ନବୀନ ସରକାରଙ୍କ ବଡ ନିଷ୍ପତି ! ନଭେମ୍ବର ୩୦ ଯାଏଁ ଲକଡାଉନ, ଜାରିହେଲା ଗାଇଡଲାଇନ୍ ,ଜାଣନ୍ତୁ କଣ ଖୋଲା କଣ ରହିବ ବନ୍ଦ ?

0

ଏବେ ସାରା ବିଶ୍ୱରେ କୋରୋନା ଭଳି ମାରାତ୍ମକ ରୋଗ ବ୍ୟାପି ସାରିଲାଣି,ତେଣୁ ସବୁ ଦେଶରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି, ଯାହା ଦ୍ୱାରା ଏବେ ସାରା ଦେଶ ରେ କୋରୋନା ପାଇଁ ଅନେକ କ୍ଷତି ହୋଇ ଗଲାଣି। ଏହି ରୋଗ ପାଇଁ ଦେଶ ରେ ଅନେକ ଲୋକ ପୋକ ମାଛି ପରି ମରିବାକୁ ଲାଗିଛନ୍ତି,ହେଲେ ଏହାକୁ ରୋକିବା ପାଇଁ କିଛି ଔଷଧ ଓ ଟୀକା ବାହାରି ନାହିଁ, ଆଉ ଡାକ୍ତର ମାନେ ମଧ୍ୟ ଏହାର ଚିକିତ୍ସା କରିବାର ଉପାୟ ଜାଣି ନାହାନ୍ତି। ତେଣୁ ଏହାର ପ୍ରତିକାର ବାହାର କରା ଯାଇ ପାରୁ ନାହିଁ।


ସରକାର ଏହାକୁ କିଛି ପରିମାଣରେ ରୋକିବା ପାଇଁ ସାରା ଦେଶ ରେ ଲକ ଡାଉନ ଘୋଷଣା କରିଥିଲେ। ଏବଂ ଏହି ଲକ ଡାଉନ ପାଇଁ ସବୁ କିଛି ବନ୍ଦ ରହି ଥିଲା।ସ୍କୁଲ , କୋଲେଜ୍ , ଅଫିସ , ସରକାରୀ କାର୍ଯ୍ୟାଳୟ , ରାସ୍ତା ଘାଟ , ବଜାର, ମନ୍ଦିର ଅଦି ଅନେକ ସ୍ଥାନ ବନ୍ଦ ରହି ଥିଲା,ତେଣୁ ଏହା ପାଇଁ ସବୁ ଲୋକ ବହୁତ ଅସୁବିଧା ରେ ସମୁଖୀନ ହୋଇଛନ୍ତି। ଦେଶ ରେ ଅର୍ଥନୈତିକ ଅବସ୍ଥା ମଧ୍ୟ ବହୁତ ତଳ କୁ ଚାଲି ଯାଇଛି, ତେଣୁ ସରକାର ତାକୁ ଠିକ କରିବା ପାଇଁ ଦେଶ ରେ ଅନଲକ୍ ଜରିଆରେ ସବୁ କିଛି ଖୋଲିବା ରେ ବ୍ୟବସ୍ଥା କରୁଛନ୍ତି। ତେବେ ଏହି ଅନଲକ୍ ଜୁନ ମାସ ରୁ ଆରମ୍ଭ ହେଲାଣି,ଏହା ଦ୍ୱାରା ଅନେକ କିଛି ଖୋଲି ଗଲାଣି । ତେବେ ଏହା ପରେ ସରକାର କର୍ମଚାରୀ ମାନଙ୍କ ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି। ତେବେ ଆସନ୍ତୁ ଜାଣିବା ଜାରି ହୋଇ ଥିବା ନୂଆ ନିୟମ ଟି କଣ।


ତେବେ ସରକାର ଏବେ ଅନ ଲୋକ ୬ ପ୍ରକ୍ରିୟା ଜାରି ହୋଇଛି। ଏଥିରେ ମଧ୍ୟ ଅନେକ କିଛି ଖୋଲିବା ର ବ୍ଯବସ୍ଥା ରହିଛି ,ତେବେ ଏହି ଗାଇଡ଼ଲାଇନ୍ ନଭେମ୍ବର୍ ୩୦ ଯାଏ ଲାଗୁ ହେବ।
*ତେବେ କଣ୍ଟେନ୍ମେଣ୍ଟ ଜୋନ ରେ ଲକ ଡାଉନ ବଳବତ ରହିବ ନଭେମ୍ୱର ୩୦ ଯାଏ।

*ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରହିବ।

*ଗାଇଡ଼ଲାଇନ୍ ଅନୁସାରେ ୯ମ ରୁ ଦ୍ଵାଦଶ ଶ୍ରେଣୀ କୁ ଛାଡି ଅନ୍ୟ ଶ୍ରେଣୀ ଗୁଡିକ ନଭେମ୍ୱର ୩୦ ଯାଏ ବନ୍ଦ ରହିବ। ତେବେ ୯ ମ୍ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ଗୁଡିକ ନଭେମ୍ୱର ୧୬ ରୁ ଖୋଲିବ ସ୍କୁଲ୍ ଓ କଲେଜ,ଏଥି ପାଇଁ ଆସିବ ଏସଓପି ।

* ନଭେମ୍ୱର ୧୬ ଯାଏ ମନ୍ଦିର , ସୁଇମିଙ୍ଗ୍ ପୁଲ , ପାର୍କ , ସିନେମା ହଲ ଆଦି ବନ୍ଦ ରହିବ। ନଭେମ୍ବର୍ ୧୬ ପରେ ଖୋଲିବ ଏହି ସବୁ।

* ବିବାହ ରେ ୨୦୦ ଜଣ ଓ ମୃତାହ ରେ ୫୦ ଜଣ ସାମିଲ ହୋଇ ପାରିବେ,ଆଉ ସାଂସ୍କୃତିକ , ରାଜନୀତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ତେବେ ସରକାର ଙ୍କର ଏହି ନୂତନ ଗାଇଡ଼ଲାଇନ୍ କୁ ସବୁ ମାନିବା ନିହାତି ଆବଶ୍ୟକ । ସମସ୍ତେ ଏକ ହୋଇ କାର୍ଯ୍ୟ କରିଲେ କୋରୋନା ର ହେଉଥିବା ଆକ୍ରାନ୍ତ ସଂଖ୍ୟା କିଛି କମି ଯିବ। ତେବେ ଏହା କୁ ସବୁ ମାନିବ ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।