ଦେଖନ୍ତୁ ଭିଡିଓ ! ଭାଇରାଲ ହେଲା ଏହି କୁନି ଝିଅର ପୁଚୁକି ଗାଲି ଗୀତ ! ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ …..ଗୀତଟି ଭଲ ଲାଗିଲେ ନିଶ୍ଚିତ ସେୟାର କରିବେ…..

ମଣିଷ ଜୀବନ କୁ ଭିନ୍ନ ପ୍ରକ୍ରିୟା ଦ୍ଵାରା ଚିତ୍ରଣ କରିଥାଏ ଚଳଚ୍ଚିତ୍ର ଯାହାକୁ ଆମେ ସିନେମା ବୋଲି କହିଥାଉ। ସିନେମା ଦେଖିବା ପିଲା ଙ୍କ ଠୁ ବୃଦ୍ଧ ଯାଏ ସମସ୍ତ ଙ୍କ ପସନ୍ଦ। ସିନେମା ଯେତିକି ପସନ୍ଦ ଥାଏ ତ ଠୁ ଅଧିକ ଥାଏ ସିନେମା ର ଗୀତ। ସିନେମା ଦେଖି ସାରିବା ପରେ ସେଥିରେ ଥିବା ଗୀତ ଆମେ କିଛି ଦିନ ପର୍ଯ୍ୟନ୍ତ ଗୁଣୁ ଗୁଣୀ ହେଇ ଥାଉ।ଆଉ ଆପଣ ମାନେ ଯଦି ଦଶକ ର ଦର୍ଶକ ହୋଇ ଥିବେ ତେବେ ଆପଣ ମାନେ ପ୍ରାୟତଃ ସେ ସମୟ ର ଏଭର୍ ଗ୍ରୀନ ଗୀତ ସହ ଖୁବ୍ ଜଡ଼ିତ ହୋଇ ଥିବେ। ସେହି ସବୁ ଗୀତ ଆଜି ର ମଡଅର୍ଣ ଦୁନିଆରେ ତାର ଅସ୍ଥିତ୍ଵ ହରାଇନି।

ତେବେ ସେହି ସମୟ ରେ ସିନ୍ଧାନ୍ତ ମହାପାତ୍ର ଙ୍କ ଫିଲ୍ମ୍ ବେଶ୍ ହିଟ୍ ହେଉଥିଲା । ଫିଲ୍ମ୍ ର ଗୀତ ସବୁ ବେଶ୍ ନିଆରା।ତେବେ ସେଥିରୁ ଗୋଟିଏ ଗୀତ “ପୁଚୁକି ଗାଲି ଫେସନ ବାଲି।”ଏହାକୁ ଆପଣ ମାନେ ନିଶ୍ଚୟ ଶୁଣି ଥିବେ।ତେବେ ଏହା ଦର୍ଶକ ମାନଙ୍କ ମନକୁ ବେଶ୍ ଛୁଇଁ ଥିଲା।

ବର୍ତ୍ତମାନ ଆଉ ସେପରି ଗୀତ ଶୁଣିବାକୁ ମିଳୁ ନାହିଁ। ତେଣୁ ଲୋକ ମାନେ ଓଡ଼ିଆ ଗୀତା ପ୍ରତି ଆକର୍ଷିତ ନା ହୋଇ ହିନ୍ଦୀ ଗୀତ ପ୍ରତି ଆକର୍ଷିତ ହେଉଛନ୍ତି। ତେବେ ବର୍ତ୍ତମାନ ପୀଢ଼ି ମାନଙ୍କ ଠୁ ପୁରୁଣା ଗୀତ ଶୁଣିବା ବହୁତ୍ କମ । ହେଲେ ଏହାର ଏକ ଉଦାହରଣ ଆମେ ଦେଖିବାକୁ ପାଇଛୁ। ଏକ କୁନି ପିଲା ଟି ଓଡ଼ିଆ ଗୀତ କୁ ବୋଲୁ ଥିବା ବେଳେ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦିଆ ଯାଇଛି। ଏହା ବହୁ ମାତ୍ରା ରେ ଭାଇରାଲ୍ ହେବାରେ ଲାଗିଛି।ଯାହାକୁ ଦେଖିଲେ ବହୁତ୍ ଖୁସି ଲାଗୁଛି। ଏକ ନିଆରା ଢଙ୍ଗରେ ରେ ଗୀତ ଟି କୁ ବୋଲିଛନ୍ତି ସେ କୁନି ପିଲାଟି।

ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ବର୍ତ୍ତମାନ ଏହି ଶିଶୁ କଳାକାର। ପୁରୁଣା ଗୀତ ଟିକୁ ଜୀବନ୍ତ କରିବା ସହ ସମସ୍ତଙ୍କୁ ପୁଣି ଟାଣି ନେଇଛନ୍ତି ସେଇ ଦୁନିଆ କୁ। ଖୁବ୍ ସୁନ୍ଦର ସ୍ୱର ରେ ଗୀତ ଟି କୁ ବୋଲୁ ଛନ୍ତି କୁନି ଝିଅ। ଏହା ଶୁଣିବା ମାତ୍ରେ ମନରେ ଏକ ଉତ୍ସାହ ଜାଗି ଉଠିଛି। ତେବେ ଆପଣ ମାନେ ତାହାର ଏହି ଭିଡ଼ିଓ କୁ ଦେଖିବେ କୁନି କୁନି ଓଠରେ ପଦ ରେ ପଦ ଲଗାଇ ପୂଚୁକି ଗାଲୀ ,ଫେସନ ବାଲି ,ଚାଲି ତୋ ବମ୍ୱେ ଦିଲ୍ଲୀ ମୋ ବୋପାଲୋ….. ସୁନ୍ଦର ଭାବରେ ଗାଇଛନ୍ତି।

ଏହି ଗୀତ ଟି ୯୦ ମସିହା ଓଡ଼ିଆ ସିନେମା ର ଗୀତ ଯେଉଁ ଥିରେ ଅଭିନୟ କରିଥିଲେ ସିନ୍ଧାନ୍ତ ମହାପାତ୍ର। ସେତେବେଳ ପ୍ରତ୍ୟେକ ଗୀତ ଦର୍ଶକ ଙ୍କ ମନକୁ ଛୁଇଁଲା ଭଳି ହେଉଥିଲା। ଶୁଦ୍ଧ ଭାଷା ଓ ଶବ୍ଦ ଦେଇ ତିଆରି ମଧ୍ୟ କରା ଯାଉଥିଲା। ଯାହା ଶୁଣିବାକୁ ଭଲ ଲାଗୁଥିଲା ଓ ମନୋରଞ୍ଜନ କାରୀ ମଧ୍ୟ ଥିଲା। ତେବେ କୁନି ପିଲା ଟି ର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ସହ ଲାଇକ ମଧ୍ୟ ମିଳୁଛି। ଦର୍ଶକ ଙ୍କ ଠୁ ଭଲ ପ୍ରତିକ୍ରିୟା ମଧ୍ୟ ପାଇ ପାରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।