କ’ଣ ରହିଛି ସୁବାସ ଚନ୍ଦ୍ର ବୋଷ ଙ୍କ ର ଜୀବନ କାହାଣୀ ଜାଣନ୍ତୁ କେମିତି ସେ ମୃତ୍ୟୁ ବରଣ କରିଥିଲେ ରହସ୍ୟ ଜନକ କାହାଣୀ

0

ଆଜି ର ପ୍ରମୁଖ ବିଷୟ ବସ୍ତୁ ହେଉଛନ୍ତି ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ରେ ଯେଉ କେତେ ଜଣ ଜନ ନାୟକ ଙ୍କ କୁ ଆମେ ସମ୍ମୁଖ ରେ ଦେଖିବା ପାଇଁ ପାଉ ସେମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ବୋଷ ଜଣେ ଅନ୍ୟତମ ପ୍ରାଧାନ୍ୟ ବ୍ୟକ୍ତି।ତାଙ୍କ ବିରତ୍ଵ ର ରମଞ୍ଚକ ର କାହାଣୀ ବିଶ୍ଵର ବିପ୍ଳବୀ ଜନତା ଙ୍କ ପାଇଁ ତାଙ୍କ କାହାଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆବଳ ବୃଦ୍ଧ ବନିତା ଙ୍କ ଅଗରେ ସେ ନେତାଜୀ ନାମ ରେ ପରିଚିତ ।ଭାରତ ମାତା ଙ୍କୁ ସ୍ଵାଧୀନ ର ସୁଙ୍ଖଳ ରୁ ମୁକ୍ତ କରିବା ପାଇଁ ତାଙ୍କ ଜୀବନ ସର୍ବଦା ଉତ୍ସରଗୀକୃତ କରି ଦେଇଥାନ୍ତି ।

ସୁବାସ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ରେ ଓଡ଼ିଶା ର କଟକ ସହର ରେ ଜନ୍ମ ଗ୍ରହଣ କରିଥିଲେ,ତାଙ୍କୁ ଜନ୍ମ କରିଥିବା ସେ ମହାନ୍ ପୁରୁଷ ଯେ କୁ ତାଙ୍କ ପିତା ତାଙ୍କ ନାମ ହଉଚି ଜାନକୀ ନାଥ ବୋଷ ଏବଂ ମାତା ଥିଲେ ପ୍ରଭାବତୀ ଦେବୀ ।ତାଙ୍କ ପିତା ଜଣେ ବୃତ୍ତି ରେ ଓକିଲ ଥିଲେ ।ସେ ପ୍ରଥମେ କଟକ ପ୍ରତିଷ୍ଠାନ ସ୍କୁଲ ଏବଂ ପରେ ରେଭେନ୍ସା କଲିଜିଆଟ ସ୍କୁଲ ରେ ନିଜର ବାଲ୍ୟ ଶିକ୍ଷା ଆରମ୍ଭ କରିଥିଲେ ।

ଓଡ଼ିଶା ର ଗୌରବ ଜ୍ଵଳ ତଥା କରନ୍ତି କାରି ତଥା ସମାଜ ସଂସ୍କାରକ ରାଜା ରାମମୋହନ ରାୟ ଏବଂ ସ୍ବାମୀ ବିବେକା ବନ୍ଦ ଙ୍କ ଜୀବନ ଆଦର୍ଶ ସୁବାସ ଙ୍କୁ ପିଲାଟି ଦିନରୁ ବହୁତ୍ ଭଲ ଲାଗୁଥିଲା ଏବଂ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଉଥିଲେ ।କଲିକତା ର ପ୍ରେସିଡେନ୍ସି ତଥା ଅସ ସ୍କୋଟିସ କଲେଜ ରେ ସେ ଆଇ. ଏ ଆଉ ବି. ଏ ପାଠ ପଢା ସାରି ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯାତ୍ରା କରିଥିଲେ ।

ପରେ ପରେ ଅସାଧାରଣ ମେଧା ଶକ୍ତି ଓ କଠିନ ଅଧ୍ୟବସାୟ ତାଙ୍କୁ ଆଇସିଏସ ଭଳି ଉଚ୍ଚ ପଦବୀ ପାଇବା ପାଇଁ ସାହାଯ୍ୟ କରିଥିଲା ।ତତ୍କାଳୀନ ଭାରତ ର ପରାଧିନତା ତାଙ୍କ ଯୁବ ସୁଲଭ ମାନ ରେ ଗୋଟେ ବିଦ୍ରୋହ ର ଝଂସା ସୃଷ୍ଟି କରିଥିଲା ।ଭାରତ ବର୍ଷ ରୁ ଗୋରା ଶାସନ କୁ ଦୂରେଇବା ପାଇଁ ସେ ରକ୍ତ ରଞ୍ଜିତ ହେଲେ ଆଉ ସମସ୍ତ ଙ୍କ ମନ ରେ ଭାରତ ପାଇଁ ଲଢ଼ିବାର ଭାବନା ସୃଷ୍ଟି କଲେ ।

ସେହି ସମୟରେ ସୁବାସ ବୋଷ ଙ୍କୁ ଜାତୀୟ କଂଗ୍ରେସ ରେ ଯୋଗ ଦାନ କରିବା ପାଇଁ ଉତ୍ସାହିତ କରୁଥିଲା ।୧୯୨୧ ମସିହାରେ ସେ ଇଂଲଣ୍ଡ ରୁ ଫେରି କଂଗ୍ରେସ ରେ ଯୋଗ ଦାନ କଲେ ।ଏଥିରେ ତାଙ୍କର ଆଦର୍ଶ ଥିଲେ ମହାତ୍ମା ଗାନ୍ଧୀ ଓ ଦେଶ ବନ୍ଦୁ ଚିତନ୍ । ସନ୍ତ୍ରାସବାଦୀ ଙ୍କ ସହ ତାଙ୍କର କିଛି ଲେନ ଦେନ୍ ଥିବା କଥା ଉଠାଇ ତାଙ୍କୁ ଇଂରେଜ ମାନେ ବନ୍ଦୀ କରି କାରାଗାର ରେ ରଖିଥିଲେ,ହେଲେ ଆସ୍ତେ ଆସ୍ତେ ତାଙ୍କ ଶରୀର ଖରାପ ହେବ ରେ ଲାଗିବାରୁ ତାଙ୍କୁ ଖୋଲାସ କରାଗଲା ବନ୍ଦୀ ଜୀବନ ରୁ ।

ଇଂରେଜ ମାନଙ୍କୁ ଭାରତ ରୁ ହରାଇବା ପାଇଁ ସେ କଣ୍ଟା କୁ କଣ୍ଟା ରେ କାଢିବା ର ନୀତି ଆଦର୍ଶିଥିଲେ ।ସେମିତି ଭବେ ତାଙ୍କ ସଂଗ୍ରାମ ଚାଲିଥିଲା ।ଶେଷ ରେ ସେ ଭାରତ ରୁ ପଳାୟନ କରୁଥିବା ବେଳେ ଦୁର୍ଘଟଣା ଘଟି ୧୯୪୫ ମସିହାରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।