୫ କୋଟି ବଦଳରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ! ଫେସବୁକରେ ପୋଷ୍ଟ କରିଥିବା ଅଭିଯୁକ୍ତ ଗିରଫ, ଦୟାକରି କମେଣ୍ଟ କରନ୍ତୁ ଏପରି ଅସମାଜିକ ବ୍ୟକ୍ତିଙ୍କୁ କି ଦଣ୍ଡ ଦରକାର ?

0

ଶୁଣିବାକୁ ମିଳିଛି ୫ କୋଟି ନେଇ ପ୍ରଧାନ ମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ହତ୍ୟା କରିବା ଘଟଣା ପଦା କୁ ଆସିଛି ।୫ କୋଟି ବଦଳରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ! ଫେସବୁକରେ ପୋଷ୍ଟ କରିଥିବା ଅଭିଯୁକ୍ତ ଗିରଫ। ପୁଡୁଚେରୀ ରେ ପ୍ରଧାନ ମନ୍ତ୍ରୀ ଙ୍କୁ ହତ୍ୟା କରିବା ଧମକ ମାହାଙ୍ଗା ପଡିଲା ।ଅଭିଯୁକ୍ତ ଙ୍କୁ ଖୋଜି ଖୋଜି ଶେଷରେ ପୋଲିସ ସେଇ ଧମକ ଦେଇଥିବା ବ୍ୟକ୍ତି ଅଭିଯୁକ୍ତ ନକର ଟେର ପାଇଛି ।

୫ କୋଟି ଟଙ୍କା ବଦଳରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ହତ୍ୟା କରିବା ପ୍ରସ୍ତୁତି ବୋଲି ଜଣେ ବ୍ୟକ୍ତି ଫେସବୁକ୍ ଭଳି ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ ।ଆଉ ସେହି ପୋଷ୍ଟ ତୀବ୍ର ଗତି ରେ ଜଣ ସାଧରଙ୍କ ପାଖରେ ପହଞ୍ଚି ଥିଲା ।ଏବଂ ଭାଇରାଲ ହେବାରେ ଲାଗିଲା ।ସମସ୍ତ ତଦନ୍ତ ପରେ ଫେସବୁକ୍ ରେ ସମସ୍ତ ରିସର୍ଚ୍ଚ ପରେ ପୋଲିସ ମାନେ ସେଇ ଜଘନ୍ୟ କାଣ୍ଡ କରିଥିବା ସେଇ ପୋଲିସ ର ଟେର ପାଇଥିଲା ।ଟା ପୁଣି ଫେସବୁକ୍ ଆଇଡି କୁ ଯାଞ୍ଚ କରି ।
ସେଇ ଫେସବୁକ୍ ର ସମସ୍ତ ସନ୍ଧାନ ପରେ ଯାହା ଜଣା ପଡିଛି ଅଭିଯୁକ୍ତ ଜଣକ ପୁରୁଚେରି ର ବୋଲି ।ଶେଷରେ ପୋଲିସ ଯାଏ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହେଇଚି । ଜଣା ପଡ଼ିଛି ଅଭିଯୁକ୍ତ ଜଣକ ସତ୍ୟାନନ୍ଦମ୍ ପୁଡ଼ୁଚେରୀର ଆର୍ଯ୍ୟନକୁପ୍ପମ୍ ଗାଁର ବାସିନ୍ଦା। ସେ ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ।କେହି ୫କୋଟି ଟଙ୍କା ଦେଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବେ ବୋଲି ଏକ ଫେସବୁକ୍ ପୋଷ୍ଟ ଜରିଆରେ ଅଭିଯୁକ୍ତ ଘୋଷଣା କରିଥିଲେ । ପୋଷ୍ଟ ସମ୍ପର୍କରେ ଅବଗତ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪୩ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି ।ଏମିତି ଜଘନ୍ୟ କାଣ୍ଡ ଭି କେହି କରିପାରନ୍ତି ।ଏହା କେମିତି ସମ୍ଭବ ।ଆମର ମାନନୀୟ ପ୍ରଧାନ ମନ୍ତ୍ରୀ ଙ୍କୁ କେହି ଜଣେ ଏମିତି ଧମ କେଇ ପାରୁଛନ୍ତି ।ଫେର ମାରିଦେବା ର ଯୋଜନା ଭି କରିଛନ୍ତି।

ଗତ ଗୁରୁବାର ଦିନ ଅଭିଯୁକ୍ତ ଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟ ରେ ହାଜର କରାଯାଇ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ତେବେ ଏହି ଫେସବୁକ୍ ପୋଷ୍ଟ ସମ୍ପର୍କ ରେ ଗୁରୁବାର ଦିନ ପ୍ରଥେମ ଜଣେ କାର ଡ୍ରାଇଭର ଦେଖିଥିଲେ ଏବଂ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟ ବିଷୟରେ ଛାନଭିନ କରି ଦୋଷୀ ନିକଟରେ ପହଞ୍ଚି ପାରିଥିଲା।ଘଟଣାକୁ ଗୁରୁତର ସହ ନେଇ ସଙ୍ଗୀନ ଧାରା ଅନୁସା ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ପୋଲିସ ର ସୂଚନା ଅନୁସାରେ,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କ ବିରୋଧ ରେ ଭାରତୀୟ ପିଙ୍ଗଳ କୋର୍ଟ ଦଣ୍ଡବିଧାନ ଆଇନର ଅନୁଯାଇ ୫୫୫ (୧) ଏବଂ ୫୦୫ (୨) ଧାରା ଅନୁସାରେ ମାମଲା ଦାୟ ର କରାଯାଇଛି। ଏପରି ବୟାନ ଦେଇଥିବାରୁ ଶତ୍ରୁତା, ଘୃଣା କୁ ଉତ୍ସାହିତ କରିଥିବାରୁ ଦୋଷୀକୁ କଡ଼ାରୁ କଡ଼ା ଦଣ୍ଡବିଧାନ କରାଯିବ ବୋଲି ପୋଲିସ୍ କହିଛି।ଶେଷ ରେ ପ୍ରଧାନ ମନ୍ତ୍ରୀ ଙ୍କ ସହ ଶତ୍ରୁତା ପଡିଲା ମହଙ୍ଗା ।ସମସ୍ତ କୁ କାର୍ଯ୍ୟ ପାଇଁ ଅଭିଯୁକ୍ତ ଙ୍କୁ ସଠିକ୍ ଦଣ୍ଡ ବିଧାନ କରାଯିବା କଥା ସୁନିଶ୍ଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।