ଏମିତି ଜଣେ ମହାନ୍ ବାପା ଙ୍କୁ କଉଠି ଭି ଦେଖି ନଥିବେ ଯିଏ କି ଏକ ସାଙ୍ଗ ରେ ଗୋଟେ ବାପା ଆଉ ଗୋଟେ ଅଫିସର୍ ର କର୍ତ୍ତବ୍ୟ ଲିଭାଉଛନ୍ତି , ଏହି ବାପାଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ

0

କଥାରେ ଅଛି ମାଆ ଟି ଛୁଆ ଟିର ପେଟରେ ରହିବ ଦିନ ଠୁ ଜନ୍ମ ପରେ ମଧ୍ୟ ତାର ଲାଳନ ପାଳନ କରିଥାଏ ।ଗୋଟେ ମାଆ ର ଏଇଟା ହିଁ ପ୍ରମୁଖ କର୍ତ୍ତବ୍ୟ । ଛୁଆ ଟିର ସମ୍ପୂର୍ଣ ଦାୟିତ୍ଵ ସେଇ ମାଆ ଆଉ ବାପା ଙ୍କ ଉପରେ ନ୍ୟସ୍ତ ଥାଏ ।କିନ୍ତୁ ଏ କଥା ଟି ଜାଣିଛନ୍ତି ଯେତେବେଳେ ଗୋଟେ ମାଆ ତା ଛୁଆ କୁ ଗର୍ଭ ରେ ଧରିଥାଏ ସେତେବେଳେ ସେ ତା ପାଇଁ ବହୁତ୍ କିଛି ସ୍ବପ୍ନ ଦେଖି ଥାଏ ହେଲେ ଗୋଟେ ବାପା ମନରେ ବହୁତ୍ କିଛି ସ୍ବପ୍ନ ଥାଏ କି ସେ ତାଙ୍କ ପୁଅ ହଉ ବା ଝିଅ ତ ନାମ କଣ ରଖିବେ ।

ତାଙ୍କ ଛୁଆ ବଡ଼ ହେଲେ କଣ ହେବ ଏମିତି ବହୁତ୍ ସ୍ବପ୍ନ ସେଇ ବାପା ମା ମାନେ ଦେଖିଥାନ୍ତି,କିନ୍ତୁ ଗୋଟିଏ ଛୁଆ ଟି ତା ଜୀବନ ରେ କେତେଦୂର ଆଗେଇଯିବ ତାହା ସେଇ ବାପା ଆଉ ମାଆ ଙ୍କ ଦାୟିତ୍ଵ ଉପରେ ନିର୍ଭର କରେ ।

ଆଜି ଏ ସବୁ କହିବାର କାରଣ ହଉଚି ଆମ ପାଖରେ ଏମିତି ଗୋଟେ ଭିଡିଓ ଆସି ଲାଗିଚି ଯାହା ଆପଣ ମାନଙ୍କ ଆଖିରେ ପାଣି ଆଣିଦେବ,ଆଉ ଆପଣ ମାନେ ଏଇଆ ମାନିବା ପାଇଁ ବାଧ୍ୟ ହେଇଯିବେ କି ଗୋଟିଏ ମାଆ ତାର ଛୁଆ ପାଇଁ ଯେତିକି ନିଜକୁ ତ୍ୟାଗ କରିଥାଏ ସେମିତି ଭି ଗୋଟେ ବାପା ଭି କରି ଥାଏ ।ଆଜି ଜଣେ ପ୍ରଫେସର ତାଙ୍କ ଛୋଟ ଜନ୍ମ ଯାଇଥିବା ଛୁଆ ଟିକୁ କୋଳ ରେ ଧରି ପିଲା ମାନଙ୍କୁ ପାଠ ପଢ଼ାଉ ଥିବାର ଦେଖିବାକୁ ମିଳିଛି ।

ଜାଣିଛନ୍ତି ଏପରି ଜଣେ ମହାନ୍ ବ୍ୟକ୍ତି ଙ୍କ ଆଗରେ ଆମ ମାନଙ୍କ ମୁଣ୍ଡ ନଇ ଯାଉଚି ।ସେ ଏକ ସମୟ ରେ ନିଜ ପିଲା ର ଯତ୍ନ ନେବା ସହ ଗୋଟେ ବିଶିଷ୍ଟ ଗୁରୁ ର ଭି କର୍ତ୍ତବ୍ୟ କରୁଛନ୍ତି ।ସତରେ ଏମିତି ମାନବ ରୂପି ଶ୍ରେଷ୍ଠ ଲୋକ ଭଗବାନ ବହୁତ୍ କମ୍ ଦେଇଥାନ୍ତି ।


ସେ ଏମିତି କରିବାର କାରଣ ବହୁତ୍ ଦୁଃଖିତ ଘଟଣା ରହିଛି ।ଯେତେବେଳେ ତାଙ୍କ ପିଲା ଟି ଜନ୍ମ ହଉଥିଲା ।ସେତେବେଳେ ତାଙ୍କ ମାଆ ତାଙ୍କୁ ଏ ଦୁନିଆରୁ ଛାଡି ଆରେ ଦୁନିଆ କୁ ଚାଲିଯାଇଥିଲେ ।ସେବେ ଠୁ ଏ ମହାନ୍ ବାପା ଜଣଙ୍କ ସେ ଛୁଆ ଟିର ଭରଣ ପୋଷଣ ଗୋଟେ ମାଆ ପରି ଚାଲିଛନ୍ତି ।ଏ ସବୁ ବହୁତ୍ କାମ ଲୋକ ଙ୍କ ଦ୍ଵାରା ହେଇଥାଏ,କିନ୍ତୁ ଏ ଅଫିସର୍ ଜଣକ ଏହା କରିଦେଖେଇ ଦେଲେ ।ଆଜି କାଲି କ ଲୋକ ଜଣକ ର ସ୍ତ୍ରୀ ଚାଲିଗଲେ ଅନ୍ୟ ଜଣକୁ ବିବାହ କରିଦେଉଛନ୍ତି,କିନ୍ତୁ ଏ ବାବୁ ଜଣକ ଏମିତି କିଛି ନ କରି ପିଲା ଟିକୁ ନିଜ ଦୃଷ୍ଟି ଆଜିର ରଖିବା ପାଇଁ ଗୋଟେ ମାଆ ପରି ନିଜ ସହ ଅଫିସ କୁ ନେଇ ଯାଉଛନ୍ତି ।

ଆମେ ମାନେ ଏମିତି ବହୁତ୍ ମା ମାନେ କରିଥିବାର ବହୁତ୍ ଭିଡିଓ ମାନଙ୍କରେ ଦେଖିଥାଉ କିନ୍ତୁ ଏମିତି ଏକ ବିଶିଷ୍ଟ କାମ ଜଣେ ବାପା କରିବାର ପ୍ରଥମ ଥର ପାଇଁ ଦେଖୁଚୁ ।ସେ ବିଶିଷ୍ଟ ବ୍ୟକ୍ତି ଜଣକ ହେଉଛନ୍ତି ଏୱାନିଶ ଶର୍ମା ଜଣେ ଆଇଏଏସ ଅଫିସର୍ ।ସତରେ ଯଦି କାହାକୁ ରିଆଲ୍ ହିରୋ କହିବାର ଥାଏ ନା ସେ ହେଉଛନ୍ତି ଏ ବ୍ୟକ୍ତି ।ତାଙ୍କ କାମ ଆଜିର ଆମେ ମୁଣ୍ଡ ନୁଆହଉଛୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।