ଦେଖନ୍ତୁ ଏହି ଲଜ୍ୟା ଜନକ ଭିଡ଼ିଓ ଭାଇରାଲ, କଲେଜ ଯିବା ରାସ୍ତାରେ ପ୍ରେମୀ ଯୁଗଳ କରୁଥିଲେ ରାସଲୀଳା । ତା’ପରେ କିଛି ଟୋକା ଆସି….

0

ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି ।

ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ ଯାହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଅଟେ । ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ ।

ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର ।ତେବେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବାର ମୁଖ୍ୟ ଉଦେଶ୍ୟ ହେଉଛି ଯେ ସେମାନେ ଭଲ ପାଠ ପଢି ନିଜ ଜୀବନରେ ସଫଳତା ହାସଲ କରିବେ ଏବଂ ବାପା ମା ଙ୍କର ନାମ ଟେକ ରଖିବେ ।କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଭିଡ଼ିଓ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଦେଖିଲେ ଆପଣ ଲଜିତ ଅନୁଭବ କରିବେ ।

ସୂଚନା ଅନୁସାରେ ,ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ବିଦ୍ୟାଳୟ ର ଜଣେ ଛାତ୍ର ଓ ଛାତ୍ରୀ ଙ୍କର ଭିଡ଼ିଓ ନିଆଁ ପରି ଭାଇରଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓ ଟି ଦେଖିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ ।ଭିଡ଼ିଓ ଟି ରେ ଦେଖାଯାଇଛି ଯେ ,ଅଳ୍ପ ବୟସ୍କ ପ୍ରେମୀ ଯୁଗଳ ଦୁହେଁ କଲେଜ ଯିବା ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ପରସ୍ପର ସହ ରୋମାନ୍ସ କରୁଥିଲେ। ପରସ୍ପର ମଧ୍ୟରେ ନିବିଡ଼ତା ଅଧିକ ହେବାକୁ ଯାଉଥିଲା ।କିନ୍ତୁ ସେମାନେ ଭୁଲି ଯାଇଥିଲେ କି କେହି ଜଣେ ତାଙ୍କର ଏହି ପାଗଲାମୀ ର ଫାଇଦା ଉଠେଇ ପାରେ ବୋଲି।

ଏବଂ ଏହାର ଫାଇଦା ଉଠାଇ ଥିଲେ କେତେକ ସାମାଜିକ ଅସାଧୁ ବ୍ୟକ୍ତି ।ଯେଉଁ ମାନେ କି ଏହି ପ୍ରେମି ଯୁଗଳ ଙ୍କୁ ରୋମାନ୍ସ କରୁଥିବା ର ଦେଖି ତାଙ୍କର ଭିଡ଼ିଓ ରେକର୍ଡ କରିଥିଲେ ଏବଂ ପରେ ଏହି ରେକର୍ଡ କରିଥିବା ଭିଡ଼ିଓ ଟୀକୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ। ଖାଲି ଏତିକି ନୁହେଁ ବରଂ ସେମାନେ ଏହି ଭିଡ଼ିଓ ରେକର୍ଡ ଦେଖି ସେହି ଦୁଇ ପ୍ରେମି ଯୁଗକ ଙ୍କୁ ତଥା ସେହି ଝିଅ ଓ ପୁଅ ଟୀକୁ ବହୁତ ହଇରାଣ କରିଥିଲେ ।ତାଙ୍କୁ ଖରାପ ଭାଷା ରେ ଗାଳିଗୁଲଜ କରିବା ସହ ତାଙ୍କ ପରିବାର କୁ ଏହି ଭିଡ଼ିଓ ଦେଖାଇବେ ବୋଲି ମଧ୍ୟ ଧମକ ଦେଉଥିଲେ ।ତେଣୁ ଆଧୁନିକ ପ୍ରେମୀ ଯୁଗଳ ଙ୍କୁ ସାବଧାନ ଓ ସତର୍କ ରହିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।