ଓଡ଼ିଶା ସରକାର ଙ୍କୁ କାନ୍ଦି କାନ୍ଦି ନ୍ୟାୟ ମାଗୁଛି ଏହି ଝିଅ ଟି । ତା ସହ ଘଟିଛି ଏହି ଭଳି ଭୟଙ୍କର ଘଟଣା… ଗୋଟିଏ ସେୟାର କର ଏହି ନିରୀହ ଝିଅ ପାଇଁ…

0

ସତରେ ଭଗବାନ ଯାହାକୁ ଦୁଃଖ ଦିଅନ୍ତି ସେ ଦୁଃଖ କୁ ଦୂରେଇବା ବହୁତ୍ କଷ୍ଟ । ଆମେ ମାନେ ସବୁ ବେଳେ ଜାଣୁ ଭଗବାନ ଯେତେବେଳେ ନ ଚାହାନ୍ତି ସେତେବେଳେ ଯାଏ ଗଛ ରେ ପତ୍ର ଭି ସୁଦ୍ଧା ଝଡି ନ ଥାଏ ।କିନ୍ତୁ କଥା ରେ ଅଛି ଦୁଃଖୀ ମଣିଷ ର ଅଭାବ କେତେ ନା ଦରଦ କେତେ କିଏ ବୁଝେ ସେ ଦୁଃଖ ।କିନ୍ତୁ ବାସ୍ତବ ରେ ଗୋଟିଏ କଥା ସତ୍ୟ କି ଖୁସି ର ଦୁନିଆ ବହୁତ୍ କମ୍ ଦିନ ଥାଏ ହେଲେ ଦୁଃଖ ର ଦୁନିଆ ବହୁତ୍ ଦିନ ରହିଥାଏ ।

ସେଇ ଜୀବନ କୁ ପରେଇବା ବହୁତ୍ କଷ୍ଟ ହଇଥାଏ।ଏମିତି କିଛି ଦିନ ଥାଏ ସେ ଦିନ ଗୁଡ଼ିକ ଜୀବନ ର ନିଶୁନ୍ୟ ବେଳା ଭୂମି ଭଳିଆ ଲାଗିଥାଏ ।ଆପଣ ମାନେ ସମସ୍ତେ ଗୋଟେ କଥା ଦେଖିଥିବେ ଏବେ ଏବେ ଗୋଟିଏ ଦୁଃଖଦ ଘଟଣା ଦେଖିବା କୁ ମିଳିଛି ।ଗୋଟେ କୁନି ଝିଅ ର ଦୁଃଖଦ ମୁଁହ ଦେଖି ଆପଣ ମାନେ ନିଜେ କାନ୍ଦି ଦେବେ ତା ଘଟଣା ଶୁଣିଲେ ।

ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ କିଭଳି ଜଣେ ସାଧାରଣ ଝିଅ କାନ୍ଦି କାନ୍ଦି ସରକାର ଙ୍କୁ ନ୍ୟାୟ ଭିକ୍ଷା କରୁଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଓଡ଼ିଶାରେ ବର୍ତ୍ତମାନ କିଛି ନାମିଦାମୀ ଲୋକଙ୍କର ରାଜନୀତି ଚାଲୁଛି । ଯାହା ଫଳରେ ଗରିବ ଲୋକଙ୍କୁ ନ୍ୟାୟ ମିଳିବା କମ ଦାମୀ ଲୋକଙ୍କର ଦାଦାଗିରି ବଢିବାରେ ଲାଗିଛି ।

ଯାହା ଫଳରେ ଗରିବ , ନିରୀହ, ଖଟିଖିଆ ସାଧାରଣ ଶ୍ରେଣୀ ର ଲୋକ ମାନେ ସବୁବେଳେ ହଇରାଣ ହେଉଛନ୍ତି । ସେହିଭଳି ଏକ ଘଟଣା ବର୍ତ୍ତମାନ ଓଡିଶା ର କୋଣ ଅନୁକୋଣରେ ଏକ ଚର୍ଚ୍ଚା ସୃଷ୍ଟି କରିଛି । ଯଉଥିରେ ପ୍ରକୃତ ଘଟଣା ହଉଚି କି ନିଜ ର ଦୁଃଖଦ ଘଟଣା ସେ ଝିଅ ଟି କାନ୍ଦି କାନ୍ଦି ସରକାର ଙ୍କୁ ଜଣେଇବା ପାଇଁ ଚାହୁଛି।ଆଉ ସେ କହୁଛି ତାକୁ ନ୍ୟାୟ ମିଳୁ।

ଯେଉଁଥିରେ ଏକ ସାଧାରଣ ଗରିବ ଝିଅ ର ବାପାକୁ ପୋଲିସ ଭାଇ ମାନେ ବାନ୍ଧି ନେଇ ଯାଇଛନ୍ତି । କିନ୍ତୁ ସେମାନେ ପୋଲିସ ଷ୍ଟେସନ କୁ ନ ନେଇ ସେମାନେ ଆଉ କୁଆଡେ ନେଇ ଯାଇଛନ୍ତି। ଯାହା ଫଳରେ ସେମାନେ ପୋଲିସ ଷ୍ଟେସନ ଧଉଡ଼ି ଧଉଡ଼ି ମଧ୍ୟ ସେ ଝିଅ ତା ବାପା କୁ ପାଉ ନାହାଁନ୍ତି । ଯାହା ଫଳରେ ସେ ଝିଅ ସରକାର ଙ୍କ ଆଗରେ ଏକ ଭିଡ଼ିଓ ମାଧ୍ୟମରେ ଗୁହାରି କରୁଛି ।

ସରକାର ସେ ଝିଅ ଙ୍କୁ ନ୍ୟାୟ ଦିଅନ୍ତୁ। ଆଉ ଗୋଟେ କଥା ଜାଣି ରଖନ୍ତୁ ଗରୀବର ଝିଅ ଟିର କେହି ଭି ସାହାରା ନାହାନ୍ତି ।ସେ ତା ବାପା ଙ୍କ ବଳ ରେ ଉପରକୁ ଉଠୁ ଥିଲେ ।ଟା ବାପା ଙ୍କ ରୋଜଗାର ରେ ଚାଲିଥିଲା ।ଏବେ ସେ ନିରୀହ ଝିଅ ଟି କଣ ଆଉ କରି ପାରିବା । ଦୟା କରି ସେ ନିରୀହ ,ବେସାହାରା ,ବାପା ଛିଅଣ୍ଡ ଝିଅ ଟିର ସାହାଯ୍ୟ କରନ୍ତୁ ।ଆଉ ସେଇ ପୋଲିସ ମାନଙ୍କ ପାଇଁ ଏକ ଦୃଢ଼ ପଦକ୍ଷେପ ନିଆ ଯାଉ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।