Jyotish Shastra – କେଉଁ ଗୋଡରେ ବାନ୍ଧିବା କଥା କଳା ସୂତା ! ଜାଣନ୍ତୁ ଏହାର ଫାଇଦା ଓ ବାନ୍ଧିବା ଦ୍ବାରା କ’ଣ କ’ଣ ଫାଇଦା ହୋଇଥାଏ ଜାଣନ୍ତୁ

0

ଆଜିକାଲି ର ଲୋକମାନେ ଭିନ୍ନ ଭିନ୍ନ ଫେସନ କୁ ଆପଣେଇ ଲେଣି ଯେପରି ଗୋଡ଼ ରେ କଳା ସୁତା ଲଗେଇବା ,ହାତରେ କିଏ ଲାଲ ତ ପୁଣି କିଏ କଲା ସୁତା ଲଗେଇବା ଆଦି ।ତେବେ ଏହି ଆଧୁନିକ ଯୁଗରେ ଦେଖାଯାଏ ଯେ ପ୍ରାୟ ଅଧିକାଂଶ ଲୋକ ଉଭୟ ପୁଅ ଏବଂ ଝିଅ ମାନେ ଗୋଡ଼ ରେ କଳା ସୁତା ବାନ୍ଧିଥାନ୍ତି।  ତେବେ ଏହା କୌଣସି ନୂଆ କଥା ନୁହେଁ କାରଣ ପୁର କାଳ ରେ ବା ଆମର ପୌରାଣିକ ଷ୍ଟୋରୀ ରେ ମାଧ୍ୟ ଦେଖିବା କୁ ମିଳିଥାଏ କି ଲୋକେ କଲା ସୁତା କୁ ଗୋଡ଼ ରେ ବାନ୍ଧିଥାନ୍ତି ।

କିନ୍ତୁ ଟିକେ ପୁରୁଣା ଯୁଗ କଥା ଯଦି ଆମେ କହିବା ସେମାନେ କଳା ସୁତା ଛୋଟ ପିଲା ଙ୍କ ଗୋଡ଼ରେ ଲଗାଉ ଥିଲେ ।କାରଣ ଏହା ସେମାନ ଙ୍କୁ ଅନ୍ୟର ନାକରତ୍ମକ ଦୃଷ୍ଟି ରୁ ରକ୍ଷା କରିଥାଏ । କିନ୍ତୁ ବର୍ତ୍ତମାନ ଏହାକୁ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଏହାକୁ ବ୍ୟବହାର କାହିଁକି କରାଯାଏ ବୋଲି ।ସାଧାରଣ ଭାବରେ ଲୋକମାନେ ବିଶ୍ୱାସ କରନ୍ତି ଯେ ନିଜ ଉପରେ ଅନ୍ୟର ଖରାପ ନଜର ପକେଇବା ରୁ ରକ୍ଷା କରିଥାଏ ଏହି କଳା ସୁତା ।କିନ୍ତୁ ଆମେ ଆଜି ଅସ୍ପଂ ଙ୍କୁ ଜଣେଇବୁ ଯେ କଳା ସୁତା କେଉଁ ଗୋଡ଼ରେ ଏବଂ କାହିଁକି ବନ୍ଧଯାଇଥାଏ।

୧.ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ଉଭୟ ମହିଳା ଓ ପୁରୁଷ ମାନେ ମଙ୍ଗଳବାର ଦିନ ନିଜର ଡାହାଣ ଗୋଡ଼ ରେ କଳା ସୁତା ଲଗେଇବା ବହୁତ ଶୁଭ ହୋଇଥାଏ। ଏହି ଦିନରେ କଳା ସୁତା ଡାହାଣ ଗୋଡ଼ରେ ବାନ୍ଧିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ଆପଣଙ୍କ ଉପର୍ଵ ରହିଥାଏ ।ଏବଂ ଆପଣ ଙ୍କ ପାଖରେ କେବେବି ଧନ ସମ୍ପତ୍ତି ର ଅଭାବ ଦେଖାଯାଏ ନାହିଁ।

୨.ବର୍ତ୍ତମାନ ମାନ ଲୋକମାନ ଙ୍କର ଖାସ କରି ଛୋଟ ପିଲାଙ୍କ ର ପେଟ ରେ ଯନ୍ତ୍ରଣା ହେବା ବା କଷ୍ଟ ଅନୁଭବ କରିବା ଏକ ସାଧାରଣ କଥା ଅଟେ ମାତ୍ର ଏହା ବହୁତ କଷ୍ଟ ଦାୟକ ହୋଇଥାଏ। ତେଣୁ ବାମ ଗୋଡ଼ରେ ଏହି କଳା ସୁତା କୁ ବାନ୍ଧିବା ଦ୍ଵାରା ପେଟ ଦରଜ ଭଲ ହୋଇଥାଏ।

୩.ଯଦି ଆପଣ ଙ୍କର ଗୋଡ଼ ଖଣ୍ଡିଆ ହୋଇଯାଇଛି କୌଣସି କାରଣ ରୁ ଏବଂ ଏହା ଶୁଖିବା ର ନାମ ନେଉ ନାହିଁ ଆଉ ଆପଣଂକୁ କଷ୍ଟ ଦେଉଛି ତ ଯେଉଁ ଗୋଡ଼ ରେ ଖଣ୍ଡିଆ ହୋଇଛି ସେହି ଗୋଡ଼ରେ କଳା ସୂତା ଲଗାନ୍ତୁ। ଏହା ଦ୍ବାରା ଖଣ୍ଡିଆ ବହୁତ ଶୀଘ୍ର ସୁଝିଯାଇଥାଏ ।

୪.ଶନି ଙ୍କର ପ୍ରିୟ ରଙ୍ଗ ହୋଇଥାଏ କଳା ରଙ୍ଗ ।ଯଦି ଆପଣଙ୍କ ର ଶନି ମହାଦଶା ରହୁଛି ତ ଆପଣ ଗୋଡ଼ ରେ କଳା ସୁତା ବନ୍ଧନ୍ତୁ ।ଏପରି କରିବା ଦ୍ଵାରା ଶନି ଦେବ ଙ୍କର ପ୍ରକପ ଆପଣଙ୍କ ଉପରେ ବହୁତ କମ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।