ଦେଖନ୍ତୁ ଭିଡିଓ ! ସ୍ବାମୀଙ୍କ ସହ ରାଜନୀତି ର ପାଦ ଦେବାକୁ ଯାଉଛନ୍ତି କି ଝିଲିକ , ସୋସିଆଲ ମିଡ଼ିଆ ରେ ଫୋଟ ଭାଇରଲ ଆପଣ ମତ କ’ଣ କମେଣ୍ଟ କରନ୍ତୁ

0

ବର୍ତ୍ତମାନ ସୋସିଆଲ ମିଡିଆ ରେ ଅଧିକାଂଶ ସମୟରେ ଚର୍ଚ୍ଚା ରେ ରହିଥାନ୍ତି ଆମର ସିନେମା ଜଗତ ର ଅଭିନେତା ଓ ଅଭିନେତ୍ରୀ ମାନେ ।ତେବେ ଆପଣ ମାନେ ନିଶ୍ଚିତ ଦେଖୁଥିବେ କି କିଛି ଦିନ ହେବେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବଙ୍ଗୀୟ ସୁନ୍ଦରୀ ଝିଲିକ ବାନାର୍ଜୀ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ରହୁଛନ୍ତି ।ତେବେ ସୂଚନାଯୋଗ୍ୟ ଯେ ଆଜି ର ଏକ ବର୍ଷ ପୂର୍ବରୁ ସେ ଜଣେ ବିଧାୟକ ଙ୍କୁ ବିବାହ କରିଥିଲେ ।

ବିବାହ ପରେ ସେ ତାଙ୍କର ବେଙ୍ଗଲ ର ପରମ୍ପରା ଏବଂ ରୀତିନୀତି ଅପେକ୍ଷା ଆମ ଓଡିଶା ର ସଂସ୍କୃତି ଓ ପାରମ୍ପରିକ ରୀତିନୀତି କୁ ଅଧିକ ଗୁରୁତ୍ୱ ଦେବାରେ ମଧ୍ୟ ଦେଖାଯାଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ଯେଉଁ ଫୋଟ ଓ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ତାହା ଜାଣିଲେ ଆପଣ ଚକିତ ହୋଇଯିବେ ।ଆଉ ଦ୍ୱନ୍ଦ ରେ ପଡିଯିବେ କି କଣ ଆମେ ଆଉ ଝିଲିକ ଙ୍କର ମନଛୁଆଁ ଅଭିନୟ ଦେଖିବାକୁ ମିଳିବ କି ନାହିଁ ।

ଏହି ଫୋଟ ଓ ଭିଡ଼ିଓ ଦେଖିବା ପରେ ଆପଣ ଏମିତି ବି ଭାବିପାରନ୍ତି କି ଝିଲିକ କଣ ଏବେ ଫିଲ୍ମ ଜଗତ ଛାଡି ରାଜନୀତି ରେ ପାଦ ଦେବାକୁ ଯାଉଛନ୍ତି କି। ତେବେ ଏହି ପୋଷ୍ଟ ମଧ୍ୟମ ରେ ଆମେ ଆପଣଙ୍କ ର ସମସ୍ତ ପ୍ରଶ୍ନ ର ଉତ୍ତର ଦେବାକୁ ଯାଉଛୁ।

ସୂଚନାଯୋଗ୍ୟ ଯେ , ଗତ ବର୍ଷ ବଙ୍ଗୀୟ ସୁନ୍ଦରୀ ଝିଲିକ ବାନାର୍ଜୀ ଗଞ୍ଜାମ ର ସୁକିନ୍ଦା ର ବିଧାୟକ ପ୍ରତିରଞ୍ଜନ ଘୋଡେଇ ଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ସେ କୌଣସି ଚଳଚ୍ଚିତ୍ର ରେ ଅଭିନୟ କରିନାହାଁନ୍ତି। କିନ୍ତୁ ଏକ ଭିଡ଼ିଓ ରେ ସେ ଆଗକୁ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ ।କିନ୍ତୁ କିଛି ଦିନ ତଳେ ତାଙ୍କ ସ୍ୱାମୀ ପ୍ରତିରଞ୍ଜନ ଘୋଡେଇ ଙ୍କ ସହ ଗଞ୍ଜାମ ର ନିର୍ବାଚନ ପ୍ରଚାର ସୋମିଳନୀ ରେ ନିଜର ରେ ଆସିଥିଲେ ।

ତେବେ ଏ ନେଇ ବହୁତ ନିୟୁଜ ଚେନାଲ ଝିଲିକ ଙ୍କ ଉପରେ ପ୍ରଶ୍ନ କରିଥିଲେ କି କଣ ପ୍ରକୃତରେ ଅଭିନୟ ଦୁନିଆଁ ଛାଡି ରାଜନୀତି ରେ ପାଦ ଦେବେ ବୋଲି। କିନ୍ତୁ ଝିଲିକ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରତିକ୍ରିୟା ରଝିନାହାନ୍ତି। ସେ ଅଭିନୟ କରିବେ ବୋଲି କହିଛନ୍ତି ।

ତେବେ ଗଞ୍ଜାମ ର ଲୋକ ମାନେ ଝିଲିକ ବାନାର୍ଜୀ ଙ୍କୁ ସ୍ୱାମୀ ବିଧାୟକ ପ୍ରତିରଞ୍ଜନ ଙ୍କ ସହ ଦେଖି ବହୁତ ଆନନ୍ଦ ପ୍ରକାଶ କରିଛନ୍ତି। ତେବେ ଲୋକମାନେ କହିଛନ୍ତି ଯେ ଝିଲିକ ଙ୍କର ଅଭିନୟ ତାଙ୍କୁ ବହୁତ ଭଲ ଲାଗେ ତାଙ୍କୁ ସେମାନେ ପ୍ରତ୍ୟକ୍ଷ ଭାବରେ ଗଞ୍ଜାମ ରେ ଦେଖି ବହୁତ ଖୁସି ଅଛନ୍ତି ।ଏବଂ ସେହି ସମ୍ମିଳନୀ ରେ ଥିବା ସମୟରେ ତାଙ୍କର କେତେକ ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବା ରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।