Intresting GK Question – କେଉଁ ଫଳ ର ଚୋପା ନାହିଁ କି ମଞ୍ଜି ନାହିଁ ? ଉତ୍ତର ଦେବାରେ ୯୯% ଲୋକ ଫେଲ, ବୁଦ୍ଧିମାନ ହିଁ ଉତ୍ତର ଦେଇ ପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ। ପୁର୍ବରୁ ଆମ ଦେଶ ବିଦେଶରେ ଅନେକ ସବୁ ଘଟଣା ଘଟି ଯାଇଛି, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ସାଧାରଣ ଜ୍ଞାନ ସମ୍ପର୍କରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1. କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ?
ଉତ୍ତର:-ତୁତ କୋଳି ବା ମୁଲବେରରୀ

2. ଗ୍ରାମାଞ୍ଚଳରେ କାହା ମାଧ୍ୟମରେ ଜଳକୁ ବିଶୋଧନ କରାଯାଏ ?
ଉତ୍ତର – କ୍ଲୋରିନ୍

3. କେଉଁ ଜଳ ବିଦ୍ୟୁତ ଚାଳକ ଅଟେ ?
ଉତ୍ତର – ଲବଣ ମିଶ୍ରିତ ଜଳ

4. ସମୁଦ୍ରର ଲୁଣି ଜଳକୁ ଶୁଦ୍ଧ ଜଳରେ ପରିଣତ କିରିବାକୁ କେଉଁ ପ୍ରକ୍ରିୟାର ଆବଶ୍ୟକ ପଡେ ?
ଉତ୍ତର – ଆଶ୍ରବନ ଦ୍ବାରା

5. ପୃଥିବୀ ପୃଷ୍ଠରେ ହାରାହାରୀ କେତେ ଶତକଡା ଜଳଭାଗ ରହିଛି ?
ଉତ୍ତର – 71%

6. କେଉଂ ଗଛରୁ ଝୁଣା ମିଳେ ?
ଉତ୍ତର – ଶାଳ

7. କେଉଁ ତତ୍ତ୍ବ ବ୍ରହ୍ମାଣ୍ଡରେ ସର୍ବାଧିକ ଉପଲବ୍ଧ ?
ଉତ୍ତର – ହାଇଡ୍ରୋଜେନ୍

8. କାହାକୁ ଭବିଷ୍ୟତର ଇନ୍ଧନ ବୋଲି କୁହାଯାଏ ?
ଉତ୍ତର- ହାଇଡ୍ରୋଜେନ୍

9. ଜଳର ରାସାୟନିକ ନାମ କଣ ?
ଉତ୍ତର – H2O

10. ହାଇଡ୍ରୋଜେନରେ ସମସ୍ଥାନିକ ସଂଖ୍ୟା କେତେ ?
ଉତ୍ତର – 3

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।