Ajira Anuchinta – ଗଙ୍ଗା ଜଳ ଆପଣଙ୍କୁ କରିବ ଲକ୍ଷପତି ଚୁପଚାପ କରିଦିଅନ୍ତୁ ଏହି ଉପାୟ

0

ବର୍ତ୍ତମାନ ର ଏହି ସ୍ୱାର୍ଥପର ଦୁନିଆରେ ଲୋକମାନେ କେବଳ ଗୋଟିଏ ଫେକ୍ଟର ଉପରେ ଅଧିକ ନିର୍ଭର କରୁଛନ୍ତି ଆଉ ତାହା ହେଉଛି ଟଙ୍କା । ପ୍ରକୃତରେ ବର୍ତ୍ତମାନ ସମାଜରେ ଟଙ୍କା ଓ ଧନସମ୍ପଦ ହେଉଛି ସବୁ କିଛି । ଯଦି ଜଣେ ବ୍ୟକ୍ତି ଙ୍କ ପାଖରେ ଟଙ୍କା ପଇସା ଅଛି ତ ତପାଖରେ ସବୁକିଛି ଅଛି ବୋଲି କହିଲେ କିଛି ଅତୃପ୍ତି ହେବ ନାହିଁ । ଏବଂ ଯାହା ପାଖରେ ଏହି ଅର୍ଥନୈତିକ ଅଭାବ ରହିଛି ତାର ସମାଜରେ କୌଣସି ଅସ୍ତିତ୍ବ ନାହିଁ ।

ଖାଲି ଏତିକି ନୁହେଁ ବରଂ ଅର୍ଥନୈତିକ ଅଭାଵ କାରଣରୁ ଜଣେ ବ୍ୟକ୍ତି ଙ୍କର ପରିବାର ରେ ମଧ୍ୟ ସବୁବେଳେ ଆସନ୍ତି ଲାଗି ରହିଥାଏ । ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଏମିତି କିଛି ସହଜ ଉପାୟ ଯାହା ମାଧ୍ୟମରେ ଆପଣ ଖୁବଶୀଘ୍ର ଗରିବ ରୁ ଧନୀ ପାଲଟିଯିବେ ।

କିନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଗଙ୍ଗାଜଳ ସାହାଯ୍ୟ ରେ ଏପରି କେତେକ ଉପାୟ ବିଷୟରେ ଜଣେଇବୁ ଯାହା କରିବା ଦ୍ଵାରା ଆପଣ ଙ୍କ ଘରେ ସୁଖ ଶାନ୍ତି ର ପ୍ରବେଶ ହେବା ସହ ଆପଣ ଙ୍କୁ ଲକ୍ଷପତି ହେବାରୁ କେହି ବଞ୍ଚିପାରିବେ ନାହିଁ। ତେବେ ସାଧାରଣ ଭାବରେ ଆମ ହିନ୍ଦୁ ଧର୍ମରେ ଆମେ ଗଙ୍ଗା ଜଳ କୁ ଏକ ପବିତ୍ର ଜଳ ରୂପରେ ଗ୍ରହଣ କରିଥାଉ ଏବଂ ସମସ୍ତ ଶୁଭ କାର୍ଯ୍ୟ ରେ ଏହାକୁ ବ୍ୟବହାର କରିଥାଉ ଖାସ କରି ପୂଜା ପାଠ ସମୟରେ ।ଖାଲି ହିନ୍ଦୁ ଧର୍ମ ରେ ନୁହେଁ ବରଂ ଅନ୍ୟ ସମସ୍ତ ଧର୍ମ ରେ ମଧ୍ୟ ଗଙ୍ଗା ଜଳ ର ପ୍ରୟୋଗ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ଗଙ୍ଗାଜଳ ସାହାଯ୍ୟରେ କରିବା ଦ୍ଵାରା ଆମର ଧନ ପ୍ରାପ୍ତି ଯୋଗ ହେବ ।

୧.ଜ୍ୟାତିଷ ଶାସ୍ତ୍ର ଅନୁସାରେ ଗଙ୍ଗା ଜଳ ହେଉଛି ଭଗବାନ ଶିବ ଙ୍କର ବହୁତ ପ୍ରିୟ ଅଟେ ।ତେଣୁ ପ୍ରତି ସୋମବାର ଦିନ ଶିବ ଙ୍କୁ ମୁଣ୍ଡ ରେ ଗଙ୍ଗା ଜଳ ଢାଳିବା ବହୁତ ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଭଗବାନ ଶିବ ଙ୍କର କୃପା ଦୃଷ୍ଟି ସବୁବେଳେ ଆପଣ ଙ୍କ ଉପରେ ରହିଥାଏ ଏବଂ ଆପଣ ଜୀବନ ରେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି ।

୨.ଯଦି ଆପଣଙ୍କ ଅନେକ ଦିନରୁ କୌଣସି କାର୍ଯ୍ୟ ଅଧା ରେ ଅଟକି ଯାଉଛି କିମ୍ବା ଆପଣ ବହୁତ ଚେଷ୍ଟା କଲେ ମଧ୍ୟ ଗୋଟିଏ ଚାକିରୀ କରିପାରୁନାହାନ୍ତି ।ତେବେ ପ୍ରତି ସୋମବାର ଦିନ ଏକ ତମ୍ବା ପାତ୍ର ରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ ଟିକିଏ ଗଙ୍ଗାଜଳ ମିଶାଇ ଦିଅନ୍ତୁ ।ଏବଂ ସେହି ପାତ୍ର ଉପରେ ଏକ ପଦ୍ମ ଫୁଲ ରଖି ସେହି ପାଣି କୁ ଭଗବାନ ଶିବ ଙ୍କ ମୁଣ୍ଡ ରେ ଢାଳନ୍ତୁ ।ଏପରି କରିବା ଦ୍ଵାରା ଆପଣଙ୍କୁ ଚାକିରୀ ମିଳିଯିବ ଓ ସବୁ କାର୍ଯ୍ୟ ରେ ସଫଳତା ମଧ୍ୟ ମିଳିବ।

୩.ଯଦି ଆପଣ ବହୁତ ଋଣ ଭାର ରେ ବଞ୍ଚିଛନ୍ତି ଏବଂ ବହୁତ ଟେନ୍ସନ ରେ ରହୁଛନ୍ତି କିପରି ସୁଝିବେ ଏହି ଋଣ କୁ ବୋଲି ।ତେବେ ଗଙ୍ଗାଜଳ କୁ ଏକ କାଚ ବୋତଲ ରେ ଭରି ଶୋଇବା ଘରର ଉତ୍ତର – ପଶ୍ଚିମ ଦିଗରେ ରଖିନିଅନ୍ତୁ।ଦେଖିବେ ଆପଣ ଙ୍କ ଋଣ ଭାବର ଧୀରେ ଧୀରେ କମିବାରେ ଲାଗିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।