ajira anuchinta – ଜାଣନ୍ତୁ କ’ଣ କରିଲେ ପିଲାମାନଙ୍କର ସ୍ମରଣ ଶକ୍ତି ବଢିଥାଏ ? ଏହା ସହିତ ପଢନ୍ତୁ ଆଜିର 10ଟି ଅନୁଚିନ୍ତା

0

ଜୀବନ କୁ ସରସ ସୁନ୍ଦର କରିବା ପାଇଁ ସାଧୁବାଣୀ, ଗୀତା ,ଭାଗବତ ଆଦି ଉପରେ ବହୁତ୍ ବିଶ୍ୱାସ କରନ୍ତି ।ଜୀବନ ର ଧାରା ଗୋଟେ ସୁନ୍ଦର ,ସରସ ହବା ପାଇଁ ଆମେ ବିଭିନ୍ନ ନିୟମ ଆଦି ମାନି ଥାଉ । କଳି ଯୁଗ ରେ ଏବେ ସମସ୍ତଙ୍କୁ ପଥ ଦର୍ଶନ କରିବା ପାଇଁ ବହୁତ୍ ମୁନି ଋଷି ଅଛନ୍ତି ।ଯଥା ଏବେ କାର ଜଣେ ବିଶିଷ୍ଟ କଥ୍ୟାପକ ହେଉଛନ୍ତି ଜିତୁ ଦାସ ।ତାଙ୍କ ର ବହୁତ୍ ବିଶେଷ୍ୟ କଥା ବାଣୀ ମାନେ ଆସୁଚି ଯାହା ନିଜ ଜୀବନ କୁ ସରସ କରିଦେବ ।ତେଣୁ ଆଜିର ଅନୁଚିନ୍ତା ଗୁଡ଼ିକ ହଉଚି ।ଏମିତି କିଛି ପାଦ ଧୂଳି ଘରେ ପଡ଼ିଲେ ଆପଣ ଭି ହେଇ ପାରନ୍ତି ଧନୀ ।ତେବେ ଚାଲନ୍ତୁ ଦେଖିବା କଣ ଘଟଣା ।

*ଗାଈ ର ଖୁରା ଆପଣଙ୍କ ଘରେ ପଡ଼ିଲେ ,ଧାନ ର ଧୂଳି ପଡ଼ିଲେ ଆଉ ଭଣଜା ର ପାଦ ପଡ଼ିଲେ ଆପଣ ଭି ହେଇପାରନ୍ତି ଧନୀ ,ଆଉ ହଁ ବ୍ରାହ୍ମଣ ପାଦ ଭି ଆପଣ ଙ୍କ ଘରେ ପଡ଼ିଲେ ଶୁଭ ଫଳ ପ୍ରାପ୍ତି ହେଇପାରେ ।

*ରବିବାର ଦିନ ବେଲ ଗଛ ମୂଳରେ ଧୂପ ଟିଏ ଜାଳନ୍ତି ଏବଂ ନାଲି ରଙ୍ଗ ର ଫୁଲ ବେଲ ଗଛ ମୂଳରେ ପୂଜା କରନ୍ତୁ ଏବଂ ରବିବାର ଦିନ ବେଲ ଗଛ ପ୍ରଦଖିତ କରନ୍ତୁ ଏମିତି ସାତ ଟି ରବିବାର କରିଲେ ଶୁଭ ଫଳ ପ୍ରାପ୍ତି ହେବ ,କାରଣ ବେଲ ଗଛ ହଉଚି ରବି ମହାଗ୍ରହ ଙ୍କ ର ପ୍ରତୀକ ଏମିତି କଲେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ।

*ଗୁରୁବାର ଦିନ ସୂର୍ଯ୍ୟ ଅସ୍ତ ପରେ ଯଦି କାନ୍ଥରେ କୌଣସି ଝିଟିପିଟି। ଦେଖିଲେ ତେବେ ତୁରନ୍ତ ଯାଏ ଜଉ ଅରୁଆ ଚାଉଳ ଠାକୁର ଘରେ ଥିବ ତାହା ଆଣି ନିଜର କିଛି ମାନସିକ ରଖି ତ ଉପରକୁ ପିକେଇ ଦିଅନ୍ତି ।ତେବେ ଦେଖିବେ ତିନି ମାସ ଭିତରେ ଆପଣ ଙ୍କ ର ମନସ୍କାମନା ପୂର୍ଣ୍ଣ ହେବ ।

*ସବୁବେଳେ ଗୋଟେ କଥା ମାନେ ରଖିବେ ଯଦି ଆପଣ ଙ୍କ ପିଲା ର ସ୍ମରଣ ଶକ୍ତି ଅଧିକ ବଢେଇବା ପାଇଁ ଚାହୁଛନ୍ତି ।ତେବେ ଆପଣ ମାନେ ନିଜ ପିଲା କୁ କଂସା ବାସନ ରେ ଖାଇବା ପାଇଁ ଆଉ ପାଣି ପିଇବା ପାଇଁ ଦେଲେ ପିଲା ମାନଙ୍କର ସ୍ମରଣ ଶକ୍ତି ବଢିବ।

*ରାତିରେ ମୁଣ୍ଡ କୁଣ୍ଢାନ୍ତୁ ନାହିଁ କିମ୍ବା ଦାନ୍ତ ରେ ନଖ ଛିଡନ୍ତୁ ନାହିଁ ,ଏହା କଲେ ଅମଙ୍ଗଳ ହେଇଥାଏ ।

*ଯଦି ଆପଣ ମାନେ ବହୁତ୍ ପୁଣ୍ୟ କାମ କରୁଛନ୍ତି ତଥାପି ଦୁଃଖ ପାଉଛନ୍ତି ତେବେ ଏହା ଜାଣି ରଖନ୍ତୁ ଏହା ଆପଣଙ୍କ ପୂର୍ବ ଜନ୍ମ ର କାମ ର ଫଳ ।ତାକୁ ଲିଭାଇବା ପାଇଁ ଆପଣ କୌଣସି ଗୁରୁବାର ଦିନ କିଛି ବେଦ ଜାଣିଥିବା ବ୍ରାହ୍ମଣ ଙ୍କୁ ଡାକି ସୁନା ଦାନ କରନ୍ତୁ ।ତାହେଲେ ଆପଣଙ୍କର ଦୁଃଖ କଷ୍ଟ ଦୂର ହଇ ଯିବ ।

*ଯଦି ଆପଣ ଠାକୁର ପୂଜା କରିବା ବେଳେ କୌଣସି ପିଲା କାନ୍ଦୁଚି ତେବେ ଜାଣନ୍ତୁ ଅଶୁଭ ହବା କୁ ଯାଉଚି ।ୟାର ପ୍ରତିକାର ପାଇଁ ଟିକେ ହଳଦୀ ଗୁଣ୍ଡା ଆଙ୍ଗୁଳି ର ଆଣି ଠାକୁର ଘର କାନ୍ଥ ରେ ଲଗେଇ ଦିଅନ୍ତୁ ।ଅଶୁଭ ଦୋଷ ଟି କଟିଯିବ ।

ନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।