ଦେଖନ୍ତୁ ଭିଡିଓ – ନିଛାଟିଆ ଜଙ୍ଗଲ ମଧ୍ୟରେ ଚାଲିଥିଲା ପ୍ରେମୀ ଯୁଗଳ ଙ୍କ ରାସଲୀଳା କିଛି ଅଜଣା ବ୍ୟକ୍ତି ରେକର୍ଡିଂ କରି ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଭାଇରାଲ କଲେ

0

ବର୍ତ୍ତମାନର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ । ଏବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ରେ ରହିବା ମଧ୍ୟ ଏକ ସାମାନ୍ୟ କଥା ହୋଇଗଲାଣି। ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଯାହା ଜାଣିଲା ପରେ ଆପଣ ଲଜ୍ୟା ଅନୁଭବ କରିବା ସହ ଦୁଃଖ ପ୍ରକାଶ ମଧ୍ୟ କରିବେ ।

ଉଲେକ୍ଷ୍ୟଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମୀ ଯୁଗଳ ମାନେ ନିଜର କାମନା କୁ ପୁରା କରିବା ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ତେବେ ଏହା ପାଇଁ ସେମାନେ ବହୁ ଅସୁବିଧା ର ସମୁଖୀନ ମଧ୍ୟ ହେଉଛନ୍ତି ଏହାର କୌଣସି ସନ୍ଦେହ ନାହିଁ ।ତଥାପି ସେମାନେ ସେହିପରି ଖରାପ କାର୍ଯ୍ୟ କରିବାକୁ ଉଚିତ ମନେ କରୁଛନ୍ତି ଏବଂ ବାରମ୍ବାର ସେହି ଭୁଲ କରିଚାଲିଛନ୍ତି

ତେବେ ଏବେ କାର ଯୁବ ପଢି ପ୍ରେମର ପ୍ରକୃତ ଅର୍ଥ କୁ ବୁଝିବା ପରିବର୍ତେ ନିଜର କାମନା କୁ ମେଣ୍ଟାଇବା ପାଇଁ ଏହି ପରି ଭାବରେ ଦୁଃସାହସିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଯାହା ଫଳରେ ଘଂଚ ଅରଣ୍ୟ ହେଉ କିମ୍ବା କୌଣସି ଜନଶୂନ୍ୟ ଜାଗା କେହିଆଡ଼େ ଜୋବାକୁ ଏମାନେ ଭୟ କରନ୍ତି ନାହିଁ।ଏହି ପରି ଏକ ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ପୁଅ ଝିଅ ନିଜର ଖରାପ ଉଦେଶ୍ୟ କୁ ପୁରାଣ କରିବା ପାଇଁ ଘଂଚ ଅରଣ୍ୟ ଭିତରେ ଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଯାହା କି ଅତ୍ୟନ୍ତ ଲଜ୍ଜା ର ପରିସ୍ଥିତି ସୃଷ୍ଟି କରିଛି।

ଏହି ଭଡ଼ିଓ ରୁ ସ୍ପଷ୍ଟ ଜଣା ପଡୁଛି କି ଏବେ କାର ଯୁବ ପିଢ଼ି ନିଜର ପ୍ରେମ କୁ ଭୁଲ ଭାବରେ ଗ୍ରହଣ ଜରୁଛନ୍ତି। କେବେଳ ଶାରୀରିକ ମିଳନ କୁ ଏମାନେ ପ୍ରେମ ବୋଲି ଭାବି ନେଉଛନ୍ତି। ଯାହା ଫଳରେ ଏମାନେ ନିଜର ଏହି ସୁଖ କୁ ମେଣ୍ଟାଇବା ପାଇଁ କୌଣସି ସ୍ତର କୁ ମଧ୍ୟ ଖସି ଯାଉଛନ୍ତି।ଯାହାକି ସମାଜ ପାଇଁ ବହୁତ ନିନ୍ଦନୀୟ ହୋଇ ପଡୁଛି।

ଏମାନେ ବିବାହ ପୂର୍ବରୁ ପରସ୍ପର ସହ ସମୟ ବିତାଇବା ସହ ଓଆରସାର ସହ ରୋମାନ୍ସ ଓ ସେକ୍ସ ର ମଜା ନେବାକୁ ଚାହୁଁଛନ୍ତି ଯାହା ଫଳରେ ସେମାନେ ଏହି ପରି ଭାବରେ ଖରାପ କାର୍ଯ୍ୟ ବା ଅନୈତିକ କାର୍ଯ୍ୟ କରିବା ପାଇଁ ନିଛାଟିଆ ଜାଗା କୁ ଏକୁଟିଆ ଯିବାକୁ ବିଜୟ କରୁ ନାହାନ୍ତି। ଯୋଉଥି ପାଇଁ କି ଅଧିକାଂଶ ସମୟରେ ସେମାନେ ଲୋକ ମାନଙ୍କ ର ସମୂଖୀନ ହୋଇ ନିଜର ସମ୍ମାନ ସହ ପରିବାରର ସମ୍ମାନ କୁ ହରାଉ ଛନ୍ତି।

ତେବେ ସେମାନେ ଭୁଲିଯାଉଛନ୍ତି କି କେହି ଜଣେ ତାଙ୍କର ଏହି ସବୁ ଅଶୀଳ କାର୍ଯ୍ୟ କୁ ମୋବାଇଲେ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଛନ୍ତି ବୋଲି ।ଯାହା ଫଳରେ ତାଙ୍କ ପରିବାର ଲୋକେ ରାସ୍ତା ରେ ମୁଣ୍ଡ ଟେକି ଚାଲିପାରିବେ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।