ଦେଖନ୍ତୁ ନିଆରା ବାହାଘର ଭିଡିଓ – ଗଭୀର ପାଣି ଭିତରେ କିଭଳି ଦୁଇଜଣ ସମୁଦ୍ର କୁ ସାକ୍ଷୀ ରଖି ବିବାହ କରିଲେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲଗିଛି ଏହି ନିଆରା ଭିଡିଓ

0

ସମସ୍ତଙ୍କ ଜୀବନ ରେ ଅନେକ ସୁନ୍ଦର ମୁହୂର୍ତ୍ତ ଆସିଥାଏ। ତେବେ ଯେଉଁ ଥି ପାଇଁ ଆମ ଜୀବନ ବହୁତ ସୁନ୍ଦର ହୋଇ ଯାଏ। ଯେଉଁ ମୁହୂର୍ତ୍ତ କୁ ଆମେ କେବେ ବ୍ ଭୁଲି ପରିବା ନାହିଁ। ତେବେ ଜୀବନ କୁ ସୁନ୍ଦର କରିବା ପାଇଁ ଏମିତି ଅନେକ କିଛି କରିବାକୁ ପଡେ।ଦେଶ ଓ ସମାଜ କୁ ଆଗକୁ ବଢେଇବା ପାଇଁ ପୁଅ ଓ ଝିଅ ଙ୍କୁ ବିବାହ କରିବାକୁ ପଡି ଥାଏ। ତେବେ ଏହା ସେମାନ ଙ୍କ ପାଇଁ ବହୁତ ସୁନ୍ଦର ଦିନ ହୋଇ ଥାଏ।

ତେବେ ଏହି ଦିନ ରେ ସମସ୍ତେ ବହୁତ ଖୁସି ରୁହନ୍ତି।ସମସ୍ତେ ବହୁତ ମଜା ମସ୍ତି ମଧ୍ୟ କରନ୍ତି। ସଜ ହବା,ଖାଇବା,ନାଚିବା ଆଦି ବହୁତ କିଛି କରନ୍ତି। ତେବେ ଆମ ଦେଶ ରେ ହେଉ ଥିବା ବାହାଘର ରେ ବହୁତ ସୁନ୍ଦର ରୀତି ନୀତି ରହିଛି,ଯାହା ସବୁ ଠୁ ସୁନ୍ଦର। ତେବେ ବିଭିନ ସ୍ଥାନ ରେ ବିଭିନ୍ନ ପ୍ରକାର ନିୟମ ରହିଛି। ତା ସହ ଆମ ଦେଶ ର ବାହାଘର ୪ କିମ୍ବା ୫ ଦିନ ଧରି ହୋଇ ଥାଏ,

ଅନେକ ଲୋକ ଆସନ୍ତି ବାହାଘର ରେ । ତେବେ ଏଥି ପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି, ସବୁ ବହୁତ ଖୁସି ହୁଅନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ବିବାହ ବିଷୟରେ କହିବୁ ଯାହା ଆପଣ ଶୁଣିଲେ ବିଶ୍ୱାସ କରିବେ ନାହି। ଅଗ୍ନି ବଦଳ ରେ ସମୁଦ୍ର କୁ ସାକ୍ଷୀ ରଖି ବିବାହ କରିଛନ୍ତି ଦୁଇ ନବ ଦମ୍ପତି।

ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଯେଉଁଠି ଅଗ୍ନି କୁ ସାକ୍ଷୀ ରଖିବା ବଦଳ ରେ ସମୁଦ୍ର କୁ ସାକ୍ଷୀ ରଖି ସାତ ଫେରା ନେଇ ବିବାହ କରିଛନ୍ତି। ବିବାହ ରେ ବରମାଳ,ସିନ୍ଦୂର ଟୋପା, ସାତ ଫରା ନେବା ଆଡି ସବୁ ବିଷୟ ରେ ଜାଣିଥିବେ। ତେବେ ଏହାକୁ କିଛି ନୁଆ ଉପାୟ ରେ କରିବା ପାଇଁ ଲୋକ ମାନେ ବିଭିନ୍ନ ପନ୍ଥା ଅପନାଉଛନ୍ତି। ତେବେ ଏଭଳି ଏକ ଘଟଣା ଚେନ୍ନାଇ ରେ ଦେଖିବାକୁ ମିଳିଛି।

ଯେଉଁଠାରେ ପ୍ରେମୀ ଯୁଗଳ ଗଭୀର ପାଣି ରେ ବିବାହ କରିଛନ୍ତି। ତାମିଲନାଡୁ ରେ ପାରମ୍ପରିକ ରୀତି ଅନୁସାରେ ହେଇଥିବା ବିବାହ ର ଫୋଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲଗିଛି।ଆଇ ଟି ଆଇ ଇଞ୍ଜିନିୟର ଚିତ୍ତ ଦୂରେଇ ଓ ସ୍ଵେତା ପାରମ୍ପରିକ ବସ୍ତ୍ର ପରିଧାନ କରି ଗଭୀର ପାଣି କୁ ଯାଇ ବିବାହ କରିଛନ୍ତି।୬୦ ଫୁଟ ଗଭୀର କୁ ଯାଇ ପ୍ରେମୀ ଯୁଗଳ ବରମାଳ ପିନ୍ଧାଇଛନ୍ତି।

ତେବେ ଚିତ୍ରା ଦୂରେଇ ଜଣେ ଲାଇସେନ୍ସ ପ୍ରାପ୍ତ ସ୍କ୍ରୋବ ଡ୍ରାଇଭର। ଏମିତି ବିବାହ କରିବା ପାଇଁ ଚିତ୍ରା ଙ୍କ ଟ୍ରେନର ଅରବିନ୍ଦ ଭଦ୍ରା ଏମିତି ଆଇଡିଆ ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ ସେମାନେ ଗଭୀର ପାଣି ରେ ୪୦ ମିନିଟ୍ ରହିଥିଲେ। ପାଣି ଭିତରେ ସ୍ୱେତା ଙ୍କୁ ଫୁଲ ତୋଡା ଦେଇ ପ୍ରୋପୋଜ କରିଥିଲେ। ଏକ ନିଆରା ଢଙ୍ଗ ରେ ବିବାହ କରିଛନ୍ତି ଦୁହେଁ। ସୋସିଆଲ ମିଡ଼ିଆରେ ଏହାର ଫୋଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗଛି। ଗଭୀର ପାଣି ରେ ବିବାହ କରି ଏକ ନୂଆ ଟ୍ରିକ୍ ଦେଇଛନ୍ତି ଆଜି କାର ଯୁବ ପୀଢ଼ି ଙ୍କ ପାଇଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।