Odia Serial Actress – ଜାଣନ୍ତୁ ବୋଧୁ ସିରିଏଲ୍ ରେ ଅଭିନୟ କରୁଥିବା ଆନି କଣ କରୁଛନ୍ତି ଏବେ? କ’ଣ ପାଇଁ ଅଭିନୟ ଜଗତରୁ ନେଲେ ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆଜି ଆମେ ଆପଣଙ୍କୁ ସିରିଏଲ୍ ଜଗତ ର ଜଣେ ନାୟିକା ଙ୍କ ବିଷୟରେ ଜଣାଇବୁ। ତାଙ୍କ ରିଅଲ ଲାଇଫ ରେ ସେ କଣ ତାଙ୍କର ପରିବାର କିଏ ଏହି ସବୁ ବିଷୟ ରେ ଜଣାଇବୁ।

ଜି ସାର୍ଥକ ରେ ପ୍ରସାରିତ ସମସ୍ତ ମେଗା ଧାରାବାହିକ ଶୀରିଆଲ ଗୁଡ଼ିକୁ ଆପଣ ମାନେ ଜାଣି ଥିବେ। ତା ମଧ୍ୟ ରୁ ଆପଣ ମାନେ ବଧୂ ସୀରିଏଲ୍ ର ଆନି କୁ ଭଲ ଭାବେ ଜାଣିଥିବେ।ତେବେ ଅଭିନେତ୍ରୀ ଆନୀ ଙ୍କ ପ୍ରକୃତ ନାମ ମଧୁସ୍ମିତା ପ୍ରଧାନ,ସେ ଜି ସାର୍ଥକ ରେ ପ୍ରସାରିତ ବଧୂ ସିରିଏଲ୍ ରେ କାମ କରୁଥିଲେ। ଗତ ଦୁଇ ବର୍ଷ ହେବ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ଛନ୍ତି।

ନିକଟ ରେ ତାଙ୍କ ପୁଅ ର ଜନ୍ମ ଦିନ ଥିବାରୁ ବେଶ୍ ଧୁମ୍ ଧାମରେ ପାଳି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ନିଜ ସ୍ବାମୀ ଓ ପରିବାର ଙ୍କ ସହ ବର୍ତ୍ତମାନ ଭୁବନେଶ୍ୱର ରେ ରହୁଛନ୍ତି। ତାଙ୍କ ସ୍ବାମୀ ଜଣେ ଇଞ୍ଜନିୟର ଅଟନ୍ତି।ତେବେ ତାଙ୍କର ଜବରଦସ୍ତ ଅକ୍ଟିନ୍ କୁ ଆପଣ ଟିଭି ର ପଛ ପରଦା ରେ ଦେଖିଥିବେ।

ସୁନ୍ଦରତା ରେ ଯେମିତି ଓ ଅଭିନୟ ରେ ମଧ୍ୟ ସେତିକି ନିପୁଣ। ନିଜ ଅଭିନୟ ଜରିଆରେ ଖୁବ୍ ଶୀଘ୍ର ଦର୍ଶକ ଙ୍କ ପ୍ରିୟ ହୋଇ ପାରିଥିଲେ। ନିଜ ସ୍ବାମୀ ଙ୍କ ସହ ବେଶ୍ ଖୁସି ରେ ଦିନ କାଟୁଛନ୍ତି। ପରିବାର କହିଲେ ସ୍ବାମୀ,ଶାଶୁ, ଶ୍ୱଶୁର ଓ କୁନି ପୁଅ ଟିଏ। ବିବାହ ପରେ ଆକ୍ତିଙ୍ଗ ରୁ ଅବସର ନେଇଛନ୍ତି। କିଛି ଦିନ ହେବ ତାଙ୍କୁ ଆଉ ଟିଭି ର ପଛ ପରଦା ରେ ଆଉ ଦେଖିବାକୁ ମିଳି ନାହିଁ। ନିଜ ପରିବାର ସହ ବେଶ୍ ଖୁସି ରେ ରହୁଛନ୍ତି ବୋଲି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଆନି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।