ଦେଖନ୍ତୁ ଭିଡ଼ିଓ – ଓଃ କି ମସ୍ତି ! ସ୍ୱାମୀ ସହ ଚିଲିକା ବୁଲିବା ସମୟରେ କରୁଥିଲେ ଏହି ସବୁ କାର୍ଯ୍ୟ , ଯାଇ ଦେଖନ୍ତୁ କ’ଣ କଲେ ଅଭିନେତ୍ରୀ ଝିଲିକ…

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପ୍ରେମ , ବିବାହ , ପୋଷାକ ପତ୍ର ତଥା ନିଜର ସାମଜ ପ୍ରତି ଥିବା ଭଲପାଇବାକୁ ଦେଖାଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଆପଣ ମାନେ ଜଣିଛନ୍ତି ଯେ ବର୍ତ୍ତମାନ ବଲିଉଡର ଅଭିନେତା ସୋନୁ ସୁଦ ଲୋକଡାଉନ ସମୟରେ ଲୋକମାନଙ୍କୁ ବିଭିନ୍ନ ପ୍ରକରର ସହାୟତା ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି ।

ସେହିପରି ଆମ ଓଡିଶାର ଜଣେ ଅଭିନେତ୍ରୀ ଙ୍କର ଆମ ଓଡ଼ିଶା ପ୍ରତିଥିବା ଭଲପାଇବା ଓ ସଂମାନ ବିଷୟରେ ସେ ଏକ ସୋ ରେ କହିଥିଲେ ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବରେ ଲାଗିଛି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଜଣେ ଓଲିଉଡ କଳାକାର ଙ୍କର ବିଷୟରେ ଜାଣେଇବୁ ।

ଉଲେକ୍ଷ୍ୟଯୋଗ୍ୟ ଯେ , ଓଲିଉଡ ସିନେମା ଜଗତରେ ଅଭିନେତ୍ରୀ ଝିଲିକ ଙ୍କୁ ଓଲିଉଡ ର ବେଙ୍ଗଲୀ କୁଇନ ବୋଲି ସମ୍ବଧନ କରାଯାଇଥାଏ । କାରଣ ସେ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ମଧୁର ଏବଂ ମୋନମୋହିତ । ତେବେ ନିଜର କଳାକାର ଦୁନିଆଁ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଝିଲିକ ନିଜର ନମ୍ରତା ଏବଂ ନିଜର ବେଶ ପୋଷକ କୁ ନେଇ ଓଡ଼ିଶା ରେ ଖୁବ ପ୍ରସିଦ୍ଧ ଯଦିଓ ସେ ଓଡ଼ିଆ ର ବାସିନ୍ଦା ନୁହନ୍ତି ।

ତେବେ କିଛି ଦିନ ପୂର୍ବରୁ ସେ ଜଣେ ଯୁବକଙ୍କ ସହ ବୈବାହିକ ଜୀବନରେ ବାନ୍ଧି ହୋଇଥିଲେ ଯାହାର ଭିଡ଼ିଓ ଓ ଫୋଟ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାର ଜଣାପଡିଥିଲା । ତେବେ ତାଙ୍କର ସ୍ୱାମୀ ଙ୍କର ନାମ ହେଉଛି ପ୍ରତିରଞ୍ଜନ ଘୋଡେଇ ଯିଏକି ଜଣେ ବିଧାୟକ ଅଟନ୍ତି ।

ତେବେ ତାଙ୍କର ବର୍ତ୍ତମାନ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ ସେ ପ୍ରଥମ ଥର ପାଇଁ ସ୍ଵାମୀ ଙ୍କ ସହ ଚିଲିକା ବୁଲିବାକୁ ଯାଇଛନ୍ତି ବୋଲି ଜଣାଯାଉଛି। ତେବେ ସେହି ଭିଡ଼ିଓ ରେ ଜଣାଯାଇଛି ଯେ ସେ ଚିଲିକା ରେ ବୁଲିବା ସମୟ ରେ ସେଠାକାର ପକ୍ଷୀ ମାନଙ୍କୁ ଖାଇବାକୁ ଦେଉଛନ୍ତି ଏବଂ ଖୁବ ମଜା ମସ୍ତି କରୁଛନ୍ତି ନିଜ ସ୍ଵାମୀ ଙ୍କ ସହ ।ଆହୁରି ମଧ୍ୟ ଦେଖାଯାଇଛି ଯେ ସେ ଚିଲିକା ରେ ଜଣେ ମାଛ ଧରୁଥିବା ବ୍ୟକ୍ତି ଙ୍କ ସହ କଥାବାର୍ତ୍ତା କରି ତାଙ୍କର ମାଛଧରା ଜାଲ ଆଣି ମାଛ ଧରିଛନ୍ତି ।

ତେବେ ବିବାହ କରିବା ପରେ ଏହା ତାଙ୍କର ସ୍ୱାମୀ ଙ୍କ ସହ ପ୍ରଥମ ପିକନିକ ବୋଲି ଜଣାଯାଇଛି। ତେବେ ବିବାହ ପୂର୍ବରୁ ସେ ଓଡ଼ିଶାର ଲୋକ ମାନଙ୍କୁ ବହୁତ ସୁପରହିଟ ଫିଲ୍ମ ଦେଇଆସିଛନ୍ତି। ତେବେ ବିବାହ ପରେ ସେ କୌଣସି ଫିଲ୍ମ କରିନାହାନ୍ତି। କିନ୍ତୁ କିଛି ଦିନେ ତଳେ ତାଙ୍କୁ ଏକ ରାଜନୈତିକ ସମିଳନୀ ରେ ଦେଖିବାକୁ ମିଳୁଥିଲା ।ତେବେ ଜଣାଯାଉଛି ଯେ ଝିଲିକ ଏବେ ରାଜନୀତି ରେ ପାଦ ଦେବାକୁ ଯାଉଛନ୍ତି ଏବଂ ନିଜ ପରିବାର ର ସମସ୍ତେ ରାଜନୀତି ରେ ଜଡିତ ଥିବାରୁ ସେ ମଧ୍ୟ ପରିବାର କୁ ସମର୍ଥନ କରିପାରନ୍ତି। କିନ୍ତୁ ଏନେଇ କୌଣସି ସଠିକ ସୂଚନା ମିଳିନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।