ଦେଖନ୍ତୁ ପୂଜା ରେ ପ୍ରସନ୍ନ ହୋଇ ହାତ ଟେକିଦେଲେ ମା’ କାଳୀ ଆଶ୍ରିବାଦ ମଧ୍ୟ ଦେଲେ । ମନରେ ଭକ୍ତି ଥିଲେ ଥରୁଟିଏ ଲେଖନ୍ତୁ ଜୟ ମା କାଳୀ…

0

ଆମ ଦେଶ ଭାରତ ଏକ ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ଅଟେ । ଆମ ଦେଶ ରେ ପ୍ରତ୍ୟେକ ନାଗରିକ ମାନେ ଧାର୍ମିକ କାର୍ଯ୍ୟ କ୍ରମ ରେ ସବୁବେଳେ ମଜ୍ଜିତ ରହି ଥାନ୍ତି । ପ୍ରତ୍ୟେକ ଲୋକ ପୂଜା,ଭକ୍ତି ରେ ଲୀନ ଥାନ୍ତି। କିନ୍ତୁ ବେଳେ ବେଳେ ପୂର୍ଣ୍ୟ ଭୂମି,ଦେବ ଭୂମି ଭାରତ ବର୍ଷ ରେ ଏପରି କିଛି ଗୁଡ଼ିଏ ଘଟଣା ଦେଖିବାକୁ ମିଳେ ଯାହା ବହୁତ୍ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ର ଲୀଳା ଭାବି ଥାଉ ,ଆଉ ସମୟ ସମୟରେ ଏହା ବହୁତ୍ ରହସ୍ୟ ମୟ ମଧ୍ୟ ହୋଇଥାଏ ।

ତେବେ ଆମ ଦେଶ ବହୁତ୍ ଅଜବ ରହସ୍ୟ ଏବଂ ଅନେକ ଅଜବ ଘଟଣା ରେ ବାନ୍ଧି ହୋଇ ରହିଛି । ଆଊ ଭାଗବାନ ଙ୍କ ଉପରେ ଲୋକ ଙ୍କ ର ବହୁତ୍ ଦୃଢ଼ ବିଶ୍ୱାସ ମଧ୍ୟ ରହିଛି । ଆଊ ଏହି ଦେବ ଭୂମି ରେ ଭାରତ ବର୍ଷ ରେ ରହିଛି ଅନେକ ଗୁଡ଼ିଏ ମନ୍ଦିର ଆଉ ଅନେକ ମସଜିଦ୍ ଏବଂ ଆମ ଦେଶ ବା ଭାରତ ରେ ସବୁ ପ୍ରକାର ର ଧର୍ମାବଲମ୍ବୀ ଅଧିକ ବସ ବାସ କରନ୍ତି। ତେବେ ହିନ୍ଦୁ ମାନଙ୍କ ମନ୍ଦିର ଭାରତ ରେ ପ୍ରତ୍ୟେକ କୋଣ ଅନୁକୋଣରେ ରେ ଦେଖିବାକୁ ମିଳେ।

ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ବୋଲି ଲୋକ ମାନେ ବିଶ୍ୱାସ କରନ୍ତି ଏବଂ ଏହି ସବୁ ଦେବା ଦେବୀ ମାନେ ଭିନ୍ନ ଭିନ୍ନ ମନ୍ଦିର ରେ ଭିନ୍ନ ଭିନ୍ନ ରୂପରେ ଦେଖା ଦେଇ ଥାନ୍ତି ଓ ପୂଜା ମଧ୍ୟ ପାଇ ଥାନ୍ତି । ଏହି ସବୁ ଦେବା ଦେବୀ ଙ୍କ ର ନାମ ମଧ୍ୟ ଭିନ୍ନ ଭିନ୍ନ ରହି ଥାଏ। ବହୁତ୍ ସ୍ଥାନ ରେ ଏମିତି କିଛି ମନ୍ଦିର ମଧ୍ୟ ରହିଛି ଯାହା ପୁରାତନ କାଳ ରୁ ପୂଜା ପାଉଛନ୍ତି, ଏବଂ ତାଙ୍କ ବାହାନ ମାନେ ମଧ୍ୟ ପୂଜା ପାଇ ଥାନ୍ତି।ଆଜି ଆମେ ଏପରି ଭକ୍ତ ଓ ଭଗବାନ ଙ୍କ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଆମେ ପୁରାଣ ରୁ ମଧ୍ୟ ଶୁଣିଛେ ଭକ୍ତ ନିଜ ମନରୁ ପ୍ରାର୍ଥନା କଲେ ତା ଡ଼ାକ ଦେବା ଦେବୀ ଶୁଣି ଥାନ୍ତି, ଅର୍ଥାତ୍ ଯେଉଁ ମାନେ ନିଜକୁ ଭଗବାନ ଙ୍କ ପାଖରେ ସମର୍ପଣ କରିଦେଇଛନ୍ତି ।ତେବେ ଭଗବାନ ଙ୍କ ଉପରେ ଭକ୍ତ ର ଅଗାଢ ବିଶ୍ୱାସ ରହିଛି। ଭକ୍ତ ଟି ଏ ଯେତେବେଳେ ନିଜ କଷ୍ଟ ସମୟ ରେ ଠାକୁର ଙ୍କୁ ଡାକିଥାଏ ଭଗବାନ ତା କଥା ନିଶ୍ଚୟ ଶୁଣିଥାନ୍ତି।ତେବେ ସେହି ଭକ୍ତ ଙ୍କୁ ଭିକ୍ଷା ଭଗବାନ ନିଜର ଆଶ୍ରିବାଦ ରୂପକ ଦାନ ପ୍ରଦାନ କରନ୍ତି ।

ତେବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ଭକ୍ତ ମା କାଳୀ ଙ୍କୁ ନିଜର ଭକ୍ତି ରେ ପ୍ରସନ୍ନ କରି ଭଗବାନ ଙ୍କୁ ଆଶ୍ରିବାଦ ରୂପକ ଭିକ୍ଷା ମାଗିଛନ୍ତି ଯାହା ଫଳରେ ସେ ନିଜର ହସ୍ତ ରେ ଥିବା ତୁଳସୀ ପତ୍ର ର ଗୁଛ କୁ ସେହି ଭକ୍ତ ର ହସ୍ତ ରେ ପକାଇ ଦେଇଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।