ସ୍ବାଧିନତା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଭଲ ପ୍ରଧାନ ମନ୍ତ୍ରୀ କିଏ ? ନରେନ୍ଦ୍ର ମୋଦୀ, ଇନ୍ଦିରା ଗାନ୍ଧୀ ଏବଂ ନେହେରୁ ଙ୍କ ମଧ୍ୟରୁ କିଏ ? ଦୟାକରି କମେଣ୍ଟ କରନ୍ତୁ….

0

ଆମେ ମାନେ ବିଦ୍ୟାଳୟ ରେ ପାଠ ପଢିବା ସମୟରେ କଣ ପାଇଁ ଜାଣିଛନ୍ତି କି ସେଥି ପାଇଁ କି ମଧ୍ୟ ଅଥବା ସବୁ ପିଲା ଙ୍କ ଠୁ କିଏ ସବୁଠୁ ଶୀର୍ଷ ରେ ରହୁଚି ତାହା ଜାଣିବା ପାଇଁ।କେବଳ ଏହା ନୁହ କି କେବେ ସେ ବିଦ୍ୟାଳୟରେ ନୁହ ଏଇ କମ୍ପିଟିସନ ସମସ୍ତ ସ୍ଥାନ ରେ ହୋଇଥାଏ।ଦେଶ ର ରାଜନୈତିକ କ୍ଷେତ୍ର ରେ ଅନେକ ସମୟରେ ଏହା ର ପରୀମାପକ ପାଇଁ ଏହାକୁ ସର୍ଭେ ରେ ଅନ୍ତର୍ଭୁକ୍ତ କରା ଯାଇଥାଏ ।

ନିର୍ବାଚନ ପୂର୍ବରୁ ଲୋକ ଙ୍କ ପସନ୍ଦ ଓ ମୋତାମତ ଯାହା ସପକ୍ଷ ରେ ରହିଛି ତାହା ଜାଣିବା ପାଇଁ ସର୍ଭେ କରାଯାଇ ଥାଏ।ଏହା ପରେ ଶ୍ରେଷ୍ଠ ସାଂସଦ ଚୟନ,ଶ୍ରେଷ୍ଠ ବିଧାୟକ ଚୟନ ,ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଚୟନ ଏବଂ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଚୟନ କରା ଯାଇଥାଏ ।କାରଣ ଲୋକ ଙ୍କ ମୋତ ରେ କ୍ର ଶ୍ରେଷ୍ଠ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।

ଯେମିତି ଏବେ କିଛି ଦିନ ପୂର୍ବରୁ ଭାରତ ରେ ଗୋଟେ ସର୍ଭେ ହେଇଥିଲା କି ଜାଣିବା ପାଇଁ କିଏ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶା ର । ଆପଣ ମାନଙ୍କ ସମର୍ଥନ ଅନୁସାରେ ଆମେ ଯାହା ଜାଣିବା ପାଇଁ ପାଉଛୁ କି ଆପଣ ମାନେ ଓଡ଼ିଶା ର ଶ୍ରେଷ୍ଠ ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।ବର୍ତ୍ତମାନ ସମୟରେ ଲୋକ ମାନେ ନବୀନ ପଟନାୟକ ଙ୍କୁ ବେଷ୍ଟ୍ ମୁଖ୍ୟ ମନ୍ତ୍ରୀ ବିବେଚନା କରିଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଶ୍ରେଷ୍ଠ ପ୍ରଧାନ ମନ୍ତ୍ରୀ ରେ ସ୍ଥାନ ରେ ରଖିଛନ୍ତି ଓ ତାଙ୍କୁ ପ୍ରଥମ ପସନ୍ଦ କରିଛନ୍ତି ।

ସେହି ପରି ଭାବରେ ଆଉ ଏକ ସର୍ଭେ ରିପୋର୍ଟ ଆମ ହାତରେ ଲାଗିଚି ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ଭାରତ ର ଶାସନ କରିଥିବା ସମସ୍ତ ପ୍ରଧାନ ମନ୍ତ୍ରୀ ଙ୍କୁ ନେଇକି କିଏ ଶ୍ରେଷ୍ଠ ଆଉ ଲୋକ ସବୁ ଠାରୁ ଯାହା ଶାସନ ଭାରକୁ ଅଧିକ ଅଧିକ ପସନ୍ଦ କରୁଛନ୍ତି ।ଏବେ ଲୋକ ଙ୍କ ର ସବୁଠାରୁ ଅଧିକ ପସନ୍ଦ ର ପ୍ରଧାନ ମନ୍ତ୍ରୀ କିଏ ତାହାର ରିପୋର୍ଟ ଆମ ମାନଙ୍କ ହାତ ରେ ଲାଗିଚି ।

ତେବେ ଜାନୁୟାରୀ ୩ ରୁ ୧୩ ତାରିଖ ମଧ୍ୟ ରେ ଇଣ୍ଡିଆ ଟୁଡେ ଦ୍ଵାରା କରା ଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁଯାଇ ଏହା ସାମ୍ନା କୁ ଆସିଛି ଯେ ଦେଶ ରେ ଯଦି ହୋଠାତ୍ ଯଦି ନିର୍ବାଚନ ହୁଏ ତେବେ ଏନଡିଏ କୁ ମିଳିପାରେ ୪୩ ପ୍ରତିଶତ ଭୋଟ ଏବଂ ୩୨୧ ଟି ସିଟ ।ତେବେ ଲୋକ ସବୁଠାରୁ ଭଲ କାର୍ଯ୍ୟ କାରି ପ୍ରଧାନମନ୍ତ୍ରୀ ବୋଲି ନରେନ୍ଦ୍ର ମୋଦି ଙ୍କୁ ଅଧିକ ପସନ୍ଦ କରୁଥିବା ବେଳେ ଅଟଳ ବିହାରୀ ବାଜପେୟୀ ଙ୍କୁ ଦୁଇଟି ପସନ୍ଦ ର ପ୍ରଧାନମନ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀ ଙ୍କୁ ତୃତୀୟ ଏବଂ ଜବହାର ଲାଲ ନେହେରୁ ଙ୍କୁ ଚତୁର୍ଥ ପସନ୍ଦ ର ପ୍ରଧାନ ମନ୍ତ୍ରୀ ଭାବେ ମାତା ଦେଇଛନ୍ତି ।

ଏହି ସର୍ଭେ ୧୯ ଟି ରାଜ୍ୟ ରୁ ୧୨,୨୩୨ ଲୋକ ଅଂଶ ଗ୍ରହଣ କରିଥିଲେ ବୋଲି କୁହା ଯାଇଛି ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମସ୍ତ କାର୍ଯ୍ୟ କୋଲାପ ଲୋକ ଙ୍କୁ ବହୁତ୍ ପଶନ୍ଦ ଆସିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।