ଶୁଣନ୍ତୁ ଏହି ଭାଇରାଲ୍ ହେଉଥିବା ବିଜେଡି ନେତାଙ୍କର Audio call ବିଜେଡି ନାଁରେ ବଟି ଆଦାୟର ସାଙ୍ଘାତିକ ଅଭିଯୋଗ ଏହାକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ

0

ଆମେ ମାନେ ପ୍ରଥମେ ଆମର ସରକାର ଙ୍କ ଉପରେ ବିଶ୍ୱାସ କରି ଆମର ପ୍ରାର୍ଥୀ ଚୟନ କରୁ। ଗଣତନ୍ତ୍ର ଶାସନ ରେ ଆମେ ଆମକୁ ସମସ୍ତ କାର୍ଯ୍ୟ ରେ ତଦାରଖ କରିବା ପାଇଁ ଆମର ଜଣେ ଉପଯୁକ୍ତ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଜୟ ଯୁକ୍ତ କରୁ,କିନ୍ତୁ କୋଥା ରେ ଅଛି ଭଦ୍ର ମୁଖା ତଳେ ମଣିଷ ର ବହୁତ୍ ଅଭଦ୍ର ଚେହେରା ଲୁଚି ରହିଥାଏ ।

ଯେତେବେଳେ ଆମେ ପ୍ରାର୍ଥୀ ଚୟନ କରୁ ସେତେବେଳେ ଆମେ ସେଇ ପ୍ରାର୍ଥୀ ମାନଙ୍କ ର କହିବା କଥା ଉପରେ ବିଶ୍ୱାସ କରି ସେଇ କାର୍ଯ୍ୟ କରିଥାଉ ।କୁହନ୍ତି କି କାଳ ମୁଣ୍ଡି କୁ ବିଶ୍ୱାସ ନାହି ଏହା ତା ସମସ୍ତେ ଜାଣିଛନ୍ତି ।ଏ ସବୁ କଥା କହିବାର ତାତ୍ପର୍ଯ୍ୟ ହଉଚି କି ଗୋଟେ କଲ୍ ର ଭଏସ୍ ରେକର୍ଡିଂ ଭାଇରାଲ୍ ହବାରେ ଲାଗିଚି ,ସେ ହେଉଛନ୍ତି କିଏ !କଣ ଜଣେ ବିଜେଡି ପ୍ରାର୍ଥୀ ବଟି ଆଦାୟ କରୁଛନ୍ତି !

ବିଜେଡି ନା ରେ ବଟି ଆଦାୟ ର ସାଙ୍ଘାତିକ ଅଭିଯୋଗ ଶୁଣିବା ପାଇଁ ମିଳିଛି । ଅଭିଯୋଗ ସତ ଥିଲେ ସାଙ୍ଘାତିକ ଭାଇରାଲ୍ ହେଉଥିବା ଓଡିଓ କେଉଁ ବିଜେଡି ନେତାଙ୍କର….ଆଉ ବଟି ଦେଉଥିବା କେଶବ ବାବୁ କିଏ ? ନଜର ପକାନ୍ତୁ ଏହି ଭାଇରାଲ୍ ଓଡିଓ ଉପରେ ସୁନ୍ଦରଗଡରେ ହେବାକୁ ଥିବା ସମାବେଶ ପାଇଁ ଓଡିଓରେ କେମିତି ଚାଲିଛି କଥାବାର୍ତ୍ତା।

ତଥ୍ୟ ଅନୁସାରେ ଯାହା ଜଣା ପଡ଼ୁଛି ସୁନ୍ଦରଗଡ଼ ରେ ହବା କୁ ଥିବା ସମାବେଶ ପାଇଁ ଓଡ଼ିଓ ରେ କେମିତି ଚାଲିଚି ବଟି ଆଦାୟ ।ଗୋଟେ ପୋଟେ ଅଛନ୍ତି ଷ୍ଟେଟ ୟୁଥ୍ ବିଜେଡି ଅଫିସର୍ ଆଉ ଗୋଟେ ପଟେ କଣ ଜଣେ ସରକାରୀ ଅଫିସର କେଶବ ବାବୁ ।ତେବେ ଚାଲନ୍ତୁ କଣ ଚାଲିଚି କଥା ବାର୍ତ୍ତା ତ ଉପରେ ନଜର ପକାଇବା ।ବିଜେଡି ପ୍ରାର୍ଥୀ ଜଣେ କହୁଛନ୍ତି ସରକାରୀ ବାବୁ ଙ୍କୁ ଆପଣଙ୍କର କଉ ଗାଁ କୁ ଟ୍ରଂସ୍ଫର୍ ହେଇଚି ।

ସରକାରୀ ବାବୁ ଜଣଙ୍କ କହୁଛନ୍ତି ହଁ ଆଜ୍ଞା । ତା ପରେ ସେଇ ବିଜେଡି ନେତା ଜଣଙ୍କ କହୁଛନ୍ତି ଆପଣ କେଶିଗାଁ ରହୁଛନ୍ତି କଣ ବିଜେଡି ପିଲା ମାନଙ୍କୁ ସାହାଯ୍ୟ କରୁନାହାନ୍ତି ।ଯେତେବେଳେ ସରକାରୀ ବାବୁ ଜଣଙ୍କ ଏ ସବୁ କଥା କୁ ସଠିକ୍ ଭାବରେ ଶୁଣି ପରୁ ନାହାନ୍ତି ସେ ପୁଣି ସେଇ କଥା କୁ ଆଉ ଥରେ କହୁଛନ୍ତି ଏବଂ ଆପଣଙ୍କ ଘର କେସିଙ୍ଗା ରେ ତ ।ସେଇ ସରକାରୀ ବାବୁଜନକ ନମ୍ର ଭାବରେ ଆଜ୍ଞା କହୁଛନ୍ତି ।

ତା ପରେ ପରେ ଜଣଙ୍କୁ ଧମ୍ କେଇବା ଭଳି କହୁଛନ୍ତି ସେଇ ବିଜେଡି ନେତା କି ତୁମର ସମସ୍ତ ଡାଟା ଆମ ପାଖରେ ଅଛି ।ଯେମିତି ବଟି ନଦେଲେ ଆମେ ତୁମ ଘରେ ପହଞ୍ଚି ବହୁତ୍ କିଛି କରିଦେବୁ ସେମିତି କହୁଛନ୍ତି ।ବିଜେଡି କର୍ମୀ କହୁଛନ୍ତି ସୁନ୍ଦରଗଡ଼ ର ଗୋଟେ ବିଜେଡି ପ୍ରୋଗ୍ରାମ ଅଛି ତାଙ୍କୁ ଗାଡ଼ି ଏକା ନହେଲେ ଲକ୍ଷେ ଟଙ୍କା ଦିଅନ୍ତୁ ।ତ ପରେ ପରେ ପୁଣି କହୁଛନ୍ତି କଥା ଟିକୁ ଭିତରେ ଭିତରେ ରଖନ୍ତି ।କାହିଁକି ପ୍ରକଟ କରୁଛନ୍ତି ।ପୁଣି କହୁଛନ୍ତି ନା ମନା ଶର୍ମା ଙ୍କୁ କହିବି ।ପୁଣି କହୁଛନ୍ତି କି ମୁ ଫେବୃଆରୀ ର ପହିଲା ରୁ ଗୋଟେ ପିଲା ପୋଠେଇବି ପଇସା ଦେବେ ।କଣ ଏହା ବଟି ଆଦାୟ ନୁହ ?ଏ ସ୍ଥାନ ରେ ସରକାରୀ ଅଫିସର ଙ୍କୁ ବାଧ୍ୟ ତ ମୂଳକ ବଟି ଆଦାୟ ଯାଉଥିବାର ଖବର ଆସିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।