ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଏହି ଅଦ୍ଭୁତ ଭିଡିଓ ପାଇଖାନା ଭିତରେ ବାଘ ସହ ଲକ ହୋଇଗଲା କୁକୁର ଆଉ ତାପରେ ଯାହା ହେଲା

0

ବେଳେ ବେଳେ ଆମେ କିଛି ଏପରି ଅଦ୍ଭୂତପୂର୍ବ ଘଟଣା ଜାଣିବାକୁ ପଇଥାଉ ଯାହାକି ବିଶ୍ୱାସ ଯୋଗ୍ୟ ହୋଇନଥାଏ ।ତେବେ ଏହା ଆମକୁ ଏକ କଳ୍ପନା ଲାଗୁଥିଲେ ମଧ୍ୟ ଏହା ସତ୍ୟ ଘଟଣା ହୋଇଥାଏ।ସେହି ଘଟଣା ଗୁଡ଼ିକ ଦେଖିଲେ କେବେ ଚିନ୍ତା ବି କରିହୁଏ ନାହିଁ କି ଏପରି କିପରି ସମ୍ଭବ ହୋଇପାରେ।କୁହାଯାଏ ନା ଯାହା ଆମେ ଆଖିରେ ଦେଖିଥାଉ ତାହା ସବୁବେଳେ ସତ ହୋଇନଥାଏ ତା ପଛରେ ଅନେକ କାହାଣୀ ରଖିଥାଏ।

କିନ୍ତୁ ଆଜି ଆମେ ଆପଣ ଙ୍କୁ ଯେଉଁ କଥା କି କହିବାକୁ ଯାଇଛୁ ତାହା ସତ୍ୟ ଘଟଣା ଅଟେ ।କିନ୍ତୁ ଅବିସ୍ମରଣୀୟ ଓ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ ।
ଉଲ୍ଲେଖ ଯୋଗ୍ୟ ଯେ , ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଗୋଟିଏ କୁକୁର ଓ ବାଘ ର ଭିଡ଼ିଓ ଟି ନିଆଁ ପରି ଭାଇରଲ ହେବାରେ ଲାଗିଛି ।ପ୍ରଥମ ଥର ଏମିତି କିଛି ଘଟୁଛି ଏହି ପୃଥିବୀ ପୃଷ୍ଠା ରେ ତା ର ରହସ୍ୟ କେହି ବି ଜାଣି ପାରିବା କଷ୍ଟ ସାଧ୍ୟ ହୋଇଯାଇଛି ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଭିଡ଼ିଓ ରେ ଗୋଟିଏ ବାଘ ଓ କୁକୁର ଗୋଟିଏ ପାଇଖାନା ମଧ୍ୟ ରେ ଆବଦ୍ଧ ହୋଇ ରହିବାର ଦେଖା ଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହାକି ଯେ ଗୋଟିଏ ପାଇଖାନା ମଧ୍ୟରେ ବାଘ ସହ ରହିବା ପରେ ମଧ୍ୟ କୁକୁର ଟି ସମ୍ପୂର୍ଣ୍ଣ ସୁସ୍ଥ ଥିଲା ।ତାର କୌଣସି କ୍ଷତି ଘଟାଇ ନଥିଲା ବାଘ ଟିଏ ।

ତେବେ ଘଟଣା କିଛି ଏମିତି ଥିଲା କି ଜଙ୍ଗଲ ରୁ ବାଘ ଟି ଖସି ଆସି ଏକ ଗ୍ରାମ ପାଖରେ ବୁଲୁଥିଲା। ଏବଂ ଯେତେବେଳେ ସେହି ଗ୍ରାମର କୁକୁର ଟୀକୁ ବାଘ ଦେଖିଲା ସେ ତାହା କୁ ଖାଇବା ପାଇଁ ତା ପଛରେ ଗୁଡାଇ ଥିଲା । ଫଳରେ ବାଘ ଠାରୁ ନିଜର ଜୀଵନ ବଞ୍ଚା ଇବା ପାଇଁ କୁକୁର ଟି ଦୌଡି ଦୌଡି ଆସି ଭୟ ରେ ଜଣେ ଲୋକଙ୍କ ର ପାଇଖାନା ରେ ପସିଯାଇ ଥିଲା। କିନ୍ତୁ ବିସ୍ମିତ କର କଥା ଏହା କି ବାଘ ଟି ମଧ୍ୟ ଆସି ସେହି ପାଇଖାନା ରେ ପସିଯାଇ ଥିଲା ।ପରେ ଗ୍ରାମ ର ଲୋକମାନେ ପାଇଖାନା ର କବାଟ ବନ୍ଦ କରି ଜଙ୍ଗଲ ବିବାଘ କୁ ସୂଚନା ଦେବା ପରେ ସେମାନେ ସେହି ସ୍ଥାନରେ ପହଞ୍ଚି ଥିଲେ ।

କିନ୍ତୁ ଯେତେବେଳେ ସେହି ଅଫିସର ମାନେ ସେଠାରେ ପହଞ୍ଚିଲେ ଏବଂ ଯାହା ଦେଖିଲେ ତାହା ତାଙ୍କର ହସ ଉଡାଇ ଦେଇଥିଲେ କାରଣ ପାଇଖାନା ମଧ୍ୟ ରେ କୁକୁର ଓ ବାଘ ଗୋଟିଏ ଗୋଟିଏ କୋଣ ରେ ଧୀର ସ୍ଥିର ଭାବରେ ବସିଥିଲେ। ବାଘ ଟି କୁକୁର କୌଣସି କ୍ଷତି କରିନଥିଲା।ତେବେ ଫରେଷ୍ଟ ଅଫିସର ମାନେ ବାଘ କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା ଏବଂ କୁକୁର ଟୀକୁ ପାଇଖାନା ମଧ୍ୟ ରୁ ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ଉଦ୍ଧାର କରାଯାଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।