ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ ଆପଣ କହିପାରିବେ କି !

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି,

ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି ,।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର ।

୧) ଭାରତର କେଉଁ ରାଜ୍ୟରେ ଗରିବଙ୍କ ସଂଖ୍ୟା ସର୍ବାଧିକ?
ଉତ୍ତର:- ଉତ୍ତରପ୍ରଦେଶ

୨) ଭିଟାମିନ୍ କେ ର ରାସାୟନିକ ନାମ କଣ ?
ଉତ୍ତର:- ଫିଲୋକ୍ଵନୋନ ହୋଇ ଥାଏ।

୩) DVD ର ପୁର୍ଣ ନାମ କଣ ?
ଉତ୍ତର:- Digital versatile disc କୁହା ଯାଏ ।

୪) ଭାରତ ର ସବୁଠୁ ବଡ଼ ବନ୍ଦର କେଉଁଠି?
ଉତ୍ତର:- ମୁମ୍ବାଇ ରେ ରହିଛି।

୫) ଏମିତି ଗୋଟିଏ ଖାଇବା ଅଛି , ଯେଉଁଥିରେ ଫୁଲ, ଫଳ, ମିଠା ତିନୋଟି ଯାକ ଅଛି ?
ଉତ୍ତର – ଗୋଲାପଜାମୁନ୍ ରେ ରହିଛି।

୬)କେଉଁ ପ୍ରାଣୀ ର ଆଖି ରୁ ସବୁବେଳେ ଲୁହ ଝରେ ?
ଉତ୍ତର:- କୁମ୍ଭୀର।

୭)କଞ୍ଚା ଲଙ୍ଗା ରେ କେଉଁ ଭିଟାମିନ୍ ଥାଏ?
ଉତ୍ତର:- ଭିଟାମିନ୍- k

୮)ଓଡିଶା ର ପ୍ରଥମ ଓଡିଆ କବି ଙ୍କ ନାମ କଣ?
ଉତ୍ତର:- ଉପେନ୍ଦ୍ର ଭଞ୍ଜ।

୯)ଓଡିଶା ର ପ୍ରଥମ କୂଳପତି ଙ୍କ ନାମ କଣ?
ଉତ୍ତର:- ଡକ୍ଟର ପ୍ରାଣକୃଷ୍ଣ ପରିଜା।

୧୦)ଭାରତ ରେ ସର୍ବ ପ୍ରଥମେ କେଉଁଠାରେ ସୂର୍ଯ୍ୟ ଉଦୟ ହୋଇଥାଏ?
ଉତ୍ତର:- ଅରୁଣାଚଳ ପ୍ରଦେଶ।

11 ) ପୋଷା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ , ଶୁଖିଲା ଖାଏ ସେ ପିଏନି ପ୍ରାଣି , ପେଚା ନୁହେଁ କିନ୍ତୁ ଅନ୍ଧାର ଦେଖେ , ସାହାର୍ଯ୍ୟ କରେ ସେ ରଖିଲେ  ପାଖେ ?

ଉତ୍ତର – ଟର୍ଚ୍ଚ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।