ଆଜି ଫ୍ରେବୃୟାରି ୭ ତାରିଖ ରୋଜ ଡେ ଜାଣନ୍ତୁ କାହିଁକି ପାଳନ କରାଯାଇଥାଏ ରୋଜ ଡେ ସମସ୍ତେ ପାଳନ କରୁଛନ୍ତି କିନ୍ତୁ ପାଳନ କରିବାର ଉଦ୍ଧେଶ୍ୟ କ’ଣ ରହିଛି ତାହା କେହି ଜାଣନ୍ତି ନାହିଁ

0

ଆପଣ ମାନେ ନିହାତି ଜାଣିଥିବେ କି ବର୍ଷ ର ଫ୍ରେବୃୟାରି ମାସ ଟୀକୁ ପ୍ରେମିକ ପ୍ରେମିକା ର ମାସ ବୋଲି କୁହାଯାଏ ।କାରଣ ପ୍ରତ୍ୟେକ ବର୍ଷ ଫେବୃୟାରୀ ମାସ ର ଗୋଟିଏ ସପ୍ତାହ କୁ ତଥା ଫେବୃୟାରୀ ୭ ତାରିଖ ରୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ପୁରା ସାତ ଦିନ ପ୍ରେମ ର ଦିନ ଆରମ୍ଭ ହୋଇଥାଏ ।ଏହା ରୋଜ ଡେ ବା ଗଲାପ ଦିନ ଠାରୁ ଆରମ୍ଭ ହୋଇ ଭଲେଣ୍ଟାଇନ ଡେ ରେ ଶେଷ ହୋଇଥାଏ ।

ଆଉ ଏହି ଫ୍ରେବୃୟାରି ତଥା ପ୍ରେମ ର ମାସ ର ପ୍ରଥମ ଦିନ ଆରମ୍ଭ ହୋଇଥାଏ ରୋଜ ଡେ ରୁ ।ତେବେ କଣ ଆପଣ ଜାଣିଛନ୍ତି କି କାହିଁକି ଏହି ଦିନ ଟୀକୁ ରୋଜ ଡେ ବୋଲି କୁହାଯାଏ ।ଆସାନ୍ତୁ ଜାଣିବା ଏହି ପୋଷ୍ଟ ମାଧ୍ୟମରେ ।

ବନ୍ଧୁ ଗଣ ପ୍ରତ୍ୟେକ ବର୍ଷ ଫ୍ରେବୃୟାରି ୭ ତାରିଖ କୁ ରୋଜ ଡେ ଭାବରେ ପ୍ରାୟ ସବୁ ସ୍ଥାନରେ ପାଳନ କରାଯାଏ ।ଏହି ଦିନ ଜଣେ ବ୍ୟକ୍ତି ତାର ମନ ପସନ୍ଦ ର ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଗୋଟିଏ ଗୋଲାପ ଫୁଲ ଦେଇଥାଏ ।ଏବଂ ଏହି ଗୋଲାପ ଫୁଲ ଦେବା ସହ ସେ ତାର ମନର କଥା କୁ ମଧ୍ୟ ଭଲପାଉଥିବା ବ୍ୟକ୍ତି ଙ୍କର ଆଗରେ ପ୍ରକାଶ କରିଥାଏ ।ତେବେ ଗୋଲାପ ତିନି ପ୍ରକାରର ହୋଇଥାଏ ତଥା ଲାଲ , ହଳଦିଆ ଏବଂ ଧଳା ଗୋଲାପ ।ଲାଲ ଗୋଲାପ ପ୍ରେମ ଓ ଭଲପାଇବା କୁ ପ୍ରକାଶ କରିଥିବା ବେଳେ ହଳଦିଆ ଗୋଲାପ ବନ୍ଧୁତା ଏବଂ ଧଳା ଗୋଲାପ ଶାନ୍ତି କୁ ପ୍ରକାଶିତ କରିଥାଏ ।

ତେବେ ଏହି ରୋଜ ଡେ ରେ ସାଧାରଣତ୍ୱ ଗୋଟିଏ ପୁଅ ଅନ୍ୟ ଏକ ଝିଅ କୁ ବା ଗୋଟିଏ ଝିଅ ନିଜ ମନ ପସନ୍ଦ ର ପୁଅ କୁ ଲାଲ ଗୋଲାପ ଦେଇ ତାର ମନର ଭାବନା କୁ ଜଣାଇଥାଏ ।ତେବେ ଏହି ରୋଜ ଡେ କୁ ଲୋକମାନେ କେବଳ ପ୍ରେମିକ ଓ ଓ ପ୍ରେମିକା ର ଦିନ ଭାବରେ ମାନିଥାନ୍ତି ।ମାତ୍ର ଆମେ କହିରଖୁଛୁ ଯେ ଏହି ରୋଜ ଡେ ର କେବଳ ଗୋଟିଏ ଅର୍ଥ ରହିଥାଏ ଆଉ ପରସ୍ପର ର ଭଲପାଇବା ।ତେବେ ଏହି ଭଲପାଇବା ଯେ କେବଳ ଗୋଟିଏ ପୁଅ ଓ ଝିଅ ମଧ୍ୟରେ ହୋଇଥାଏ ଏହା ଭୁଲ ଅଟେ ।

ବରଂ ଏହି ଗୋଲାପ ର ଦିବସରେ ଆପଣ ନିଜ ବନ୍ଧୁ ବାନ୍ଧବ , ଭାଇ ଭଉଣୀ ଏବଂ ସାଙ୍ଗ ସାଥି ସହ ମନେଇ ପାରିବେ ।ଏହି ଦିନରେ ଆପଣ ଆପଣ ଙ୍କର ପ୍ରିୟ ଲୋକ ଙ୍କୁ ଗୋଲାପ ଦେଇ ତାଙ୍କୁ ଧନ୍ୟବାଦ ବା କ୍ଷମା ମଧ୍ୟ ମାଗି ପାରିବେ ।ଗୋଲାପ ଭଲପାଇବା ର ସଂକେତ ହୋଇଥବାରୁ ଆପଣ କାହାକୁ ବି ଏହା ଦେଲେ ସେ ବହୁତ ଆନନ୍ଦ ପ୍ରକାଶ କରିଥାନ୍ତି ଏବଂ ଆପଣ ଙ୍କର ସବୁ ଭୁଲ ଓ ଦୋଷ କୁ କ୍ଷମା କରିଦିଅନ୍ତି ଏବଂ ତାଙ୍କ ମୁହଁ ରେ ଏକ ହସ ଆସିଯାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।