Ajira Anuchinta – ପୁରୁଷ ଓ ନାରୀ ହସରୁ ଜାଣନ୍ତୁ ସ୍ଵଭାଵ ଏବଂ ବ୍ୟକ୍ତିତ୍ବ ବିଷୟରେ

0

ଆମ ପୁରାଣ ଶାସ୍ତ୍ର ରେ ଏହିସବୁ ବର୍ଣ୍ଣିତ ଅଛି କି ଜଣେ ବ୍ୟକ୍ତି ଙ୍କର ଶାରୀରିକ ଗଠନ ରୁ ଆମେ ତାଙ୍କ ର ସ୍ଵଭାଵ ଓ ବ୍ୟକ୍ତି ତ୍ୱ ବିଷୟ ରେ ଜାଣିପାରିଥାଉ ।ଏହି ସଂସାର ରେ ସମସ୍ତ ପ୍ରାଣୀ କିଛି ନା କିଛି ସ୍ୱତନ୍ତ୍ରତା ଗୁଣ ଓ ଲକ୍ଷଣ କୁ ନେଇ ଜନ୍ମ ଗ୍ରହଣ କରିଥାନ୍ତି। ଆଉ ମଣିଷ ଜାତି ବିଷୟରେ କହିଲେ ଗୋଟିଏ ପରିବାର ରେ ମଧ୍ୟ ଏହି ଭିନ୍ନତା ଦେଖାଯାଇଥାଏ। ତେବେ ଆମେ ବ୍ୟକ୍ତି ଙ୍କର ଚାଲି ଚଳନ ,କଥାବାର୍ତ୍ତା ଏବଂ କେତେକ ଅଙ୍ଗ ଭଙ୍ଗୀ କୁ ଦେଖି ତାଙ୍କର ସ୍ଵଭାଵ ଓ ଲକ୍ଷଣ ତଥା ବ୍ୟକ୍ତି ତ୍ୱ ବିଷୟ ରେ ଜଣାଇପାରୁ ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ର ସ୍ଵଭାଵ ଓ ବ୍ୟକ୍ତିତ୍ୱ ଆପଣ ତାଙ୍କର ହସ ରୁ ମଧ୍ୟ ଜାଣିପାରିବେ ବୋଲି ।

ଜଣେ ବ୍ୟକ୍ତି ର ସବୁଠାରୁ ସୁନ୍ଦର ପରିହାସ ହେଉଛି ତାହାର ହସ ।ଏମିତି ମଧ୍ୟ କୁହାଯାଏ କି ହସ ହେଉଛି ସମସ୍ତ ରୋଗ ର ନିରାକାର ଅଟେ ।କିନ୍ତୁ ଆମେ ଆଜି ଆପଣ ଙ୍କୁ ଜଣେ ବ୍ୟକ୍ତି ଙ୍କର ହସିବା ସୋଇଲି ରୁ ତାଙ୍କର ବ୍ୟକ୍ତି ତ୍ୱ ବିଷୟରେ ଜଣେଇବା ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ କିଛି ତଥ୍ୟ।

୧.ସ୍ମିତ ହାସ୍ୟ ବା ଅଳ୍ପ ହସିବା

ଆମ ଶାସ୍ତ୍ର ରେ କୁହାଯାଇଛି ଯେ ଯେଉଁ ପୁରୁଷ ବା ମହିଳା ମାନେ ସମ୍ପୂର୍ଣ୍ଣ ମନ ଖଲି ହସନ୍ତି ନାହିଁ ସେହି ବ୍ୟକ୍ତି ମାନଙ୍କୁ ସମାଜ ରେ ଜଣେ ଅହଙ୍କାରୀ ବ୍ୟକ୍ତି ଭାବରେ ଜଣା ଯାଇଥାଏ। ଯେଉଁ ବ୍ୟକ୍ତି ମାନେ ଅଧା ହସ ନିଜ ମୁହଁ ରେ ବନ୍ଦ କରିଥାନ୍ତି ଏବଂ ବାହାରକୁ କମ ହସିଥାନ୍ତି ସେହି ବ୍ୟକ୍ତି ମାନେ ବହୁତ ଅହଙ୍କାରୀ ହୋଇଥାନ୍ତି ।ସେମାନେ କୌଣସି ବ୍ୟକ୍ତି ଙ୍କର ଖୁସି କୁ ଦେଖିପାରନ୍ତି ନାହିଁ ।ସବୁବେଳେ ନିଜ କଥା ହିଁ ଭାବିଥାନ୍ତି ।ଏପରି କି ସେମାନେ ଛୋଟ ଛୋଟ କଥା କୁ ନେଇ ବହୁତ ରାଗି ଯାଇଥାନ୍ତି ଏବଂ ସବୁବେଳେ ଅନ୍ୟ କୁ ଦୋଷ ଦେବାରେ ଲାଗିଥାନ୍ତି ।ଏହି ଭଳି ବ୍ୟକ୍ତି ଙ୍କ ଠାରୁ ଯେତେ ସମ୍ଭବ ଦୁରେଇ ରୁହନ୍ତୁ।

୨.ମନ ଖୋଲା କରି ହସୁଥିବା ବ୍ୟକ୍ତି

ଯେଉଁ ବ୍ୟକ୍ତି ମାନେ ସମ୍ପୂର୍ଣ୍ଣ ମନ ରୁ ହସିଥାନ୍ତି ସେମାନେ ପାଟି କରି ସବୁ କଥାରେ ହସନ୍ତି ।ଏହି ବ୍ୟକ୍ତି ଙ୍କର ମନ ନିର୍ମଳ ଓ ପବିତ୍ର ହୋଇଥାଏ। ଏମାନେ ବହୁତ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି ।ଅନ୍ୟ ଙ୍କୁ ସାହାଯ୍ୟ କରିବାକୁ ଏମାନଙ୍କୁ ବହୁତ ଭଲ ଲାଗିଥାଏ। ନିଜ ସହ ସମାଜର ଅନ୍ୟ ଲୋକମାନ ଙ୍କୁ ଆବଶ୍ୟକ ସମୟରେ ସାହାଯ୍ୟ କରିବାର ହାତ ବଢ଼ାଇ ଥାନ୍ତି ଏହି ବ୍ୟକ୍ତି ମାନେ। ଏମାନ ଙ୍କର ବ୍ୟକ୍ତିତ୍ୱ ବହୁତ ପ୍ରଭାବଶାଳୀ ଅଟେ କାହାକୁ ବି ଅତି ସହଜରେ ନିଜର କରିପାରିଥାନ୍ତି ଏମିତି ହସୁ ଥିବା ବ୍ୟକ୍ତି।

୩.ମୁହଁ ଶୁଖାଇ ଅଳ୍ପ ହସୁ ଥିବା ବ୍ୟକ୍ତି

ଆପଣ ମାନେ ଦେଖିଥିବେ କି ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କେବେବି ମନ ଖଲି ହାସନ୍ତି ନାହିଁ ବାସ ମୁହଁରେ ଏକ ଶୁଖିଲା ହସ ଥାଏ ତାଙ୍କର ।ପ୍ରକୃତ ରେ ଏପରି ହସୁଥିବା ବ୍ୟକ୍ତି ଙ୍କର ମନରେ ବହୁତ ଦୁଃଖ ରହିଥାଏ ।ସେମାନେ ନିଜ ଭିତରର ଦୁଃଖ କୁ ଲୁଚେଇ ରଖିଥାନ୍ତି କାହାକୁ କୁହନ୍ତି ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।