ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମ ପୃଥିବୀ ରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା। ତେବେ ଅନେକ ଛୋଟ ଛୋଟ କଥା ରହିଛି। ଯାହା ଜାଣିବା ନିହାତି ଆବଶ୍ୟକ। ତେବେ ଏହା ଆମ ର ବହୁତ ଦରକାରୀ ମଧ୍ୟ। ତେବେ ଛୋଟ ଛୋଟ ଜିନିଷ ଉପରେ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଏହି ସାଧାରଣ ଜ୍ଞାନ ଆମ ପାଖରେ ରହିବା ଦରକାର। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଏସବୁ ଜ୍ଞାନ ସମସ୍ତଙ୍କ ପାଖରେ ରହିବ ଦରକାର। ତେବେ ଏହି ସାଧାରଣ କଥା ଜାଣିବାକୁ ହେଲେ । ଆମକୁ ଅନେକ ବହି ପଢିବା କୁ ପଡେ। ଅନେକ ତଥ୍ୟ ସଂଗ୍ରହ କରିବାକୁ ପଡେ।


ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ଯେମିତି ଏହି ସବୁ ପଠ ପିଲା ମାନେ ଛୋଟ ବେଳୁ ଯାନ୍ତୁ। ତେବେ ଏହା ଆମର ଅନେକ ପରୀକ୍ଷା ରେ କାମ ରେ ଆସେ।ଅନେକ ବଡ ବଡ଼ ପରୀକ୍ଷା ରେ ଏହି ସବୁ ଛୋଟ ଛୋଟ ପ୍ରଶ୍ନ ପଚାରି ଥାଏ। ତେବେ ଆସନ୍ତୁ ଜାଣିବା ଏମତି ୫ ଟି ମଜାଳିଆ ପ୍ରଶ୍ନ ଯାହା ଆପଣ କେବେ ଜାଣି ନଥିବେ କି ଏମିତି ପ୍ରଶ୍ନ କେବେ ଆପଣଙ୍କ ମୁଣ୍ଡ କୁ ଆସି ନଥିବେ। ତେବେ ଏହା ଆପଣର୍ ଅନେକ କାମ ରେ ଲାଗିବ । ତେବେ ଆସନ୍ତୁ ଜାଣି ସେହି ୫ ଟି ପ୍ରଶ୍ନ ଯାହା ଆପଣ କେବେ ଭାବି ନଥିବେ।

୧:-ତେବେ ପ୍ରଥମ ପ୍ରଶ୍ନ ଟି ହେଉଛି ଆଗ ବର୍ଷ ଏପ୍ରିଲ ମାସ ୩୧ ତାରିକ ରେ ଆପଣ ଙ୍କ ସହ ଏମିତି ଏକ ଖାସ ହୋଇ ଥିଲା , ଯାହା ଆପଣ ଆଜି ଯାଏ ଭୁଲି ନାହାନ୍ତି?

 ଉତ୍ତର ହେଉଛି – କିଛି ବି ନୁହଁ । ତେବେ ଆପଣ ଜାଣି ଥିବେ ଏପ୍ରିଲ୍ ମାସ ରେ କେବେ ବି ୩୧ ତାରିକ ଆସେ ନାହିଁ। ତେବେ କିଛି ଘଟିବ ନାହିଁ।


୨:-ତେବେ ଦ୍ୱିତୀୟ ପ୍ରଶ୍ନ ଟି ହେଉଛି – ଏମିତି କଣ ଅଟେ, ଯାହା ମୁଣ୍ଡ ରେ ପଥର ଥାଏ ଏବଂ ତା ପେଟ ଭିତରେ ହାତ ପୁରାଇଲେ ଆପଣ ବହୁତ ଖୁସି ହୁଅନ୍ତି ?

 ଉତ୍ତର – ମୁଦି ।


୩:-ତେବେ ତୃତୀୟ ପ୍ରଶ୍ନ ଟି ହେଉଛି – କହିଲ ଦେଖି ଛୁଆଙ୍କର୍ ଏମିତ କେଉଁ ଖେଳନା ଅଟେ , ଯାହା କୁ ଦୁନିଆ ରେ ସବୁ ଠୁ ବଡ ଲୋକ ବି କିଣି ପାରିବ ନାହିଁ ?

ଉତ୍ତର  – ଜହ୍ନ ମାମୁ।

୪:- ଚତୁର୍ଥ ପ୍ରଶ୍ନ  – ଏମିତି କଣ କାମ ଯାହା ପାଣି ରେ ଓଦା ହେଲେ ମଧ୍ୟ ଓଦା ହୁଏ ନାହିଁ।

ଉତ୍ତର  – ଦେହ ର ଛାୟି।

୫:-ତେବେ ପଞ୍ଚମ ପ୍ରଶ୍ନ ହେଉଛି ଝିଅ ମାନେ ସବୁ ଲୁଗା କେତେବେଳେ କାଢି ଥାନ୍ତି।

ଉତ୍ତର  –  ତେବେ ଝିଅ ମାନେ ସୁଖୀ ଯାଇ ଥିବା ସମସ୍ତ ଲୁଗା କୁ କାଢି ଦିଅନ୍ତି।


ତେବେ ଏହି ପ୍ରଶ୍ନ ଟି ଆଇଏସ୍ ପରୀକ୍ଷା ରେ ପଚାର ଯାଇ ଥିଲେ। ତେବେ ଏଭଳି ସାଧାରଣ କଥା ଯାହା ଆପଣ ଜାଣି ନଥିବେ। ତେବେ ଆପଣ ଜାଣିବାକୁ ଚେଷ୍ଟା କରନ୍ତୁ। ଏହା ଅପଣଂକର ଆଗକୁ ଦରକାର ରେ ଆସିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।