ଦେଖନ୍ତୁ ଭିଡିଓ – ବାପା ଓ ପୁଅ ରୋଷେଇ କରୁଥିବା ସମୟରେ ହଠାତ୍ ଅପରାଜିତା ଙ୍କ ସହ ଏଭଳି ଘଟିଲା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଓଲିଉଡ ଜଗତ ର ଜଣେ ସୁପରିଚିତ କଳାକାର ଉତ୍ତମ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଯିଏ କି ଓଡିଆ ସିନେମା ଜଗତ ରେ ନିଜ ର ଅଭିନୟ ଦ୍ବାରା ଓଡ଼ିଶା ବାସୀ ଙ୍କ ମନ ରେ ନିଜ ର ଏକ ପରିଚୟ ସ୍ଋଷ୍ଚି କରି ପାରିଛନ୍ତି। ଏହା ସହିତ ତାଙ୍କର ଧର୍ମ ପତ୍ନୀ ଅପରାଜିତା ମହାନ୍ତି। ସିଏ ମଧ୍ଯ ଓଲିଉଡ ଜଗତ ରେ ନିଜ ର ଏକ ଖୁବ୍ ପରିଚୟ ସ୍ଋଷ୍ଚି କରି ପାରିଛନ୍ତି।

ଯାହାଙ୍କୁ ସମସ୍ତେ ଟିକି ଅପା ଭାବରେ ଜାଣିଛନ୍ତି। ଦୁହେଁ ରିୟଲ ଲାଇଫ୍ ର ସ୍ବାମୀ, ସ୍ତ୍ରୀ ଏବଂ ଚଳଚ୍ଚିତ୍ର ରେ ମଧ୍ଯ ଦୁହେଁ ସ୍ୱାମୀ, ସ୍ତ୍ରୀ ର ଅଭିନୟ କରି ଦର୍ଶକ ଙ୍କ ହୃଦୟ କୁ ବେଶ୍ ଜିଣି ପାରିଛନ୍ତି। ଉଦଣ୍ଡୀ ସୀତା , ଜଗା ହାତ ରେ ପଘା , ଆଉ ଏହି ପରି ବହୁତ ସାରା ଫିଲ୍ମ ସେମାନେ ଏକା ସାଙ୍ଗ ରେ ଅଭିନୟ କରିଛନ୍ତି ଏବଂ ସବୁ ଚଳଚ୍ଚିତ୍ର ତାଙ୍କର ହିଟ୍ ମଧ୍ଯ ହୋଇଛି।

ତେବେ ଆଜି ଆମେ ଏମିତି ଏକ ଭିଡିଓ ବିଷୟ ରେ କହିବୁ ଯାହା ନିକଟ ରେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଯାହାକି ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଙ୍କ ଏକ ମାତ୍ର ପୁଅ ବାବୁଶାନ ରେକର୍ଡ କରି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି ଏବଂ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି କି ଅପରାଜିତା ମହାନ୍ତି ଙ୍କ ସ୍ୱାମୀ ଉତ୍ତମ ମହାନ୍ତି, ଅପରାଜିତା ଙ୍କ ପାଇଁ ରୋଷେଇ କରୁଛନ୍ତି।

ହଁ ଆଜ୍ଞା ଆପଣ ମାନଙ୍କ ପ୍ରିୟ ଅଭିନେତା ଉତ୍ତମ ମହାନ୍ତି ଅପରାଜିତା ଙ୍କ ପାଇଁ ମାନେ ଆପଣ ଙ୍କ ପ୍ରିୟ ଟିକି ଅପା ଙ୍କ ପାଇଁ ରୋଷେଇ କରିଛନ୍ତି। ଏବଂ ଏହି ରୋଷେଇ ରେ ସେ ଡାଲମା ପ୍ରସ୍ତୁତ କରିଛନ୍ତି ଏବଂ ଯାହାର ଭିଡିଓ ତାଙ୍କର ପୁଅ ବାବୁସାନ ମହାନ୍ତି ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଭାଇରାଲ କରିଛନ୍ତି।

ଏହା ସୋସିଆଲ ମିଡିଆ ରେ ବହୁ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଏହି ଭିଡିଓ ରେ ଦେଖିବା ପାଇଁ ମିଳୁଛି କି ଆପଣ ଙ୍କ ପ୍ରିୟ ଟିକି ଅପା ମାନେ ଅପରାଜିତା ମହାନ୍ତି ଟିକିଏ ଅସୁସ୍ଥ ଅଛନ୍ତି, କାରଣ ଅପରାଜିତା ଗୋଟିଏ କୋଣ ରେ ଏକ ବ୍ଲାଙ୍କେଟ୍ ଘୋଡେଇ ହୋଇ ରହିଛନ୍ତି ଏବଂ ତାଙ୍କ ସ୍ୱାମୀ ଉତ୍ତମ ମହାନ୍ତି ଏପଟେ ଡାଲମା ପ୍ରସ୍ତୁତ କରୁଛନ୍ତି।

ଏବଂ ଏହି ସମୟ ର ଭିଡିଓ କୁ ନିଜ ର ପୁୁଅ ବାବୁଶାନ ମହାନ୍ତି ରେକର୍ଡ କରିଛନ୍ତି ଏବଂ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି ଏବଂ ଏହାସହ ସେ ମେନସନ କରିଛନ୍ତି ଯେ ଏହି ସମୟ ର ମୂହୁର୍ତ୍ତ କୁ ସେ କେବେବି ଭୂଲି ପାରିବେ ନାହିଁ। ତାଙ୍କର ପିତା ମାତା ଙ୍କ ର ଭଲ ପାଇବା ବେଶ୍ ନିଆରା। ଉତ୍ତମ ମହାନ୍ତି ଜଣ ବେଶ୍ ଭଲ ଲୋକ। ଯାହା ର ସ୍ପଷ୍ଟ ଚିତ୍ର ଏହି ଭିଡିଓ ରେ ଦେଖିବାକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।