ଦେଖନ୍ତୁ ଏହି ଭିଡିଅ – କିଭଳି ଭାବେ ତାରାତାରିଣୀ ସିରିଅଲ ସୁଟ ବେଳେ ହଟାତ ରୋମାଣ୍ଟିକ ହୋଇଗଲେ ଏହି ଯୋଡି…

0

ସିରିଅଲ୍ ହଉ ଓବା ଫିଲ୍ମ ସବୁଥିରେ ଆମେ ଓଭିନୟ ର ନିଆରା ଛାପ ସବୁ ବେଳେ ଦେଖିବା ପାଇଁ ପାଇ ଥାଉ ।ସତ କହିବା ପାଇଁ ଗଲେ ଆମେ ସମସ୍ତେ ଜାଣିଚୁ ଜଉ କର୍ଯ୍ୟ ଟିକୁ ଆମେ କରୁ ତାହାକୁ ଭଲ ଭାବରେ ମନ ଲଗାଇ କରିବା ଉଚିତ୍ ।ଦାହରଣ ଯେମିତି ଆମେ ପାଠ ପଢିବା ବେଳେ ଯଦି ମନ ଦେଇ ପାଠ ନ ପଢ଼ୁ ତେବେ ସେ ପାଠ ପଢିବାରେ କିଛି ମୂଲ୍ୟ ନ ଥାଏ ।ସେମିତି ଜଣେ ଗାୟକ ହୁଅନ୍ତି କି ଜଣେ ଚିତ୍ରକାର ହୁଅନ୍ତୁ ଅବା ଜାଣେ ଅଭିନେତ୍ରୀ ବା ଅଭିନୀତ ହୁଅନ୍ତୁ ।

ଆମେ ସମସ୍ତେ ଜାଣିଚୁ ଯଦି ଅଭିନୟ ଟି ସେଇ ହିରୋ ଆଉ ହିରୋଇନ୍ ଙ୍କ ପେଶା ହେଇଥାଏ ତେବେ ସେମାନେ ନିଜ ପେଶା ରେ ମଜି ଯାଏ ନିଜକୁ ଏକ୍ଟିଂ ମଧ୍ୟ ରେ ସମର୍ପଣ କରିଥାନ୍ତି ।ସତ କହିବା ପାଇଁ ଗଲେ ଆମେ ପରଦା ହଉ କିମ୍ବା ଟିଭି ରେ ଯାହା ଦେଖୁ ତାହା ହଉଚି ପରଦା ର କାମ ।କିନ୍ତୁ ଆମେ କେବେ ଭି ପରଦା ପଛରେ ହଉଥିବା କାମ କୁ ଲକ୍ଷ୍ୟ ଦାଉନା କି ସେ ସବୁ ବିଷୟରେ ଖବର ନଉନା।

ବାସ୍ତବ ରେ ଆମେ ପରଦା ରେ ବହୁତ୍ କିଛି ଦେଖୁଥାଇ ଯେମିତି କି ସେଥି ରେ ଅଭିନୟ କରିଥିବା ହିରୋ ଆଉ ହିରୋଇନ୍ ଏବଂ ତାଙ୍କ ଘର ଲୋକ ଙ୍କ ମଧ୍ୟରେ ଜଣେ ଖେଳ ନାୟକ ମଧ୍ୟ ଥାଆନ୍ତି ।ତାଙ୍କ ସହ ସେଇ ଆକ୍ଟିଂ ରେ ବହୁତ୍ ଝଗଡା ମାର୍ ପିଟ ଆଦି ଦେଖୁଥାଇ କିନ୍ତୁ ଆପଣ ମାନେ କଣ ଭାବୁଛନ୍ତି ଏହା କଣ ବାସ୍ତବ ଘଟଣା ।ଏହା କେବଳ ଆପଣ ଆପଣଙ୍କ ମନ ରଞ୍ଜନ ପାଇଁ ଉଦ୍ଦିଷ୍ଟ ହେଇଥାଏ ।

ଯାହାକୁ ଆମେ ପରଦା ରେ ଦେଖୁ ।ଗୋଟେ କଥା ଜାଣିଛନ୍ତି ସେଇ ପରଦା ପଛରେ ବହୁତ୍ ସୁନ୍ଦର୍ କାହାଣୀ ମାନ ଲୁଚି ରହିଥାଏ ।ସେଇଠାରେ ସମସ୍ତ ଙ୍କ ସହ ସମସ୍ତଙ୍କ ର ଭାବ ଅତୁଟ ହଇ ରହିଥାଏ ।ସେମାନଙ୍କ ର ନିଜ ନିଜ ମଧ୍ୟ ରେ ଥିବା ବନ୍ଧନ ଅତୁଟ ଥାଏ ।ନିଜ ନିଜ ମଧ୍ୟ ରେ ସେମାନେ ବହୁତ୍ ହସ ଖୁସି ଆଦି କରିଥାନ୍ତି ।

ତେବେ ଆଜି କାର ପ୍ରମୁଖ କଥା ଟି ହଉଚି ଆମେ ଆଜି ତାର ତାରିଣୀ ର ସୁଟିଂ ସେଟ୍ କଥା କହିବୁ ଆଉ ତା ପରଦା ଆଜିର ଘଟୁଥିବା କାହାଣୀ ବିଷୟରେ କହିବୁ ।ଆମେ ସମସ୍ତେ ଦେଖୁଚୁ ଏଇ କିଛି ଦିନ ହେଲା ଆମର ହିରୋଇନ୍ ତାରିଣୀ ଆଉ ହିରୋ ରୁପମ୍ ଙ୍କ ମଧ୍ୟ ରେ କିଛି ଗୋଟେ କାରଣ ପାଇଁ ଫାଟ ସୃଷ୍ଟି ହେଇଥିଲା,କିନ୍ତୁ ଶେରିଆଲ ର ଲେଖା ଅନୁସାରେ ତାଙ୍କୁ ତାଙ୍କର ସାନ ଝିଅ ଦୁଇ ଜଣ ତାରା ଆଉ ତାରିଣୀ ମିଳନ କରିବେ ।

ବାସ ସ୍କ୍ରିପ୍ଟ ଅନୁସାରେ ହିଁ ଶେରିଆଲ୍ ଚାଲିଚି ।ଆମର ସେଇ ହିରୋ ଆଉ ହିରୋଇନ୍ ଙ୍କ ସହ ଆଉ ସମସ୍ତ କଳାକାର ଙ୍କ ର ଅଭିନୟ ବହୁତ୍ ସୁନ୍ଦର୍ ।ଏବେ ଆମେ ମାନେ ଦେଖିବା ପାଇଁ ପାଇଛୁ କି ସେଇ ହିରୋ ଆଉ ହିରୋଇନ୍ ଙ୍କ ମଧ୍ୟରେ କିଛି ରୋମାଣ୍ଟିକ ସିନ।ସେମାନେ ଏମିତି ଅକ୍ଟିଂ କରୁଛନ୍ତି କି ପରଦା ରେ ଦେଖୁଥିବା ଲୋକ ସେଥିରେ ମଜି ଯାଉଛନ୍ତି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।