିବ।

ତେବେ ଏହି ଧନ ଅର୍ଜନ ର ଉପାୟ ଟୀକୁ କରିବା ପାଇଁ ପ୍ରଥମେ ସ୍ନାନ କରିନିଆନ୍ତୁ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ନିଜର ଆଖି ବନ୍ଦ ରଖିବେ ଏବଂ ମନ ଶାନ୍ତ ରହିବା ଉଚିତ ।ଏହି ଉପାୟ ଟି ଆପଣ ସକାଳେ ବା ସନ୍ଧ୍ୟା ସମୟରେ କରିପାରିବେ ।ତେବେ ପ୍ରଥମେ ଏକ ତମ୍ବା ଢାଳ ନିଅନ୍ତୁ ଏବଂ ସେଥିରେ ଆଠ (୮) ଟି ଏକ ଟଙ୍କିଆ ମୁଦ୍ରା ପକାନ୍ତୁ ଏବଂ ସେଥିରେ ପାଣି ଭର୍ତ୍ତି କରନ୍ତୁ। ପାଣି ଭର୍ତ୍ତି କରିବା ପୂର୍ବରୁ ତମ୍ବା ଢାଳ ରେ ଏକ ଲାଲ କପଡା ବାନ୍ଧି ନିଅନ୍ତୁ ଏବଂ ପାଣି ଭର୍ତ୍ତି କରନ୍ତୁ। କିନ୍ତୁ ମନେ ରଖିବେ କି ଏହି ସମ୍ପୂର୍ଣ୍ଣ କାର୍ଯ୍ୟ କରିବା ସମୟରେ ଆପଣ କାହା ସହ କଥା ହେବେ ନାହିଁ କି ମନ କୁ ଅନ୍ୟ କୌଣସି ଚିନ୍ତା ଧାରା ଆଣିବେ ନାହିଁ ।

ଏହି ଉପାୟ ଟି କରିବା ସମୟରେ ସମ୍ପୂର୍ଣ୍ଣ ଧ୍ୟାନ କରନ୍ତୁ ଏବଂ ମାତା ଲକ୍ଷ୍ମୀ ଙ୍କୁ ଆରାଧନା କରନ୍ତୁ ।ଏହି ପରି ମାତ୍ର ୨୧ ଦିନ କରିବା ଦ୍ଵାରା ଆପଣଙ୍କ ଘରେ ଧନ ର ବର୍ଷା ହେବ ଏବଂ ନାକରତ୍ମକ ଦୁର୍ଷ୍ଟି ଦୂର ହୋଇଯିବେ ।ଘର ହସ ଖୁସିରେ ଭରି ଉଠିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।