ମାଳିକା ଭବିଷ୍ୟବାଣୀ ! ମୋଦି ଙ୍କ ଖେଳ ଖାତମ, ମିଳିଗଲେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…ଜାଣନ୍ତୁ କିଏ ?

0

ଆପଣ ମାନେ ସମସ୍ତେ ତ ମାଳିକା ବିଷୟ ରେ ବହୁତ ଭଲ ଭାବରେ ପରିଚିତ ଥିବେ। ଏହା ମଧ୍ଯ ଜାଣିଛନ୍ତି ଯେ ମାଳିକା ରେ ଦୀର୍ଘ ବର୍ଷ ତଳେ ଯାହା ସବୁ ଲେଖା ହୋଇଛି ବା ଯେଉଁ ସବୁ ଜିନିଷ ବିଷୟ ରେ ବର୍ଣ୍ଣନା କରାଯାଇଛି, ତାହା ବର୍ତ୍ତମାନ ଘଟୁଛି ଏବଂ ଆଗାମୀ ଭବିଷ୍ଯତ ରେ ସତ ମଧ୍ଯ ହେବାକୁ ଯାଉଛି। ତେବେ ମାଳିକା ରେ ଯେଉଁ ସବୁ ବିଷୟ ବସ୍ତୁ ବର୍ଣିତ ହୋଇ ରହିଛି,

ତାହା କାହାକୁ ଭୟଭୀତ କରିବା ପାଇଁ ନୁହଁ। ମାଳିକା ର ସତ୍ଯ ଏବଂ ଗୁରୁତ୍ବ କୁ ଅନେକ ଉପଲବ୍ଧି କରିବା ପାଇଁ ଚାହାନ୍ତି ନାହିଁ। ସେଥିପାଇଁ ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ। ସମସ୍ତ ଙ୍କୁ ଚେତେଇବା ପାଇଁ ମାଳିକା ଉଦ୍ଧିଷ୍ଟ। ସମସ୍ତ ସତ୍ଯ ଘଟଣା ଉପରେ ଭବିଷ୍ୟ ବାଣୀ ସ୍ୱରୂପ କରିଥାଏ ମାଳିକା। ସମସ୍ତ ଙ୍କୁ ସଚେତନ କରେଇବା ସହ ଏହା ଲୋକ ମାନଙ୍କୁ ଉଚିତ୍ ମାର୍ଗ ବା ଦିଶା ଦେଖାଇଥାଏ।

ତେବେ ଆଜି ଆମେ ଆପଣ ଙ୍କୁ ମାଳିକା ର ଏମିତି ଏକ ଭବିଷ୍ଯତ ବାଣୀ ବିଷୟ ରେ କହିବା ପାଇଁ ଯାଉଛୁଯାଉଛୁ, ଯାହା ମହା ପୁରୁଷ ତାଙ୍କ ଭବିଷ୍ଯତ ବ୍ୟାଖ୍ୟା ରେ ବର୍ଣ୍ଣନା କରିଛନ୍ତି। ଏହି ଭବିଷ୍ଯତ ବାଣୀ ରେ ସେ ଭାରତ ର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବାପାଇଁ ଯାଉଛନ୍ତି ତାହା ବର୍ଣ୍ଣନା କରିଛନ୍ତି। ଦେଶ ରେ ଏମିତି ଜଣେ ବ୍ଯକ୍ତି ବିଶେଷ ଙ୍କୁ ଶାଶକ ଭାବରେ ଦେଖିବା ପାଇଁ ମିଳିବ ଯିଏ ଦେଶ ର ରୂପ ରେଖ ପରିବର୍ତ୍ତନ କରିଦେବ।

ଦେଶ ରୁ କୁ ଶାସନ ଦୂର ହୋଇ ସୁ ଶାସନ ଆସିବ ଏବଂ ଏହି ବ୍ଯକ୍ତି ଜଣକ ଶାସନ ଗାଦି କୁ ଆସିବେ ମହା ପୁରୁଷ ସେହି ବିଷୟ ରେ ମଧ୍ଯ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ୨୦୨୪ ରେ ଆସୁଥିବା ସାଧାରଣ ନିର୍ବାଚନ ରେ କୌଣସି ନେତା, ମନ୍ତ୍ରୀ ଦଳରେ ସ୍ଥିର ହୋଇ ରହିବେ ନାହିଁ। ସମସ୍ତେ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରିବେ।

କୌଣସି ଶାସନ ର ସ୍ଥିରତା ବଜାୟ ରହିବ ନାହିଁ। ମହା ପୁରୁଷ ଏହା ମଧ୍ଯ ଇଙ୍ଗିତ କରୁଛନ୍ତି ଯେ କେଉଁ ସ୍ଥାନ ରେ ୨୦୨୪ ରୁ ୨୯ ଭିତରେ ରାଷ୍ଟ୍ରପତି ଶାସନ ମଧ୍ଯ ହୋଇପାରେ। ସମସ୍ତେ ନିଜ ନିଜ ଗାଦି ରୁ ଚ୍ୟୁତ ହେବେ। ଯେଉଁ ଶାଶକ ମାନେ ଅନ୍ୟାୟ, ଅନିତି ରେ ବୁଡି ରହିଛନ୍ତି ସେମାନେ ପରିବର୍ତ୍ତନ ହେବେ। ସେ କେବଳ ଭାରତ କଥା ଉଲ୍ଲେଖ କରିନାହାନ୍ତି ବରଂ ପୁରା ବିଶ୍ୱ କଥା ଉଲ୍ଲେଖ କରିଛନ୍ତି। ସମଗ୍ର ବିଶ୍ୱର ଶାସନ ରେ ସ୍ୱଛ୍ଛତା ଆସିବ। ଅନ୍ୟାୟ, ଅନିତି କରୁଥିବା ଶାଶକ ମାନେ ପଦଚ୍ଯୁତ ହେବେ।

୨୦୨୪ ମସିହାରେ ଜଣେ ଅ ଅକ୍ଷର ର ବ୍ଯକ୍ତି ଦିଲ୍ଲୀ ଆସନ ରୁ ଭାରତ ର ପ୍ରଧାନମନ୍ତ୍ରୀ ଭାବେ ଅଳଙ୍କୃତ ହେବେ ଏବଂ ସେ ଦେଶ ର ଶାସନ ଭାର କୁ ସମ୍ଭାଳିବେ,ଯାହାକୁ ନେଇ ମହାପୁରୁଷ ଇଙ୍ଗିତ କରିଛନ୍ତି ଯେ ଭାରତ କୁ ଜଣେ ନୂଆ ପ୍ରଶାଶକ ମିଳିବ। ଯିଏ ଭାରତ କୁ ଏକ ନୂଆ ଦିଶା ଦେଖାଇବ ଏବଂ ଦେଶ ର ଶାସନ ପଦ୍ଧତି ରେ ସୁଧାର ଆଣିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।