ଦେଖନ୍ତୁ ଭିଡ଼ିଓ – ବାଲେଶ୍ୱର, ଅଫିସ ଭିତରେ ଚାଲିଥିଲା ରାସଲୀଳା, ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

0

ଏ ହଉଚି କାଲି ଯୁଗ ଏଠି ସବୁ ଘଟି ପରେ ।ଲୋକ ମାନେ ନିଜେ ନିଜର ଆତ୍ମୀୟତା ଭୁଲି ଯାଉଛନ୍ତି । ଛୋଟ ଛୁଆ ମାନଙ୍କ ପରି ନିଜକୁ ଖେଳନା ପରି ଖେଲି ଚାଲିଛନ୍ତି ।କଣ ମଣିଷ ଦେହ ଯାହା କି ଭଗବାନ ଙ୍କ ର ଗୋଟିଏ ସୁନ୍ଦର ଦାନ ତାହାକୁ ନେଇକି ସମସ୍ତେ ଖେଳି ଚାଲିଛନ୍ତି ।ସତ କହିବା ପାଇଁ ଗଲେ ବାରମ୍ବାର କିଛି ଏମିତି ଘଟଣା ଘଟି ଚାଲିଚି ବର୍ତ୍ତମାନ ସମୟରେ ସମାଜରେ ,ଯାହା ବାସ୍ତବ ରେ ଆମ ସମାଜ ପାଇଁ ଲଜ୍ୟା।

ନିକଟରେ ଜଣେ ଫରେଷ୍ଟ ଅଧିକାରୀ ଙ୍କ ଜଣେ ମହିଳା କର୍ମଚାରୀ ଙ୍କ ସହ ଅନ୍ତରଙ୍ଗ ସମୟରେ ହେଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।ଏ ସବୁ ଦେଖି ଆମ ସମସ୍ତଙ୍କ ମୁଣ୍ଡ ଲାଜରେ ନଇଁ ଯାଉଚି ।ବାସ୍ତବରେ ଏ ଘଟଣା କୋଉଠି ଘଟିଛି।ଏ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟି ଥିବାର ବର୍ଣ୍ଣନା ହେଇଚି,ଯାହା କୁଲ୍ ଡିହା ରେ ରେଞ୍ଜ ଅଫିସ ରେ ବୋଲି ଜଣା ପଡିଛି ।

ଏହି ସଂପୂର୍ଣ୍ଣ ଘଟଣା ପ୍ରକୃତରେ କଣ ରହିଛି ଏବଂ କିପରି ଭାବରେ ଏହି ଭିଡିଓ ଟି ଭାଇରାଲ୍ ହୋଇ ଲୋକ ଲୋଚନକୁ ଆସିବାରେ ଲାଗିଲା ତାହାକୁ ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ।ତେବେ ଏହି ଘଟଣାରେ ଯିଏ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି ସିଏ ହେଉଛନ୍ତି ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରେଞ୍ଜର।

ତାଙ୍କ ର ଖୁଲମ୍ ଖୁଲା ରୋମାନ୍ସ ଏବେ ପଦା କୁ ଆସିଛି ଓ ତାର ଭିଡିଓ ଭାଇରାଲ ହେବାରେ ଲାଗିଛି।ସେହି କାର୍ଯ୍ୟାଳୟର ମହିଳା ଫରେଷ୍ଟଗାର୍ଡଙ୍କ ସହ ତାଙ୍କର ଏହି ଭିଡିଓ ରହିଛି। ଉଭୟଙ୍କ ପ୍ରେମଲୀଳାର ଖୋଲିଛି ସବୁ ଗୁମର। ପୂର୍ବ ଥର ଅପେକ୍ଷା ଏବେ ସେହି ରୋମାନ୍ସ ର ସଂପୂର୍ଣ୍ଣ ଭିଡିଓ ସାମ୍ନା କୁ ଆସିଛି। ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ ଏହି ବ୍ୟକ୍ତି ଜଣଙ୍କ କିଭଳି ଭାବରେ କାର୍ଯ୍ୟାଳୟରେ ରାସଲୀଳା କରୁଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ବିଷୟରେ ବ୍ୟକ୍ତି ଜଣଙ୍କୁ ପଚରା ଯାଇଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଥିଲେ ଏବଂ ଏହାକୁ ମାନିବାକୁ ରାଜି ନାହାନ୍ତି ଅଧିକାରୀ ଜଣଙ୍କ। ଖବର ମିଥ୍ୟା କହି ସେ ଏହାକୁ ଏଡାଇ ଦେଇଛନ୍ତି। ଯେଉଁ ଭିଡିଓ ସାମ୍ନା କୁ ଆସିଛି ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ ରେଞ୍ଜ ଅଫିସର ଜଣଙ୍କ ମହିଳା ଫରେଷ୍ଟ ଗାର୍ଡଙ୍କୁ ଆଲିଙ୍ଗନ କରିବା ସହ ଚୁମା ଦେଇଛନ୍ତି। ଭିଡିଓ ରେ ଏହି ଭଳି କାର୍ଯ୍ୟକଳାପ ଘଟି ଥିବାର ର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏଥିରେ ଯାହା ଦେଖିବାକୁ ମିଳିଛି ଦୁଇଜଣ ଯାକ ଏହି କାର୍ଯ୍ୟ କଲାପରେ ଲିପ୍ତ ଅଛନ୍ତି।କାରଣ ମହିଳା ଜଣଙ୍କ ବି ତାଙ୍କୁ ସମାନ ଭାବରେ ସହଯୋଗ କରୁଛନ୍ତି। ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଉକ୍ତ ରେଞ୍ଜର ଏବଂ ମହିଳା ଜଣଙ୍କ ଖୁସିରେ ଆଲିଙ୍ଗନ କରୁଛନ୍ତି ଉଭୟ ପରସ୍ପରଙ୍କୁ। ତେବେ ଯାହା ସୂଚନା ରହିଛି ବର୍ତ୍ତମାନ ରେଞ୍ଜର ଙ୍କର ଏସିଏଫ୍ ଭାବେ ବାରିପଦାକୁ ବଦଳି ହୋଇ ଯାଇଛି ।ଏଥିରୁ ଯାହା ଜଣା ପଡୁଛି ଏ ଭିଡିଓ ଟି ଅଜାଣତରେ ଭାଇରାଲ୍ ହୋବାର ଲାଗିଚି ।ପ୍ରକୃତ ରେ ଏ ସବୁ ଘଟଣା ଆମେ ସମାଜ ପ୍ରତି ଗୋଟେ ଅଲଗା ଭାବ ସୃଷ୍ଟି କରୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।