ଏହି ମହିଳା ଡାକ୍ତର ସବୁଠୁ ଅଲଗା ,ଝିଅ ହେବା ପରେ ନିଅନ୍ତି ନାହିଁ ଫିସ୍ ,ବରଂ ବାଣ୍ଟିଥାନ୍ତି ମିଠା .କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ! ଦୟାକରି ଏହି ମହିଳା ଡାକ୍ଟର ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ ?

0

ନାରୀ ଏକ ଧାରାରେ ଜାୟା, ଜନନୀ ,ଭଗିନୀ ,ଆଦି ତ୍ରି ଲୋକ ର ଅଧିକାରିଣୀ ।ଆଉ କେତେବେଳେ ନାରୀ ଜୋନ ସ୍ତ୍ରୀ ହଇ ଆମ ପାଖରେ ରହିଥାଏ ।ସେଥି ପାଇଁ ଜଣେ ନାରୀ କୁ ଘର ର ଲକ୍ଷ୍ମୀ ବୋଲି କୁହାଯାଏ ।ତେଣୁ ନାରୀ କୁ ସମ୍ମାନ ଦେବା ଆମ ଭାରତୀୟ ସଂସ୍କୃତି ର ମୂଳ ମନ୍ତ୍ର ।ଆମେ ସମସ୍ତେ ଏଇ କୋଠା ଭି ଜାଣିଚୁ କି ଆମେ ମାନଙ୍କୁ ଜନ୍ମ ଭି ଗୋଟେ ମାଆ(ନାରୀ)ହିଁ କରିଥାଏ ।ସତ କହିବା ପାଇଁ ଗଲେ ଗୋଟେ ପୁରୁଷର ସମ୍ପୂର୍ଣ ଅସ୍ତିତ୍ବ ଗୋଟେ ନାରୀ ଠାରେ ହିଁ ରହି ଥାଏ ।ସୃଷ୍ଟି ର ଆରମ୍ଭ ହୋଇଥାଏ ଗୋଟେ ନାରୀ ଠାରେ ।

ହେଲେ କଣ ହେବ ଯେମିତି ଫକିର ମୋହନ ସେନାପି ଙ୍କର ଲେଖା ରେବତୀ ।ସେମିତି ଆଜି କାଲି କାର କିଛି ଏମିତି ଲୋକ ଅଛନ୍ତି ଯଉମାନେ ଜନ୍ମ ସମୟରେ ପୁଅ ପିଲା ଖୋଜୁଛନ୍ତି ।ହେଲେ ଝିଅ ଜନ୍ମ ବେଳେ ବହୁତ୍ କିଛି ପ୍ରାଚୀର ବନୁଛନ୍ତି ।ତେଣୁ ଆଜି କଳି କାର କିଛି ଲୋକ ଏ ଯାଏ ଭି ଅନ୍ଧ ବିଶ୍ବାସ ରେ ବିଶ୍ୱାସ କରୁଛନ୍ତି ।

ଏହି ଆଧାରରେ କହିବାକୁ ଗଲେ ଆଜି ବି କିଛି ଲୋକମାନେ ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖିଥାନ୍ତି । ପୁଅ ଜନ୍ମ ହେଲେ ସେମାନଙ୍କ ଖୁସିର କୌଣସି ଠିକଣା ନ ଥାଏ । କିନ୍ତୁ ଝିଅ ଜନ୍ମ ହେଲେ ଭାଗ୍ୟକୁ ନିନ୍ଦା କରିଥାନ୍ତି ।ଆଜି ଆମେ ଆପଣଙ୍କୁ ଏକ ଏମିତି ମହିଳା ଡାକ୍ତରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ଦେଖୁଥିବା ଲୋକମାନଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି । କହିବାକୁ ଗଲେ ଏହି ମହିଳା ଡାକ୍ତରଙ୍କ ନର୍ସିଂଗ ହୋମରେ ଯଦି ଝିଅ ହୋଇଥାଏ ତେବେ ସେ ଏଥି ପାଇଁ ଫିସ ନିଅନ୍ତି ନାହିଁ ।

ସେଇ ଭଳି ଡାକ୍ତର ଦୁନିଆରେ ମିଳିବା ବହୁତ୍ କଷ୍ଟ ।ସେ ଜଣେ ଡାକ୍ତର ନୁହନ୍ତି ଜଣେ ସନ୍ତାନ ଲକ୍ଷ୍ମୀ ।ଏହା ପରିବର୍ତ୍ତେ ନିଜେ ପୁରା ନର୍ସିଂଗ ହୋମରେ ମିଠା ବାଣ୍ଟିଥାନ୍ତି । ସେ ଏହି କାମ ଦ୍ଵାରା ଲୋକମାନଙ୍କୁ ବୁଝାଇବାକୁ ଚାହୁଁଛନ୍ତି କି ଏହି ଦୁନିଆରେ ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ସମାନ ନଜରରେ ଦେଖିବା ଉଚିତ ।ସେହି ମହିଳା ଡାକ୍ତରଙ୍କ ନାମ ଶିପ୍ରା ଧର, ଯିଏକି ବର୍ତ୍ତମାନ ସମୟରେ ବହୁତ ପ୍ରଶଂସନୀୟ ବ୍ୟକ୍ତିତ୍ବ ମଧ୍ୟରୁ ଜଣେ ଅଟନ୍ତି।

ଶିପ୍ରାଙ୍କ ନର୍ସିଂଗ ହୋମରେ ଯେତେବେଳେ କୌଣସି ଝିଅର ଜନ୍ମ ହୋଇଥାଏ ତେବେ ସେ ସେହି ବାପାମାଁଙ୍କ ଠାରୁ କୌଣସି ପ୍ରକାରର ଫିସ ନିଅନ୍ତି ନାହିଁ ।ଡାକ୍ତର ଶିପ୍ରା ଧର ବୀଏଚୟୁରୁ ଏମବିବିଏସ ଓ ଏମଡ଼ି କରିଛନ୍ତି ଏବଂ ବାରଣାସୀରେ ଏକ ନର୍ସିଂଗ ହୋମ ବି ଚଲାନ୍ତି । ତାଙ୍କ ସ୍ଵାମୀଙ୍କ ନାମ ଡା. ଏମକେ ଶ୍ରୀବାସ୍ତବ ,

ଯିଏକି ତାଙ୍କର ଏହି ସମାଜସେବା କାର୍ଯ୍ୟରେ ବହୁତ ଖୁସି ଅଛନ୍ତି ଓ ଏହି କାର୍ଯ୍ୟରେ ତାଙ୍କୁ ପୁରା ସହଯୋଗ ବି କରନ୍ତି ।ଯଦି କୌଣସି ଗରିବ ପରିବାରର ଝିଅ ତାଙ୍କର ନର୍ସିଂଗ ହୋମରେ ଆଡମିଟ ହୋଇଥାଏ ତାହେଲେ ସେ ତାଙ୍କର ସମ୍ଭବତଃ ମାଗଣା ଚିକିତ୍ସା କରିଥାନ୍ତି,ସେ ଆଜି ପର୍ଯ୍ୟନ୍ତ ୧୦୦ରୁ ଅଧିକ ଝିଅଙ୍କ ଜନ୍ମ ହେବା ପରେ କୌଣସି ଫିସ ନେଇ ନାହାନ୍ତି ।

ସୂଚନାଯୋଗ୍ୟ, ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଆସିଥିଲେ ତେବେ ଡାକ୍ତର ଶିପ୍ରାଙ୍କ ଏହି କାର୍ଯ୍ୟ ଦ୍ଵାରା ବହୁତ ପ୍ରଭାବିତ ହୋଇ ତାଙ୍କୁ ମଞ୍ଚ ଉପରେ ସମ୍ବୋଧନ କରିବା ପାଇଁ ଡ଼ାକିଥିଲେ ।ଏହାସହିତ ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରି କହିଥିଲେ କି ଯଦି ପ୍ରତି ମାସର ନଅ ତାରିଖରେ ଯେଉଁ ଝିଅ ଜନ୍ମ ହୋଇଥାନ୍ତି ତେବେ ସେ ଏଥିପାଇଁ କୌଣସି ବି ଚାର୍ଜ ନିଅନ୍ତୁ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।