ପ୍ରଥମଥର ପାଇଁ ନିଜ ର ଫୋଟ ଓ ସମସ୍ତ ଫ୍ୟାମିଲି ଫୋଟ ସେୟାର କରିଲେ ସିରିଏଲ ର ଅଭିନେତ୍ରୀ ଦୃଷ୍ଟି ଦେଖନ୍ତୁ ତାଙ୍କର ମସ୍ତି ଓ ଫୋଟୋ

0

ଆମ ଓଡିଆ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ।

ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।ସିରିଏଲ୍ କୁ ଆଜି କାଲି ଲୋକମାନେ ବହୁତ୍ ଗୁରୁତ୍ବ ଦେଉଛନ୍ତି,

ବିଶେଷ କରି ସ୍ତ୍ରୀ ଲୋକ ମାନେ ଅଧିକ ଦେଖନ୍ତି,ଆମେ କହୁଛୁ ଓଡ଼ିଆ ସୀରିଏଲ୍ କଥା ଯାହା ଓଡ଼ିଶା ବାସୀ ଙ୍କ ମନ ରେ ସବୁବେଳେ ଅଛି।ଓଡ଼ିଆ ମାନଙ୍କ ର ଅଧିକ ସମୟ ଏହି ସିରିଏଲ ପଛରେ ହିଁ ଯାଇଥାଏ।ସେମାନେ ଖୁବ୍ ପସନ୍ଦ କରନ୍ତି ଏହାକୁ।ଯାହା ପ୍ରତ୍ୟେକ ଟି ଓଡ଼ିଶା ବାସୀ ଙ୍କ ମନ ରେ ଘର କରି ରହିଛି।ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ।
ଆମେ ଓଡ଼ିଆ ସିରୀଏଲ୍ ମାନଙ୍କ ମଧ୍ୟ ରେ ସାର୍ଥକ ଟିଭି ରେ ପ୍ରସାରିତ “ଦିବ୍ୟଦୃଷ୍ଟି”ସିରିଏଲ୍ ଦୃଷ୍ଟି ଭୂମିକାରେ ଅଭିନୟ କରୁଛନ୍ତି ଅନନ୍ୟା।ତେବେ ଚାଲନ୍ତୁ ଜାଣିବା ଦୃଷ୍ଟି ଙ୍କ ଅଭିନୟ କ୍ୟାରିଅର ବିଷୟରେ।ଦୃଷ୍ଟି ଙ୍କ ପ୍ରକୃତ ନା ହେଉଛି ଅନନ୍ୟା ଦାସ୍,ସେ ଜୀ ସାର୍ଥକ ର ଏକ ରିଆଲିଟି ସୋ ର ପ୍ରୋଜୋଜକ ମାଧ୍ୟମରେ ଏହି ସିରିଏଲ୍ କୁ ଆସିଥିଲେ ଏବଂ ସେ ଏହି ସିରିଅଲ୍ ରୁ ବହୁତ୍ ଲୋକପ୍ରିୟତା ହାସଲ କରିଛନ୍ତି,ଯାହା ସିଏ ବହୁତ୍ କମ୍ ସମୟରେ ପାଇଛନ୍ତି।

ଏହି ସିରିଏଲ୍ ରେ ପ୍ରତ୍ୟେକ ଟି ଏପିଶୋଡ ନିଜର ସୁନ୍ଦର୍ ଅଭିନୟ ଦ୍ୱାରା ନିଜର ହିଟ୍ ଦେଇ ଚାଲଛନ୍ତି ।ଯାହା ଓଡ଼ିଶା ବାସୀ ମାନଙ୍କୁ ବହୁତ୍ ଖୁସି ଦେଇଛନ୍ତି। ସେ ନିଜକୁ ଖୁବ୍ ସୁନ୍ଦର୍ ଭାବେ ପରିଦର୍ଶନ କରିଛନ୍ତି।ଦିବ୍ୟ ଦୃଷ୍ଟି ଙ୍କ ର ଯୋଡ଼ି ଟି ବହୁତ୍ ସୁନ୍ଦର୍ ଏବଂ ମନଲୋଭା ଯୋଡ଼ି ଭାବେ ଦର୍ଶକ ଗ୍ରହଣ କରିଛନ୍ତି।

ଏହି ଯୋଡ଼ି ଟି ରିଏଲ୍ ରେ ନ ହେଉ ନା କାହିଁକି ରୀଲ୍ ରେ ସବୁବେଳେ ସାଥିରେ ରୁହନ୍ତୁ,ସେ ଦୁଇ ଜଣ ନିଜର ଖୁବ୍ ସୁନ୍ଦର୍ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ର ହୃଦୟ ରେ ରାଜ କରିଆସୁଛନ୍ତି।ତେବେ ନିକଟରେ ଅନନ୍ୟା ନିଜ ପରିବାର ଲୋକଙ୍କ ସହ ପୁରୀ ବୁଲିଯାଇଛନ୍ତି।ସେଠାରେ ସେ ବହୁତ ମସ୍ତି କରିବା ସହ ସୋସିଆଲ ମିଡିଆରେ ମଧ୍ୟ ଅନେକ ଫୋଟ ପୋଷ୍ଟ କରିଛନ୍ତି।ନିଜର ସୁନ୍ଦର ଅଭିନୟ ଦ୍ଵାରା ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି ଓ ଏହା ସହ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।