ଦେଖନ୍ତୁ ଭିଡିଓ – ବାବାଙ୍କୁ ଜଣା ନଥିଲା କ୍ୟାମେରାରେ ରେକଡିଂ ହେଉଛି ରୋମାନ୍ସ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଠକ ସାଧୁବାବା ଙ୍କର ରାସଲୀଳା ଭିଡ଼ିଓ ,

0

ସୋସିଆଲ ମିଡ଼ିଆ ଏକ ଏପରି ପ୍ଲାଟଫାର୍ମ ଯେଉଁଠାରେ ଆମ ଘରେ ରହି ମଧ୍ୟ ବାହାର ଦୁନିଆଁ ବିଷୟରେ ସବୁକିଛି ଜାଣିପାରିଥାଉ। ଏମିତି କି ଏହାକୁ ଆମ ଗଣତନ୍ତ୍ର ସରକାର ଙ୍କର ଚତୁର୍ଥ ମାଧ୍ୟମ ବୋଲି ମଧ୍ୟ କୁହାଯାଏ ।କାରଣ ଏହା ଲୋକ ଓ ସମାଜ ମଧ୍ୟରେ ଏକ ନିବିଡ଼ତା କୁ ବଜାଇ ରଖିଥାଏ। କିନ୍ତୁ ବର୍ତ୍ତମାନ ଆପଣ ମାନେ ଦେଖୁଥିବେ କି ସୋସିଆଲ ମିଡ଼ିଆ ରେ ଲୋକମାନେ କେବଳ ନିଜର ଅଶୀଳ ଭିଡ଼ିଓ ପୋଷ୍ଟ କରୁଛନ୍ତି ବା ଅନ୍ୟ କାହାଙ୍କ ଦ୍ବାରା ରେକର୍ଡ କରି ଭାଇରଲ କରାଯାଉଛି ।ଫଳରେ ଆମ ସମାଜ ତଥା ଆଗାମୀ ପିଢୀ ଙ୍କ ପାଇଁ ଏହା ଏକ ମହାବିପଦ ଆଣିବାକୁ ଯାଉଛି ।

ତେବେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଭାଇରଲ ଭିଡ଼ିଓ ବିଷୟରେ ଆପଣଂକୁ ଜଣେଇବାକୁ ଯାଉଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭଗବାନ ଙ୍କ ନାମରେ ନିଜକୁ ସାଧୁ ଓ ସନ୍ଥ ବୋଲି କହୁଥିବା ଲୋକଙ୍କୁ ଘୃଣା କରିବେ।ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭିନ୍ନ ଭିନ୍ନ ସ୍ଥାନର ସାଧୁ ବାବା ଙ୍କର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକି ଅତ୍ୟନ୍ତ ଘୃଣ୍ୟ ତଥା ଲଜ୍ୟା ଜନକ ଘଟଣା ଅଟେ ।

ଆମେ ସାଧାରଣ ଭାବରେ ସାଧୁ ବ୍ୟକ୍ତି ମାନଙ୍କୁ ବହୁତ ସଂମାନ ଜଣାଇଥାଉ ଏବଂ କେବେ କେବେ ତାଙ୍କର ଉପଦେଶ କୁ ମଧ୍ୟ ଗ୍ରହଣ କରିଥାଉ। କିଛି ଏହି ସମାଜ ରେ କିଛି ଏମିତି ଖରାପ ଉଦ୍ଧେଶ୍ୟ ଥିବା ମୁଖା ପିନ୍ଧା ବାବା ରହିଛନ୍ତି ଯେଉଁ ମାନଙ୍କ ପାଇଁ ସାରା ସାଧୁ ଲୋକଙ୍କ ଉପରେ ଓ ସେମାନଙ୍କ ର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେବେ ଆସନ୍ତୁ ଜାଣିବା କଣ ସବୁ ଭିଡ଼ିଓ ଏବେ ଭାଇରଲ ହେବରେ ଲାଗିଛି।

୧.ଏକ ଭିଡ଼ିଓ ରେ ଦେଖାଯାଇଥିଲା କି ଜଣେ ସାଧୁ ବସ୍ତ୍ର ପରିଧାନ କରିଥିବା ବାବା ଗାଁ ଦାଣ୍ଡରେ ବସି ଜଣେ ମହିଳା ଙ୍କ ସହ ଅଶୀଳ କାର୍ଯ୍ୟ କରୁଥିଲେ ତଥା ତାଙ୍କୁ ଚୁମ୍ବନ କରିବା ସହ କୁଣ୍ଡାଇ ଧରିଛନ୍ତି ।

୨.ଅନ୍ୟ ଏକ ଭିଡ଼ିଓ ଉତ୍ତରପ୍ରଦେଶର ଭାଇରଲ ହୋଇଥିଲା ଯେଉଁଥିରେ ଜଣେ ବାବା ମଣ୍ଡପରେ ପୂଜା କରିବା ସମୟରେ ହଠାତ ସେଠାରେ ଉପସ୍ଥିତ ଥିବା ଜଣେ ମହିଳାଙ୍କୁ କୁଣ୍ଡେଇ ଧରି ତାଙ୍କୁ କିସ କରିଥିଲେ ।

୩.ସେହିପରି କେରଳ ର ଏକ ବାବା ଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା ଯେଉଁଥିରେ ସେ ଜଣେ ମହିଳାଙ୍କ ସହ ବେଡ଼ ଉପରେ ଅଶୀଳ କାର୍ଯ୍ୟ କରୁଥିବାର ଦେଖାଯାଇଥିଲା ।

୪.ଖାଲି ଏତିକି ନୁହେଁ ବରଂ ନିଜକୁ ବାବା ବୋଲି ପ୍ରଚାର କରିଥିବା ଜଣେ ଠକ ବ୍ୟକ୍ତି ମହିଳାଙ୍କର ଅନ୍ତରଙ୍ଗ ଡ୍ରେସ ର ଆଡ଼ଭେଟାଇଜମେଣ୍ଟ କରୁଥିବାର ତଥା ସେହି ଝିଅ ସହ ଡ୍ୟାନ୍ସ କରୁଥିବା ଦେଖାଯାଇଛି।

୫.ତେବେ ଅନ୍ୟ ଏକ ଭାଇରଲ ଭିଡ଼ିଓ ରେ ଦେଖାଯାଇଥିଲା କି ଜଣେ ବ୍ୟକ୍ତି ସାଧୁ ଡ୍ରେସ ପରିଧାନ କରି ଆସି ମାଂସ ଦୋକାନ ରେ ମାଂସ କିଣୁଥିଲେ ଏବଂ ଅନ୍ୟ ଜଣେ ରେଷ୍ଟରାଣ୍ଟ ରେ ମାଂସ ଖାଉଥିବାର ମଧ୍ୟ ଭିଡ଼ିଓ ଭାଇରଲ ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।